ରୁଦ୍ରାଣୀର ସୁଟିଂ ଶେଷ
ଝିଲିକ୍ ମୋସନ୍ ପିକଚର୍ସର ପ୍ରଥମ ଅବଦାନ ‘ରୁଦ୍ରାଣୀ’ର ସୁଟିଂ ଶେଷ ପରେ କ୍ୟାମ୍ପ ଫାୟାର୍ ଭୁବନେଶ୍ୱର ପଟିଆସ୍ଥିତ ଲା-ଲନ୍ ଗାର୍ଡେନଠାରେ ଅନୁଷ୍ଠିତ ହୋଇଯାଇଅଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫାୟାର୍ରେ ଭାବବିହ୍ୱଳ ହୋଇ ସ୍ପଟ୍ବୟରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ସହଯୋଗକୁ ପ୍ରଶଂସା କରିଥିଲେ। ବହୁଦିନ ପରେ କୌଣସି ଏକ ଓଡ଼ିଆ ଚଳଚ୍ଚିତ୍ରରେ ସ୍ବତନ୍ତ୍ର ଆୟୋଜନ କରାଯାଇ ସମସ୍ତଙ୍କ କାର୍ଯ୍ୟକୁ ଧନ୍ୟବାଦ ଦେଇଥିବାରୁ ଅଭିନେତ୍ରୀ ଝିଲିକ୍ଙ୍କୁ ପ୍ରଯୋଜକ ଟୁଟୁ ନାୟକ ସାଧୁବାଦ ଜଣାଇଥିଲେ। ଏହି […]