ଦେଶ ବିଦେଶ ମନୋରଞ୍ଜନ

ଲତା ମଙ୍ଗେସ୍‌କର୍‌ଙ୍କ ବିୟୋଗରେ ୨ ଦିନ ରାଷ୍ଟ୍ରୀୟ ଶୋକ, ମୁମ୍ବାଇର ଶିବାଜୀ ପାର୍କ ଶ୍ମଶାନରେ ଶେଷକୃତ୍ୟ

ନୂଆଦିଲ୍ଲୀ: ମହାନ୍‌ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳ ୮.୧୨ରେ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ୯୨ ବର୍ଷୀୟ ଲତାଙ୍କର ଦେହାନ୍ତ ହୋଇଯାଇଛି। ସରକାରୀ ସୂତ୍ରରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ଲତା ମଙ୍ଗେସ୍କର୍‌ଙ୍କ ସ୍ମୃତିରେ ୨ ଦିନ ଜାତୀୟ ଶୋକ ପାଳନ କରାଯିବ। ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ଦୁଇ ଦିନ ଜାତୀୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସୋମବାର ଖୋଲିବ ସ୍କୁଲ, ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି : ମନ୍ତ୍ରୀ

ପୁରୀ ୦୫/୦୨: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ସୋମବାର ଖୋଲିବ ସ୍କୁଲ, କଲେଜ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଆରମ୍ଭ ହେବ ପାଠପଢା । ତେବେ ଏଥିପାଇଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆସନ୍ତା ୧୪ ତାରିଖରୁ କେ.ଜି ରୁ ଅଷ୍ଟମ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଘ ମେଳା କଟକଣା : ଚନ୍ଦ୍ରଭାଗାରେ ପଡିବନି ବୁଡ, ସର୍ବସାଧାରଣ ପ୍ରବେଶ ମନା

ପୁରୀ ୦୫/୦୨: କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା ୬ ତାରିଖ ଅପରାହ୍ନ ୪ ଘଟିକା ଠାରୁ ୭ ତାରିଖ ସକାଳ ୯ ଘଟିକା ତଥା ନୀତିକାନ୍ତି ସମ୍ପର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ନିଟ୍ ପରୀକ୍ଷା ସ୍ଥଗିତ, ୬ରୁ ୮ ସପ୍ତାହ ଘୁଞ୍ଚାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୦୪/୦୨: ଘୁଞ୍ଚିଲା ନିଟ୍ ପରୀକ୍ଷା । ଏବେ ନୁହେଁ ବରଂ ଆଉ ୬ରୁ ୮ ସପ୍ତାହ ପରେ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପରୀକ୍ଷା ମାର୍ଚ୍ଚ ୧୨ରେ ହୋଇଥାନ୍ତା । ସୂଚନାନୁସାରେ, ମାର୍ଚ୍ଚ ୧୨ରେ ନିଟ୍ ପିଜି-୨୦୨୨ ହୋଇଥାନ୍ତା । କିନ୍ତୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ, ୨୦୨୧ ନିଟ୍ ପିଜି କାଉନସେଲିଂ ତାରିଖ […]

ଖେଳ ଦେଶ ବିଦେଶ

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ! ଜୁନରେ ଖେଳାଯାଇପାରେ ମ୍ୟାଚ୍

କଟକ,୦୪/୦୨: ଓଡିଶାରେ ହେବ ଅନ୍ତର୍ଜାତୀୟ ଟି୨୦ ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ! ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି । ଓସିଏ ସମ୍ପାଦକ କହିଛନ୍ତି ଯେ, କରୋନା ପାଇଁ ବାରବାଟୀରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ହୋଇଥାନ୍ତା । କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଜୁନ […]

ଖେଳ ରାଜ୍ୟ

ଡି.ଏନ୍.ଏସ୍ ମହାବୀର ଫୁଟବଲ୍ ଫାଇନାଲ, ଯାଦବ ଏପ୍ ସି ଟିମ୍ ଚାମ୍ପିଅନ ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଵୃକ୍ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ଲହାପେନୁ ଖେଳ ପଡିଆ ଡହିଙ୍ଗିଆ ଠାରେ 8 ଦିନ ଧରି ଚାଲିଥିବା ୧୬ ଗୋଟି ଟିମ୍ ଭାଗନେଇଥିଲେ ଏହି ଟୁର୍ଣ୍ଣାମେଣ୍ଟକୁ ଡି.ଏନ୍.ଏସ୍ ମହାବୀର ଯୁବକ ସଂଘ ତରଫରୁ ଆୟୋଜନ କରିଥିଲେ ଏହି ଫାଇନାଲ୍ ଖେଳ ପ୍ରଦର୍ଶନ କରିଥିଲେ ଯାଦବ ଏପ୍ ସି ଶୁଣ୍ଢିଗାଁ ସହ ବିଜେଡ଼ି ଏପ୍ ସି ବନାଙ୍ଗିଆ ମଧ୍ୟ ରେ ସଂଘର୍ଷମୟ ଖେଳରେ ମୁଖ୍ୟ ରେଫରୀ ଅମିତ୍ ବିଶ୍ଵଇ ,ସୁରଜ୍ ବିଶ୍ଵଇ,ମିଲନ କୁମାର ବିଶ୍ବଇ ,ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପୂର୍ବତନ ବିଧାୟକ ଦୁଗୁନି କହଁର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଭାରତୀୟ ମଜଦୁର ସଂଘ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର କମ୍ପ, ପୂର୍ବତନ ସରପଞ୍ଚ ବିଶ୍ଵାମ୍ବର କହଁର, ଓଡ଼ିଶା ଫୁଟବଲ୍ ଆସସନ ରେଫର୍ ଶଙ୍କର ସାର୍, ବିଜେଡ଼ି ଗ୍ରାମ ପଞ୍ଚାୟତ ସଭାପତି ଟ୍ରେସା ମଲ୍ଲିକ, ବରିଷ୍ଠ ସମାଜ ସେବୀ ଏସିଆ କହଁର,ମାତ ଦିଗାଲ,ତୈନାଥ କହଁର,ଶ୍ରବଣ ଦିଗାଲ, ଶୁଶିଳ ଦିଗାଲ, ପୂର୍ବତନ ନାଏବ ସରପଞ୍ଚ ସଞ୍ଜିବ କହଁର, ଆଦର୍ଶ ଶିକ୍ଷକ ରାଜେନ୍ଦ୍ର କହଁର, ଭାରତୀୟ ଜନତା ପାର୍ଟି ନୂଆପଦର ମଣ୍ଡଳ ସାଧାରଣ ସମ୍ପାଦକ ସରତ କହଁର, ସୁନିଲ୍ କହଁର, ନିଳକଣ୍ଠ କହଁର, ଜିତୁ କହଁର, ବଂଶିଷ୍ଟ କହଁର,ବରୁଣ କହଁର, ସହଯୋଗୀ ନେହେରୁ ଯୁବ କେନ୍ଦ୍ର ର ସେଚ୍ଛାସେବୀ ଶୁଭଦ୍ରା କହଁର ,, ସମାଜ ସେବୀ ବୃନ୍ଦା କହଁର,ସରୋଜ କହଁର ଉପସ୍ଥିତ ଥିଲେ ଶେଷରେ ସର୍ଘସ ମୟ ଖେଳରେ ବିଜୟ ଲାଭ କରିଥିଲେ ଯାଦବ ଏପ୍ ସି ଶୁଣ୍ଢିଗାଁ ଟିମ୍ 3,0 ଗୋଲ୍ ରେ ବିଜୟ ଲାଭ କରିଥିଲେ ଶେଷରେ ଅତିଥିମାନଙ୍କ ଦ୍ଵାରା ବିଜେତା ଓ ଉପଵିଜେତା କ୍ଲବ ଟ୍ରଫି ପ୍ରଦାନ କରାଯାଇଥିଲା କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

ଡି.ଏନ୍.ଏସ୍ ମହାବୀର ଫୁଟବଲ୍ ଫାଇନାଲ, ଯାଦବ ଏପ୍ ସି ଟିମ୍ ଚାମ୍ପିଅନ ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଵୃକ୍ ଭୃଙ୍ଗିଯୋଡି ପଞ୍ଚାୟତ ଅନ୍ତର୍ଗତ ଲହାପେନୁ ଖେଳ ପଡିଆ ଡହିଙ୍ଗିଆ ଠାରେ 8 ଦିନ ଧରି ଚାଲିଥିବା ୧୬ ଗୋଟି ଟିମ୍ ଭାଗନେଇଥିଲେ ଏହି ଟୁର୍ଣ୍ଣାମେଣ୍ଟକୁ ଡି.ଏନ୍.ଏସ୍ ମହାବୀର ଯୁବକ ସଂଘ ତରଫରୁ ଆୟୋଜନ କରିଥିଲେ ଏହି ଫାଇନାଲ୍ ଖେଳ ପ୍ରଦର୍ଶନ କରିଥିଲେ ଯାଦବ ଏପ୍ ସି ଶୁଣ୍ଢିଗାଁ ସହ ବିଜେଡ଼ି ଏପ୍ ସି ବନାଙ୍ଗିଆ ମଧ୍ୟ ରେ ସଂଘର୍ଷମୟ […]

ଖେଳ ଦେଶ ବିଦେଶ

ଆଜିଠୁ ଶୀତକାଳୀନ ଅଲିମ୍ପିକ୍ସ

ବେଜିଂ: କୂଟନୈତିକ ବାଦବିବାଦ ଭିତରେ ଶୀତକାଳୀନ ଅଲିମ୍ପିକ୍ସର ୨୪ତମ ସଂସ୍କରଣ ଶୁକ୍ରବାରଠାରୁ ଚୀନ୍‌ର ରାଜଧାନୀ ବେଜିଂଠାରେ ଆରମ୍ଭ ହେବ। ଏଥିରେ ୯୧ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୧୫୮୧ ପୁରୁଷ ଏବଂ ୧୨୯୦ ମହିଳାଙ୍କ ସହ ମୋଟ ୨୮୭୧ କ୍ରୀଡ଼ାବିତ୍ ଖେଳିବେ। ୭ କ୍ରୀଡ଼ାର ୧୦୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ। ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥରର ଶୀତକାଳୀନ ଅଲିମ୍ପିକ୍ସରେ ଜମ୍ମୁ କାଶ୍ମୀରର ଆରିଫ ଖାନ୍‌ଙ୍କ ରୂପରେ କେବଳ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି, ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଆନନ୍ଦପୁର ୩।୨: ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ବାତିଲ ଦାବିରେ ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ଯୁକ୍ତ ୨ କଲେଜ ଛାତ୍ରଛାତ୍ରୀମାନେ ମିଳିତ ହୋଇ ରାସ୍ତାରୋକ କରିଛନ୍ତି । ଗତ ତିନୋଟି କ୍ବାଟର ପରୀକ୍ଷାରେ ମାର୍କକୁ ଭିତ୍ତି କରି ଆନୁଆଲ୍ ପରୀକ୍ଷାର ମାର୍କ ଦେବାକୁ ଦାବି ସହ ଅଫଲାଇନ୍ ଆନୁଆଲ୍ ପରୀକ୍ଷାକୁ ବାତିଲ ଜିଦ୍ ରେ ଆନନ୍ଦପୁର ସହରର କେନ୍ଦ୍ରସ୍ଥଳୀ ବ୍ରିଜ୍ ଛକଠାରେ ରାସ୍ତା ରାସ୍ତା ଉପରେ ବସି ରହିଥିଲେ ଛାତ୍ରଛାତ୍ରୀ । ଫଳରେ ଗୋଟିଏ ପଟେ ଯାଜପୁର, […]

ଦେଶ ବିଦେଶ ମନୋରଞ୍ଜନ

କମେଡିଆନ୍‌ ସୁନୀଲ୍‌ ଗ୍ରୋଭରଙ୍କର ହେଲା ହାର୍ଟ ସର୍ଜରୀ, ଟ୍ୱିଟ୍‌ କରି ସୂଚନା ଦେଲେ ଅଭିନେତ୍ରୀ ସିମି ଗରେୱାଲ

ମୁମ୍ବାଇ ୦୩।୦୨: ବହୁ ଲୋକପ୍ରିୟ କମେଡିଆନ ସୁନୀଲ ଗ୍ରୋଭର ତଥା ଗୁଥି ଏବେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଦ କପିଲ ଶର୍ମା ଶୋ’ରୁ ଗୁଥି ଏବଂ ଡକ୍ଟର ମସହୁର ଗୁଲାଟି ଚରିତ୍ରରେ ଅଭିନୟ କରି ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଥିବା ସୁନୀଲ ଗ୍ରୋଭର ହଠାତ୍‌ ଅସୁସ୍ଥ ହୋଇପଡିଛନ୍ତି। ମୁମ୍ବାଇର ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଛି। ଏନେଇ ପ୍ରସିଦ୍ଧ ଅଭିନେତ୍ରୀ ସିମି ଗରେୱାଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଅଭିନେତ୍ରୀ ସିମି ଏହି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଟିକା ‘ଜାଇକଭ-ଡି’ ର ଯୋଗାଣ ଆରମ୍ଭ

ନୂଆଦିଲ୍ଲୀ: ଜାଇଡସ୍‌ କାଡିଲା ଏହାର କରୋନା ଭାଇରସ୍‌ ଟିକା ‘ଜାଇକଭ-ଡି’ର ଯୋଗାଣ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଓ ଚାହିଦା ମୁତାବକ ଜାଇକଭ୍‌-ଡି ଟିକା ଯୋଗାଣ ଆରମ୍ଭ ହୋଇସାରିଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଏହାର ନିର୍ମାତା ଜାଇଡସ୍‌ କାଡିଲା ପକ୍ଷରୁ କୁହାଯାଇଛି। ଘରୋଇ ବଜାରରେ ମଧ୍ୟ ଜାଇକଭ୍‌-ଡି ଟିକା ଉପଲବ୍ଧ କରାଇବାପାଇଁ ଯୋଜନା ହେଉଛି ବୋଲି କମ୍ପାନି କହିଛି। ଜାଇକଭ୍‌-ଡି ହେଉଛି ଏକ ୩ ଡୋଜ୍‌ ବିଶିଷ୍ଟ କୋଭିଡ୍‌ ଟିକା। ପ୍ରତି […]