ଶୁକଶାରୀ ମନ୍ଦିର ନିକଟରେ ଖନନ: ବାହାରିଲା ଆଉ ଏକ ମନ୍ଦିରର ଜଗମୋହନ
ପୁରୁଣା ଭୁବନେଶ୍ୱର: ଶୁକଶାରୀ ମନ୍ଦିର କଡ଼ରେ ଭାରତୀୟ ପୁରାତତ୍ତ୍ଵ ବିଭାଗ(ଏଏସ୍ଇ) ଦ୍ଵାରା ଚାଲିଥିବା ଖନନ ବେଳେ ପୁଣି ଏକ ପ୍ରାଚୀନ ମନ୍ଦିର ଅଂଶ ଦେଖିବାକୁ ମିଳିଛି। ଏହା ଏକ ପୁରାତନ ମନ୍ଦିରର ଜଗମୋହନ ଅଂଶ ବୋଲି ପ୍ରତ୍ନତତ୍ତ୍ବବିତ୍ କହିଛନ୍ତି। ଆଜି ଅପରାହ୍ନରେ ଏଏସ୍ଆଇ ପକ୍ଷରୁ ଖନନ ବେଳେ ଏହି ପୁରାତନ ମନ୍ଦିରର ୪ଟି ବଡ଼ ବଡ଼ ପଥର ଦେଖିବାକୁ ମଳିଛି। ଏଏସ୍ଆଇ କର୍ମଚାରୀ ଶୁକଶରୀ ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ […]