ଦୁଃଖ ବଖାଣିଲେ ଅଭିନେତ୍ରୀ ଚାହତ ଖାନ୍ନା, କହିଲେ- କାମ ନମିଳିବା ..ଏକା ପିଲାଙ୍କୁ ସମ୍ଭାଳିବା ବହୁ କଷ୍ଟକର
ନୂଆଦିଲ୍ଳୀ ୧୨।୦୨ : ଗ୍ଲାମର ଦୁନିଆ ଯେତିକି ସୁନ୍ଦର, ସେତିକି ସଂଘର୍ଷମୟ। ବିବାହ ପରେ ବି ଅଭିନେତା ହେଉ କି ଅଭିନେତ୍ରୀ ବେଳେ ଏପରି ସମୟ ଆସେ ପାଖରେ କାମର ଅଭାବ ଦେଖାଯାଏ । ଯେଉଁଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଥାଏ। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଚାହତ ଖାନ୍ନାଙ୍କ ସହ। ସେ ନିଜର ଚରିତ୍ର ତଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଯୋଗୁ ବେଶ ଲୋକପ୍ରିୟ ହୋଇଥିଲେ। ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହୈ’, ‘କବୁଲ ହୈ’ରେ […]