ରାଜ୍ୟ ସ୍ୱାସ୍ଥ୍ୟ

ଭାରତରେ ଆର୍-ଭାଲ୍ୟୁ କମୁଛି: ୧୪ ଦିନରେ ତୃତୀୟ ଲହର ଶୀର୍ଷ ଛୁଇଁପାରେ

ନୂଆଦିଲ୍ଲୀ : ଭାରତର ଆର୍-ଭାଲ୍ୟୁ ବା କରୋନା ଆକ୍ରାନ୍ତଙ୍କ ଦ୍ବାରା ସଂକ୍ରମଣ ହାର ଜାନୁଆରି ୧୪ରୁ ୨୧ ଭିତରେ ୧.୫୭କୁ ହ୍ରାସ ପାଇଛି ଏବଂ ତୃତୀୟ ଲହରର ଶୀର୍ଷ ଅବସ୍ଥା ଆସନ୍ତା ଦୁଇ ସପ୍ତାହ ଭିତରେ ଆସିପାରେ ବୋଲି ଆଇଆଇଟି ମାଡ୍ରାସର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ଆର୍-ଭାଲ୍ୟୁର ଅର୍ଥ ହେ‌ଉଛି ଜଣେ ‌ସଂକ୍ରମିତ ବ୍ୟକ୍ତି ଅନ୍ୟ କେତେ ଜଣଙ୍କୁ ସଂକ୍ରମିତ କରିପାରେ। ଯେତେବେଳେ ଏହି ମୂଲ୍ୟ ୧ରୁ ତଳକୁ ଖସେ ସେତେବେଳେ […]

ଦେଶ ବିଦେଶ ମନୋରଞ୍ଜନ

ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ, ଫଟୋ ସେୟାର କରି ଦେଲେ ଖୁସି ଖବର

ନୂଆଦିଲ୍ଲୀ ୨୪।୦୧ : ଉଦିତ୍‌ ନାରାୟଣଙ୍କ ପୁଅ ତଥା ଟେଲି ଜଗତର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍‌’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ଏବେ ଏହି ଦମ୍ପତି ତାଙ୍କ ଘରର ନୂଆ ସଦସ୍ୟକୁ ସ୍ବାଗତ କରିବା ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

ବଢୁଛି ସାମନ୍ଥାଙ୍କ କ୍ରେଜ୍‌ , Oo Antava ପରେ ଆଉ ଏକ ଆଇଟମ୍‌ ଗୀତରେ କରିବେ ଧମାଲ !

ନୂଆଦିଲ୍ଲୀ ୨୪।୦୧ : ନିକଟରେ ପୁଷ୍ପାର ହିନ୍ଦୀ ଭର୍ସନ ରିଲିଜ୍‌ ହୋଇଥିଲା । ତାହା ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିଥିଲା । ପୁଷ୍ପାର ରିଲିଜ୍‌ ପରେ ତାର ଗୀତ ସହ ଡାଇଲଗ ଗୁଡିକ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିଛି । ସେହି ଫିଲ୍ମରେ ସାମନ୍ଥାଙ୍କ ଡ୍ୟାନ୍ସ ଓ ଅଭିନୟ ଯାଦୁରେ ସମସ୍ତଙ୍କୁ ମନକୁ ଛୁଇଁଛି । ସେବେ ଠାରୁ ସାମନ୍ଥାଙ୍କର କ୍ରେଜ୍‌ ବଢି ଚାଲିଛି । ୨୦୨୧ ସବୁଠାରୁ ଚର୍ଚ୍ଚିତ ଆଇଟମ୍‌ ଗୀତ ଓ ଅନ୍ଟାବା […]

ଖେଳ ଦେଶ ବିଦେଶ

ବିଶ୍ବ କ୍ରିକେଟରେ ଚମକିଲା ପାକିସ୍ତାନ: ବାବର ଆଜମ୍‌ ଶ୍ରେଷ୍ଠ ଦିନିକିଆ ଖେଳାଳି, ମହମ୍ମଦ ରିଜଓ୍ବାନ୍‌ ବେଷ୍ଟ ଟି-ଟ୍ବେଣ୍ଟି କ୍ରିକେଟର

ନୂଆଦିଲ୍ଲୀ ୨୪/୦୧: ପାକିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ବାବର ଆଜମ୍ ବର୍ଷ ୨୦୨୧ ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ହୋଇଛନ୍ତି । ଇଣ୍ଟରନେସନାଲ କ୍ରିକେଟ କାଉନସିଲ୍‌ (ICC) ଦ୍ବାରା ବାବର ଆଜମ୍‌ଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଛି । ଗତ ବର୍ଷ ବାବର୍‌ ମାତ୍ର ୬ଟି ଦିନିକିଆ ଖେଳିଥି​‌ଲେ ସୁଦ୍ଧା ତାଙ୍କ ପ୍ରଦର୍ଶନକୁ ଦେଖି ଆଇସିସି ଏହି ସମ୍ମାନଜନକ ଉପାଧି ପ୍ରଦାନ କରିଛି । ନିଜ ପ୍ରଦର୍ଶନ ବଳରେ ସେ ବିଶ୍ବର ଅନେକ ଖେଳାଳିଙ୍କୁ ପ୍ରଭାବିତ […]

ଖେଳ ଦେଶ ବିଦେଶ ରାଜ୍ୟ

ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ଫୁଟବଲ୍ ପ୍ରତିଯୋଗିତା

ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ଫୁଟବଲ୍ ପ୍ରତିଯୋଗିତା, ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଚକାଡୋଳା ଖେଳ ପଡିଆ ଠାରେ 12 ତମ ଜୟ ଜଗନ୍ନାଥ କ୍ଳବ ଶୁଣ୍ଢିଗାଁ ଗ୍ରାମାଞ୍ଚଳ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଯୋଗଦେଇ ଥିଲାବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଫୁଲବାଣୀ ପୂର୍ବତନ ବିଧାୟକ ଦୁଗୁନି କହଁର, ନେହେରୁ ଯୁବ କେନ୍ଦ୍ର […]

ରାଜ୍ୟ ସ୍ୱାସ୍ଥ୍ୟ

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା, ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୪।୦୧: ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ । କିଛି ଦିନ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଖିଲାଡି କୁମାର କିଣିଲେ ନୂଆ ବିଳାଶପୂର୍ଣ୍ଣ ଫ୍ଲାଟ୍, କୋଟି କୋଟି ଟଙ୍କା ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ ୨୪।୦୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନୟ ବଳରେ ସବୁ ଆଡେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ଯେକୌଣସି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଥାଏ । ତାଙ୍କ ଷ୍ଟାଇଲ ଓ ଆକ୍ସନ ଷ୍ଟଣ୍ଟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ । କିନ୍ତୁ ବେଳେବେଳେ ଅକ୍ଷୟ କୁମାରଙ୍କ ପୋଷ୍ଟ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହୋଇଥିବା ବେଳେ ଗୀତକୁ ନେଇ ଲାଇମଲାଇଟକୁ ଆସିଥାନ୍ତି । ଏହା ବ୍ୟତୀତ ଅକ୍ଷୟ କୁମାର ତାଙ୍କ ବ୍ୟକ୍ତିଗତ […]

ଖେଳ ଦେଶ ବିଦେଶ

ବିବାଦ ଘେରରେ ପୂର୍ବତନ ଅଧିନାୟକ ବିରାଟ କୋହଲି : ରାଷ୍ଟ୍ରୀୟ ଗାନ ସମୟରେ ଚୋବାଇଲେ ଚୁଇଂଗମ୍

ନୂଆଦିଲ୍ଲୀ ୨୪।୦୧ : ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି । ମ୍ୟାଚ୍‌ ଆରମ୍ଭ ହେବା ପୁର୍ବରୁ ଫସି ଯାଇଛନ୍ତି କୋହଲି । ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି […]

ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କରୋନା ସଂକ୍ରମଣ ତଳମୁହାଁ ହେଉଛି, ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ୨୪।୦୧ : ପିଲାମାନେ ପାଠ ପଢନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । କରୋନା ଗ୍ରାଫ୍ ତଳମୁହାଁ […]

ରାଜ୍ୟ ସ୍ୱାସ୍ଥ୍ୟ

ଢେଙ୍କାନାଳ ସିଭିଲ କୋର୍ଟ ୭୨ ଘଣ୍ଟା ଯାଏଁ ସିଲ୍‌, ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ

ଢେଙ୍କାନାଳ ୨୪।୦୧: ଢେଙ୍କାନାଳ ସିଭିଲ କୋର୍ଟ ସିଲ୍‌ । ଏକାଧିକ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ୭୨ ଘଣ୍ଟା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିବା ସିଲ୍‌ କଲା ପୌର ପ୍ରଶାସନ । ଏହି ସମୟରେ ପୁରା କୋର୍ଟ ପରିସର କାହାର ପ୍ରବେଶ ଉପରେ କଟକଣା ରହିଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । […]