ଭାଲେଣ୍ଟାଇନ୍ସ ଡେ’ରେ ମଡେଲ୍ଙ୍କର ନୂଆ ପ୍ଲାନ, ୭ ଲକ୍ଷରୁ ୪୫ ଲକ୍ଷ ପର୍ଯ୍ୟନ୍ତ ରହିଛି ଅଫର
ନୂଆଦିଲ୍ଲୀ ୦୯।୦୨: ଫେବୃୟାରୀ ମାସକୁ ପ୍ରେମର ମାସ ବୋଲି କୁହାଯାଏ । କାହିଁକି ନା ଏହା ମାସର ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇ ଯାଇଥାଏ । ଏଥିପାଇଁ ଅନେକ ପ୍ରେମୀଯୁଗଳ ଏହାକୁ ପାଳିଥାନ୍ତି । ଠିକ୍ ସେହିପରି ୨୭ ବର୍ଷିୟ ଜଣେ ମଡେଲ୍ ଏହି ଭାଲେଣ୍ଟାଇନ୍ସ ଡେ’ରେ ଯିବାକୁ ଏରୋଟିକା ସାଇଟରେ ତାଙ୍କ ଫ୍ୟାନ୍ସମାନଙ୍କୁ କହିଥିଲେ । ସେହି ମଡେଲ ସହିତ ଡେଟ୍ରେ ଯିବା ପାଇଁ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ଅଫର […]