୪ ମାସ ପରେ କାମ କରୁନି ବୁଷ୍ଟର ଡୋଜ୍ ! ସିଡିସିର ରିପୋର୍ଟ ବଢାଇଲା ଚିନ୍ତା
ୱାଶିଂଟନ,୧୩/୦୨: ସଂକ୍ରମଣରୁ ସୁରକ୍ଷା ପାଇଁ ବିଭିନ୍ନ ରାଷ୍ଟ୍ର ଏବେ ବୁଷ୍ଟର୍ ଡୋଜ୍କୁ ଗୁରୁତ୍ୱ ଦେଉଥିବା ବେଳେ ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ (ସିଡିସି) ପକ୍ଷରୁ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଏହା ଦର୍ଶାଇଛି ଯେ ଲୋକଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବାର ୪ ମାସ ବେଳକୁ ଏହାର ପ୍ରଭାବ କମିବାକୁ ଲାଗୁଛି । ଫଳରେ ଏହି ଡୋଜ୍ ନେଉଥିବା ଲୋକମାନେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହୁନାହାନ୍ତି । ଆମେରିକାରେ ବହୁଳ ବ୍ୟବହାର […]