ଖେଳ ଦେଶ ବିଦେଶ

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌: ଧୂଲ୍‌-ରସିଦ୍‌ଙ୍କ ଦ୍ବିଶତକ ଭାଗୀଦାରି

ଆଣ୍ଟିଗୁଆ: ବୁଧବାର ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଅଧିନାୟକ ୟାଶ୍‌ ଧୂଲ୍‌ ଏବଂ ସେକ୍‌ ରସିଦ୍‌ଙ୍କ ଦ୍ବିଶତକୀୟ ଭାଗୀଦାରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛି। ଧୂଲ୍‌ ଶତକ ପୂରଣ କରିଥିଲା ବେଳେ ରସିଦ୍‌ ଶତକଠୁ ୬ ରନ୍‌ ଦୂରରେ ଆଉଟ୍‌ ହୋଇଯାଇଥିଲେ। ତେବେ ତୃ୍ତୀୟ ୱିକେଟ୍‌ରେ ଦୁଇ ଜଣ ୨୦୪ ରନ୍‌ ଯୋଡ଼ିବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୨୯୦ ରନ୍‌ କରିନେଇଥିଲା। ଫଳରେ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ଦଶପଲ୍ଲାସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ଣରେ ନୟାଗଡ଼ ବନାଞ୍ଚଳରୁ ଶ୍ରୀକ୍ଷେତ୍ର ଅଭିମୁଖେ ରଥକାଠ‌ ବୋଝେଇ ଟ୍ରକ୍‌ ବାହାରିଥିଲା। ଆଜି ୩ଟି ଟ୍ରକ୍‌ରେ ମୋଟ ୬୩ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ରଥଖଳାରେ ପହଞ୍ଚିଥିବା ୬୩ ଖଣ୍ଡ କାଠ ମଧ୍ୟରୁ ୩୪ଟି ଅସନ ଓ ୨୯ଟି ଧଉରା କାଠ ଆସିଛି। ଶ୍ରୀପଞ୍ଚମୀ ଦିନ ବିଧି […]

କଳା ଓ ସଂସ୍କୃତି ରାଜ୍ୟ

ପଦ୍ମବେଶରେ ମହାପ୍ରଭୁ: ପ୍ରଭୁଙ୍କ ପାଇଁ ପଦ୍ମ ଆଣିଲେ ଚିନ୍ତାମଣି

ପୁରୀ: ପଦ୍ମବେଶରେ ସଜେଇ ‌ହୋଇଛନ୍ତି ମହାପ୍ରଭୁ। ରସିକ ନାଗର କାଳିଆ ସାଆନ୍ତଙ୍କ ସମେତ ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରା ମଧ୍ୟ ଏହି ମନୋହର ବେଶରେ ବିଭୂଷିତ ହୋଇଛନ୍ତି। ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଛି ଏହି ଦୁର୍ଲଭ ବେଶ। ଏନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଚନ୍ଦନ ଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ‌ଏହି ବେଶ କରାଯାଇଥିଲା। ପଦ୍ମ ବେଶରେ ହିଁ ଠାକୁରଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ଗତବର୍ଷ କରୋନା ଯୋଗୁଁ […]

ଦେଶ ବିଦେଶ ମନୋରଞ୍ଜନ

‘ଭାବିଜୀ ଘର ପର୍ ହୈଁ’ର ଶୋ’ ଛାଡିବେ ନେହା ପେଣ୍ଡସେ, କିଏ ହେବ ନୂଆ ଅନୀତା

ମୁମ୍ବାଇ ୦୩।୦୨: ଟେଲି ଧାରାବାହିକ ତଥା ଲୋକପ୍ରିୟ ଶୋ ‘ଭାବିଜୀ ଘର ପର ହୈଁ ସମସ୍ତଙ୍କ ପ୍ରିୟ । ଏହି ଶୋ ସମସ୍ତଙ୍କ ଘରେ ଘରେ ପରିଚିତ । ହେଲେ ଗତ କିଛି ମାସ ହେବ ଲଗାତାର ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି । ୨୦୨୦ ମସିହାରେ, ଶୋ’ର ମୁଖ୍ୟ ଚରିତ୍ର ଅନୀତା ଭାବି ଭୂମିକାରେ ଅଭିନୟ କରିଥିବା ସୌମ୍ୟା ଟଣ୍ଡନ୍ ନିକଟରେ ଶୋ ଛାଡିଥିଲେ। ଏବେ ଏହି ଶୋ’ର ଷ୍ଟାର କାଷ୍ଟରେ ପୁଣି ଥରେ ଏକ […]

ଦେଶ ବିଦେଶ ଧର୍ମ

ବସନ୍ତ ପଞ୍ଚମୀ ଦିନ ରାଶି ଅନୁସାରେ କରନ୍ତୁ ଏହି ସମସ୍ତ କାମ, ମିଳିବ ସବୁ କ୍ଷେତ୍ରରେ ସଫଳତା

ନୂଆଦିଲ୍ଲୀ ୦୩।୦୨: ଚଳିତ ବର୍ଷ ଫେବୃଆରୀ ୫ ଶନିବାର ବସନ୍ତ ପଞ୍ଚମୀ । ଏହି ଦିନ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀଙ୍କୁ ସରସ୍ୱତୀ ପୂଜା କରାଯାଏ। ମା ସରସ୍ୱତୀ ହେଉଛି ଜ୍ଞାନର ଦେବୀ । ଯେଉଁ ବ୍ୟକ୍ତିମାନେ ଶିକ୍ଷା, କଳା କିମ୍ବା ସଙ୍ଗୀତ କ୍ଷେତ୍ରରେ ସଫଳତା ପାଇ ନାହାଁନ୍ତି ସେହି ଲୋକମାନେ ବସନ୍ତ ପଞ୍ଚମୀ ଦିନ ସରସ୍ୱତୀ ପୂଜା କରିବା ଉଚିତ୍ । ସେମାନେ ମା ଶାରଦାଙ୍କୁ ସନ୍ତୁଷ୍ଟ କରି ସଫଳତା ହାସଲ କରି ପାରିବେ […]

ଦେଶ ବିଦେଶ ମନୋରଞ୍ଜନ

ଅଲି ଫଜଲ- ରିଚା ଚଢାଙ୍କର ମାର୍ଚ୍ଚରେ ପଡିବ ହାତ ଗଣ୍ଠି ! ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ମୁମ୍ବାଇ ୦୩।୦୨: ରିଚା ଚଢା ଏବଂ ଅଲି ଫଜଲ ଦୀର୍ଘ ଦିନ ଧରି ଦୁହେଁ ସମ୍ପର୍କ ଥିଲେ । ଦୀର୍ଘ ଦିନ ଧରି ଏକାଠି ଡେଟ୍‌ କରିବା ପରେ ବିବାହ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହାରେ, ଏପ୍ରିଲରେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ କରୋନା ମହାମାରୀ ହେତୁ ବିବାହ ଯୋଜନାକୁ ସ୍ଥଗିତ ରଖିବାକୁ ପଡିଲା । ବର୍ତ୍ତମାନ ଦୁହିଁଙ୍କ ବିବାହ ସମ୍ବନ୍ଧରେ ଏକ ନୂଆ ଖବର ଶୁଣିବାକୁ ମିଳିଛି । […]

ଖେଳ ଦେଶ ବିଦେଶ

ବଦଳିପାରେ ଭାରତ-ଶ୍ରୀଲଙ୍କା କ୍ରୀଡାସୂଚୀ, ଆଗ ଖେଳାଯିବ ଟି୨୦ ସିରିଜ୍ !

ନୂଆଦିଲ୍ଲୀ,୦୩/୦୨: ଶ୍ରୀଲଙ୍କା ଦଳ ଚଳିତ ମାସ ଶେଷ ଆଡ଼କୁ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ପ୍ରଥମେ ୨ଟି ଟେଷ୍ଟ ଏବଂ ପରେ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ଼ ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଆୟୋଜନ ପାଇଁ ପ୍ରସ୍ତାବ ଦେବା ପରେ ବିସିସିଆଇ ପୂର୍ବ ଘୋଷିତ କ୍ରୀଡ଼ାସୂଚୀରେ ପରିବର୍ତ୍ତନ କରିବାକୁ ବିଚାର ବିମର୍ଶ କରୁଛି । ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବା ସମ୍ଭାବନା ରହିଛି […]

ଖେଳ ଦେଶ ବିଦେଶ

ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ଲୁକରେ ଫିଦା ହେଲେ ପ୍ରଶଂସକ: ରିଲିଜ ହେଲା ‘ଅର୍ଥବ ଦି ଅରିଜିନ୍’ ଟିଜର

ନୂଆଦିଲ୍ଲୀ ୦୩/୦୨: ସେ ଭାରତର ସଫଳ ଅଧିନାୟକ । କିମ୍ବଦନ୍ତୀ ୱିକେଟ୍ କିପର । ଧୂରନ୍ଧର ଏମିତି ଅନେକ କିଛି ତାଙ୍କ ପାଇଁ ପ୍ରଜୁଯ୍ୟ । ତାଙ୍କର ଅନେକ କିଛି ଗୁଣ ଅଛି ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ଏଥିପାଇଁ ତାଙ୍କୁ କିଙ୍ଗସ ଆଲା କେତେ କଣ ଉପାଧିରେ ମଣ୍ଡିତ କରାଯାଇଛି । କ୍ରିକେଟ ପଡିଆରେ ଯେତିକି ଆକ୍ଟିଭ ରିଜର୍ଭ ବି ସେତିକି । କେବଳ ମୈଦାନ ନୁହେଁ ପଡିଆ ବାହାରେ ଓ ରିଅଲ […]

ରାଜ୍ୟ ସ୍ୱାସ୍ଥ୍ୟ

ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ, ରାଜ୍ୟରେ ୩୩ % ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର ୦୩।୦୨: ଆସିଲା ଓମିସିୟୋର ଷ୍ଟଡି ରିପୋର୍ଟ । ରାଜ୍ୟରେ ହାରାହାରି ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି। କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମି ସିୟର କିଟରେ ହାରାହାରି ୩୧୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୭୨୯ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଥିଲା। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପାକିସ୍ତାନର କୋଭିଡ ପଞ୍ଚମ ଲହର: ଫାର୍ମାସିରେ ମିଳୁନି ପାରାସିଟାମୋଲ, ବ୍ୟାପିଲା ଡେଙ୍ଗୁ

ପେଶାଓ୍ୱାର ୦୨/୦୨: Dawn ରିପୋର୍ଟ ମୁତାବକ ପାକିସ୍ତାନର ଅନେକ ଫାର୍ମାସିରେ ଉପଲବ୍ଧ ହେଉନି ପାରାସିଟାମୋଲ ଟାବଲେଟ୍ । ଫଳରେ କଳା ବଜାରୀରେ ବିକ୍ରି ହେଉଥିବା ଜଣାଯାଇଛି । ଡ୍ରଗ୍ ରେଗୁଲେଟୋରୀ ଅଥରିଟି ଅଫ୍ ପାକିସ୍ତାନ (DRAP)ର ଜଣେ ଅଧିକାରୀ ଗୋଟିଏ ପଟେ କରୋନା ସଂକ୍ରମଣ ବ୍ୟାପିଛି । ଅନ୍ୟ ପଟେ ଡେଙ୍ଗୁ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ଏହାରି ଭିତରେ ପାରାସିଟାମୋଲର ଅଭାବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଡ୍ରାପ […]