ୟଶ୍ ରାଜ ଫିଲ୍ମରେ ଏକାଠି ନଜର ଆସିବେ ଶାହାରୁଖ, ସଲମାନ, ହ୍ରିତିକ୍ ! ଦର୍ଶକଙ୍କୁ ମିଳିବ ‘ଆଡଭେଞ୍ଜର ଏଣ୍ଡଗେମ୍’ ଭଳି ଅନୁଭୁତି
ନୂଆଦିଲ୍ଲୀ ୩୦।୦୧ : ବଲିଉଡ୍ର ସବୁଠାରୁ ଲୋପ୍ରିୟ ଅଭିନେତା ସଲମାନ , ଶାହାରୁଖ ଏବଂ ଡ୍ୟାନ୍ସ-ଅଭିନୟରେ ସମସ୍ତଙ୍କୁ ମତୁଆଲା କରିଥାନ୍ତି ହ୍ରିତିକ୍ । ଏମାନଙ୍କ ଫ୍ୟାନ୍ସ ଫଲୋର୍ସମାନେ ଖୁବ୍ ଅଧିକ । ‘ପଠାନ’ ରେ ଶାହାରୁଖ ଖାନ୍ ଙ୍କ ଭୂମିକା, ‘ଟାଇଗର’ ରେ ସଲମାନ ଖାନଙ୍କ ଭୂମିକା ଏବଂ ହ୍ରିତିକ ରୋଶନଙ୍କର ‘କବୀର’ ଭୂମିକାକୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ଏହାରି ମଧ୍ୟରେ ଅନୁମାନ କରାଯାଉଛି ଯେ ହ୍ରିତିକ ରୋଶନ ‘ପଠାନ’ କିମ୍ବା ‘ଟାଇଗର-୩’ […]