ସଂକ୍ରମଣ କମୁଛି, ତଥାପି ରେଡ୍ ଜୋନ୍ରେ ଖୋର୍ଦ୍ଧା
ଭୁବନେଶ୍ବର : ସାରା ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ଟିପିଆର୍ ଖସିକି ୩.୪୮%ରେ ପହଞ୍ଚିଛି। ସବୁଠୁ ବିପଦଜନକ ଥିବା ଖୋର୍ଦ୍ଧା ଜିଲ୍ଲାର ଟିପିଆର୍ କମିକି ୬.୫%ରେ ପହଞ୍ଚିଛି। କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ ଖୋର୍ଦ୍ଧା ଏକମାତ୍ର ଜିଲ୍ଲା ଭାବେ ଏବେ ରେଡ୍ ଜୋନ୍ରେ ଅଛି। ଏଠାରେ ଏବେ ୪୩୭୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ୟେଲୋ ଜୋନ୍ରେ ସୁନ୍ଦରଗଡ଼, କଟକ ଓ ଯାଜପୁର ଅଛନ୍ତି। ଏଠାରେ ଯଥାକ୍ରମେ ୧୫୬୦, ୧୩୮୮, ୧୦୭୩ଜଣ ସକ୍ରିୟ […]