ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର, ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ

ନୂଆଦିଲ୍ଲୀ: ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି। ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର। ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାର ସୋବତିଙ୍କର […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଲତା ଦିଦିଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେନି ବିଗ୍‌ ବି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ ୦୮।୦୨ : ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶ ମ୍ରିୟମାଣ ହୋଇ ପଡିଛି । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଅନେକ ସେଲିବ୍ରିଟି ସହ ବଡ ବଡ ରାଜନେତା ସହ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ବିଗ୍‌ ବି ତାଙ୍କ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସିବ କରୋନାର ଆଉ ୪ ଭାରିଆଣ୍ଟ୍ ! ଦେଖାଯିବ ଏହି ସବୁ ଲକ୍ଷଣ

ନୂଆଦିଲ୍ଲୀ ୦୮/୦୨: ସାରା ବିଶ୍ୱରେ କରୋନାର ଆକ୍ରାନ୍ତ ଜାରି ରହିଛି । ଆଲଫା, ଡେଲଟା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟ ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭବିଷ୍ୟତରେ ଆହୁରି ମଧ୍ୟ ଭାରିଆଣ୍ଟ ଆସିପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି । ଆହୁରି ୪ଟି ଭାରିଆଣ୍ଟ ଆସିପାରେ ବୋଲି ସେମାନେ ଅନୁମାନ କରୁଛନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୨ ବର୍ଷରେ ୫ଟି ଭାରିଆଣ୍ଟ ସାମ୍ନାକୁ ଆସିଛି । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା […]

ଖେଳ ଦେଶ ବିଦେଶ

ଖେଲୋ ଇଣ୍ଡିଆ, ଖିଲେ ଇଣ୍ଡିଆ ଯୋଜନା ବାଟବଣା: କୋଭିଡ୍‌‌ ବେଳେ ଖେଳ ଉପକରଣ ଖର୍ଚ୍ଚ ୭ କୋଟି!

ପୁରୀ:‌ କୋଭିଡ୍‌ ସଂକ୍ରମଣ ପାଇଁ କୌଣସି ବିଦ୍ୟାଳୟ ଖୋଲାନାହିଁ। ୩ ବର୍ଷ ହେଲା ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାରେ କଟକଣା ଲଗାଯାଇଛି। ତଥାପି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଖେଳ ଉପକରଣ କିଣା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନା ଖେଳ ଉପକରଣର ମାନ ଯାଞ୍ଚ ହେଉଛି ନା ଏହା କିଣା ହୋଇଛି କି ନାହିଁ କିମ୍ବା ତା’ର ପ୍ରତ୍ୟକ୍ଷ ସ୍ଥିତି ଯାଞ୍ଚ ହେଉଛି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ […]

ଖେଳ ଦେଶ ବିଦେଶ

ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା, ଖେଳିବେନି ରଣଜୀ ମୁକାବିଲା

ନୂଆଦିଲ୍ଲୀ ୦୮/୦୨: ଦାଦାଙ୍କ କଥା ମାନିଲେନି ପାଣ୍ଡ୍ୟା । ଫେବ୍ରୁଆରୀ ୧୦ ତାରିଖରୁ ଖେଳା ଯିବାକୁ ଥିବା ରଣଜୀ ଟ୍ରଫିରେ ଭଦୋଦରା ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ନାହିଁ । କେଦାର ଦେବଧରଙ୍କୁ ବରୋଦା ଟିମ୍‌ର ଅଧିନାୟକ ଦାୟିତ୍ୱ ମିଳିଛି । ବିଷ୍ଣୁ ସୋଲାଙ୍କିଙ୍କୁ ଉପଅଧିନାୟକ କରାଯାଇଛି । ହାର୍ଦ୍ଦିକ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାହାରେ ଅଛନ୍ତି । ସେ ଟି୨୦ ବିଶ୍ୱକପରେ ଶେଷ ଥର ପାଇଁ ଦଳରେ ଖେଳୁଥିଲେ । ପରେ ଫିଟନେସ୍ […]

ଖେଳ ଦେଶ ବିଦେଶ

ବୁଧବାର ଭାରତ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ ୦୮/୦୨: ବୁଧବାର ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ । ପ୍ରଥମ ଦିନିକିଆ ଜିତିଥିଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୧୦୦୦ ତମ ମୁକାବିଲାରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ: ପ୍ରତିଦିନ ସ୍କୁଲ ଯାଅ, ମନ ଦେଇ ପାଠ ପଢ଼

ଭୁବନେଶ୍ୱର: ଓଡ଼ିଶାରେ ଅନେକ ଦିନ ପରେ ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଛାତ୍ରଛାତ୍ରୀ ଭୟଭୀତ ନ ହୋଇ ପ୍ରତିଦିନ ମାସ୍କ ପିନ୍ଧି ଶିକ୍ଷାନୁଷ୍ଠାନ ଯିବା ସହ ମନ ଦେଇ ପାଠ ପଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଅନେକ ଦିନ ପରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ। ପ୍ରଥମ ଦିନରେ […]

ଦେଶ ବିଦେଶ ମନୋରଞ୍ଜନ

ଲତାଙ୍କ ଅସ୍ଥିକଳସ ଘରକୁ ଆଣିଲେ ପୁତୁରା ଆଦିନାଥ: ଶାହାରୁଖଙ୍କ ଦୁଆକୁ ନେଇ ବିବା‌ଦ

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ସେଲିବ୍ରିଟି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ରବିବାର ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଥିଲା। ଆଜି ତାଙ୍କ ପୁତୁରା (ସାନଭାଇ ହୃଦୟନାଥଙ୍କ ପୁଅ) ଆଦିନାଥ ଶବଦାହ ସ୍ଥାନରୁ ଅସ୍ଥିକଳସ ଆଣିଛନ୍ତି। ସହକାରୀ ମ୍ୟୁନିସିପାଲିଟି କମିଶନର କିରଣ ଦିଗଭକର କହିଛନ୍ତି, ଆମେ ଲତାଙ୍କ ଭାଇ ତଥା ସଙ୍ଗୀତକାର ହୃଦୟନାଥ ମଙ୍ଗେସକରଙ୍କ ପୁଅ ଆଦିନାଥଙ୍କୁ ଅସ୍ଥିକଳସ ହସ୍ତାନ୍ତର […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ମୃଣ୍ମୟ ଶିଳ୍ପୀସଂଘ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି, ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କ ବିଶାଳ ପ୍ରତିମୂର୍ତ୍ତି

କଟକ: ବରିଷ୍ଠ ଅଭି‌ନେତା ମିହିର ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ। ଶିଳ୍ପୀକୁମ୍ଭାରସାହିରେ ନିର୍ମାଣ ଚାଲିଛି ମିହିରଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି। ଆସନ୍ତା ୧୧ ତାରିଖରେ ମିହିରଙ୍କ ଜନ୍ମଦିନରେ ଶିଳ୍ପୀକୂଳ ସମେତ ସହରର ରାଜନେତା, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଓ ଚଳଚ୍ଚିତ୍ର ଅଭିନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ୧୨ତାରିଖ ପର୍ଯ୍ୟନ୍ତ ଶିଳ୍ପୀକୁମ୍ଭାରସାହି ଶ୍ରୀଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ଲୋକଙ୍କ ଦେଖିବା ପାଇଁ […]

ରାଜ୍ୟ ସ୍ୱାସ୍ଥ୍ୟ

ମାସକ ଭିତରେ ଆମେ ଭଲ ସ୍ଥିତିରେ ପହଞ୍ଚିବ, ଭିଡ଼ଠୁ ଦୂରେଇ ରହିବା-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୦୮।୦୨ : ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ ୯ ପ୍ରତିଶତକୁ ଖସି ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା । ହେଲେ କିଛି ଦିନ ପାଇଁ […]