‘ବାବରଙ୍କୁ ବିରାଟଙ୍କ ସହ ତୁଳନା କରିବା ଠିକ୍ ନୁହେଁ’- ମହମ୍ମଦ ଶାମି
ନୂଆଦିଲ୍ଲୀ ୦୧/୦୨: ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ । କିଛି ପ୍ରଶଂସକ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି । ଏପରିକି କିଛି ବାବର ବିରାଟଙ୍କଠୁ ଅଧିକ ଭଲ କ୍ରିକେଟର ବୋଲି କହୁଛନ୍ତି । କିନ୍ତୁ ଏସବୁ ଠିକ୍ ନୁହେଁ ବୋଲି କହିଛନ୍ତି ଭାରତୀୟ ବୋଲର ମହମ୍ମଦ ଶାମି । ବାବର ଆଜମ ଏବେକାର ଶ୍ରେଷ୍ଠ ଟି୨୦ ଓ ଦିନିକିଆ ବ୍ୟାଟସମ୍ୟାନ୍ । ତେବେ ଶାମି କହିଛନ୍ତି ଯେ, ବାବରଙ୍କୁ […]