ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବ୍ରହ୍ମପୁର ଆଇଜର୍‌ର କୃତିତ୍ୱ: ଉଦ୍ଭାବନ କଲେ ନୂଆ କରୋନା ଟିକା ‘ଏଭିସ୍‌କୋଭାକ୍‌’

ବ୍ରହ୍ମପୁର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବ୍ରହ୍ମପୁର ଆଇଜର୍‌ ଓ ପଶ୍ଚିମବଙ୍ଗ ଆସାନ୍‌ସୋଲ୍‌ ସ୍ଥିତ କାଜି ନାର୍ଜୁଲ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତିଭାବେ ପ୍ରାୟ ୨ ବର୍ଷ ଗବେଷଣା କରି ଏକ ଟିକା ଉଦ୍ଭାବନ କରିବାରେ ସକ୍ଷମ ହୋଇଛନ୍ତି। ଏହାର ନାମ ‘ଏଭିସ୍‌କୋଭାକ୍‌’ ରଖାଯାଇଛି। ଆଗାମୀ ଦିନରେ କରୋନାର ସମସ୍ତ ନୂଆ ପ୍ରଜାତି (ଭ୍ୟାରିୟାଣ୍ଟ) ସହ ଲଢ଼ିବା ସହ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏହାକୁ ଉଦ୍ଭାବନ କରିଥିବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୩ ସେମିଷ୍ଟାର ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ, କଲେଜ ଗେଟ୍ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ

ଆନନ୍ଦପୁର ୧୪।୨: ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇ ୨୯ ତାରିଖରେ ସରିବ ଯୁକ୍ତ ୩ ଶେଷବର୍ଷ ପଞ୍ଚମ ସେମିଷ୍ଟାର ପରୀକ୍ଷା । ଅଫଲାଇନ୍ ମୋଡ୍ ରେ ହେବ ପରୀକ୍ଷା । ହେଲେ ଛାତ୍ରଛାତ୍ରୀ କ୍ଲାସ୍ କରିଛନ୍ତି ଅନଲାଇନରେ । ପୁଣି କୋର୍ସ ବି ସରିନାହିଁ । ଏହାପରେ ଆସନ୍ତା ଅପ୍ରେଲରୁ ପୁଣି ଷଷ୍ଠ ସେମିଷ୍ଟାର ପରୀକ୍ଷା । ଗୋଟିଏ ସେମିଷ୍ଟାର ପାଇଁ ଉଚ୍ଚଶିକ୍ଷା ବିଭାଗ ୬ ମାସ ସମୟ ସୀମା ରଖିଥିବା ବେଳେ ପିଲାଙ୍କୁ ଏଥର ମିଳିଛି […]

ଦେଶ ବିଦେଶ ମନୋରଞ୍ଜନ

ରାଜ୍‌ଙ୍କୁ ନେଇ ଭାବପ୍ରବଣ ପୋଷ୍ଟ ସେୟାର କଲେ ମନ୍ଦିରା ବେଦୀ, କହିଲେ- ତମେ ଥିଲେ ଆଜି ଆମର ୨୩ତମ ବିବାହ ବାର୍ଷିକୀ ହୋଇଥାନ୍ତା

ନୂଆଦିଲ୍ଲୀ ୧୪।୦୨: ଫେବୃଆରୀ ମାସକୁ ପ୍ରେମ ମାସ ମଧ୍ୟ କୁହାଯାଏ । ଏହି ମାସରେ ଅନେକ ଲୋକ ସେମାନଙ୍କର ନୂଆ ସମ୍ପର୍କ ମଧ୍ୟ ଆରମ୍ଭ କରନ୍ତି । ଖାସ କରି ପ୍ରେମୀ ଯୁଗଳମାନେ ଧ୍ୟ ଏହି ମାସରେ ୧୪ ଫେବୃଆରୀରେ ବିବାହ କରିବାକୁ ପସନ୍ଦ କରନ୍ତି। ସେହିଭଳି ମନ୍ଦିରା ବେଦୀ ଓ ରାଜ କୌଶଲ ମଧ୍ୟ ଫେବୃଆରୀ ୧୪ରେ ବିବାହ କରିଥିଲେ। କିନ୍ତୁ ରାଜ୍‌ ଆଜିକା ଦିନରେ ଦୁନିଆରେ ନାହାନ୍ତି । ଗତବର୍ଷ ରାଜ୍‌ ତଥା ମନ୍ଦିରାଙ୍କ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମହାକାଶ ବିଜ୍ଞାନୀ, ବୟସ ମାତ୍ର ୧୦… ବିଶ୍ୱ ଉପରେ ବହି ଲେଖି ଚର୍ଚ୍ଚାରେ…

ନୂଆଦିଲ୍ଲୀ ୧୪/୦୧: କୁନି ପିଲାଟିଏ। କିନ୍ତୁ ମହାକାଶ ଉପରେ ଗଭୀର ଜ୍ଞାନ। ଏତେ ଜାଣିଛି ଯେ, ବହି ଲେଖିଛି। ଆମେ ଜାଣିଛେ, ଜ୍ୟୋତିର୍ବିଜ୍ଞାନକୁ ବୁଝିବାକୁ ଗଭୀର ଚିନ୍ତା ଓ ଅନେକ ଗବେଷଣା ଦରକାର ପଡ଼େ। ହେଲେ ମାତ୍ର ୧୦ ବର୍ଷ ବୟସ ବାଳକ ଜ୍ୟୋତିର୍ବିଜ୍ଞାନ ଉପରେ ହାସଲ କରି ଏତେ ଜ୍ଞାନ । ଏକ ପୁସ୍ତକ ଲେଖି ସେ ସମଗ୍ର ବିଶ୍ୱକୁ କରିଛନ୍ତି ଚକିତ । ସେ ହେଉଛନ୍ତି କୋଲକାତାର ରେୟାନ ଦାସ। ତାଙ୍କ ବହିର ଟାଇଟେଲ୍‌ […]

ରାଜ୍ୟ ସ୍ୱାସ୍ଥ୍ୟ

ଗୋଟିଏକୁ ଜିଲ୍ଲା ଛାଡ଼ି ଆଉ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ୫ ପ୍ରତିଶତ ତଳେ ରହିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରାଜ୍ୟ ପାଇଁ ଖୁସି ଖବର। ଏବେ ହଜାର ତଳେ ସଂକ୍ରମଣ ରହିଛି। କେବଳ ଗୋଟିଏ ଜିଲାକୁ ଛାଡ଼ି ଆଉ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ୫ ପ୍ରତିଶତ ତଳେ ରହିଛି। ସର୍ଭିଲାନ୍ସ ଚାଲିଛି। ୬୦ ହଜାର ଉପରେ ଟେଷ୍ଟିଂ କରାଯାଉଛି। ଏପଟେ ଯେହେତୁ ସଂକ୍ରମଣ କମୁଛି, ସେପଟେ କୋଭିଡ ସାର୍ଟିଫିକେଟ ବାଧ୍ୟତାମୂଳକ ନା ନାହିଁ, ସେ ନେଇ […]

ଖେଳ ଦେଶ ବିଦେଶ

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଲା ମୁମ୍ବାଇ, ଟ୍ରୋଲ କଲା କୋଲକାତା, କହିଲା…

ନୂଆଦିଲ୍ଲୀ,୧୪/୦୨: ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ମହାନ ବ୍ୟାଟସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ କିଣିବା ପରେ ସୋସିଆଲ ମିଡିଆରେ ଦଳକୁ ଟ୍ରୋଲ କରାଯାଉଛି । ନେଟିଜେନ୍ସମାନେ ନାନା କଥା କହୁଛନ୍ତି । ଏହାମଧ୍ୟରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ମୁମ୍ବାଇକୁ ଟ୍ରୋଲ କରିଛି । ଗତ ସିଜିନରେ ଅର୍ଜୁନଙ୍କୁ ୨୦ ଲକ୍ଷରେ କିଣିଥିଲା ମୁମ୍ବାଇ । ଶେଷ ଦିନରେ ହିଁ ଅର୍ଜୁନଙ୍କୁ ନିଜ ଟିମରେ ସାମିଲ […]

ଖେଳ ଦେଶ ବିଦେଶ

IPL 2022, Mega Auction: ଏହି ଖେଳାଳିଙ୍କ ପାଇଁ ଆସିଲା ଖରାପ ସମୟ, ୯.୨୫ କୋଟିରୁ ସିଧା ପହଞ୍ଚିଲେ ୯୦ ଲକ୍ଷରେ

ନୂଆଦିଲ୍ଲୀ ୧୩।୦୨: ଆଇପିଏଲ ୨୦୨୨ର ମେଗା ନିଲାମର ରବିବାର ହେଉଛି ଦ୍ଵିତୀୟ ଦିନ। ବେଙ୍ଗାଲୁରୁରେ ଚାଲିଥିବା ନିଲାମରେ ଆଜି ଲିୟାମ ଲିଭିଙ୍ଗଷ୍ଟୋନ, ଓଡିଅନ ସ୍ମିଥ୍‌ଙ୍କ ପରି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଅପରପକ୍ଷେ କିଛି ଖେଳାଳିଙ୍କୁ ଆଶା ମୁତାବକ ଅର୍ଥ ମିଳିନାହିଁ। ଏଥିରେ ସାମିଲ୍ ଅଛନ୍ତି କର୍ଣ୍ଣାଟକର କୃଷ୍ଣପ୍ପା ଗୌତମ। କୃଷ୍ଣପ୍ପା ଗୌତମଙ୍କୁ ନୂତନ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୯୦ ଲକ୍ଷ ଟଙ୍କାରେ କିଣିଛି। ଗୌତମଙ୍କ ମୂଳ ଦର ହେଉଛି ୫୦ ଲକ୍ଷ ଟଙ୍କା। […]

ଦେଶ ବିଦେଶ ମନୋରଞ୍ଜନ

ରିୟାଲିଟି ଶୋ ‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ, ନିଆଁ ଲିଭାରେ ଅଗ୍ନିଶମ ବାହିନୀର ୪ ଗାଡି ନିୟୋଜିତ

ମୁମ୍ୱାଇ,୧୩/୦୨: ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳକୁ ୪ଟି ଦମକଳ ଗାଡି ପଠାଯାଇଛି । ତେବେ ‘ବିଗ ବସ’ ସେଟରେ କେଉଁଠି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଗ୍ନିକାଣ୍ଡରେ କୌଣସି ପ୍ରକାର ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି । ମଧ୍ୟାହ୍ଣ ଗୋଟାଏ ସମୟରେ ମୁମ୍ୱାଇର ଗୋରେଗାଓଁ ସ୍ଥିତ ରିୟାଲିଟି ଶୋ ‘ବିଗ ବସ’ରେ ଅଗ୍ନିକାଣ୍ଡ ଘଟିଥିବା […]

ଦେଶ ବିଦେଶ ମନୋରଞ୍ଜନ

ଦୀପିକାଙ୍କ ସହ କିସିଂ ସିନ୍‌କୁ ନେଇ ସିଦ୍ଧାନ୍ତଙ୍କ ଚାଚା କରିଥିଲେ ଫୋନ୍‌, କହିଲେ-ଏ ସବୁ କଣ ସତରେ ହେଉଛି…

ମୁମ୍ବାଇ ୧୩।୦୨ : ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ନିକଟରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦି, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ ଅନେକ ଜିନିଷ ସେୟାର କରିଥିଲେ । ଏଥି ସହିତ କପିଲ ମଧ୍ୟ ସମସ୍ତଙ୍କ ସହ ବହୁତ ଥଟ୍ଟା ମଜା କରୁଥିବା ଦେକିବାକୁ ମିଳିଥିଲା […]

ମନୋରଞ୍ଜନ ରାଜ୍ୟ

ଏହି ଓଡ଼ିଆ ସିନେମାରେ ଅତିଥି କଳାକାର ବନିଥିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ମୁକ୍ତିଲାଭ କରିଥିବା ବ୍ରଜରାଜ ମୁଭିଜର ‘ଏ ଯୁଗର କୃଷ୍ଣ ସୁଦାମା’ ଜରିଆରେ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶକ ଥିଲେ ହର ପଟ୍ଟନାୟକ। ଏହାପରେ ବର୍ଷା ଓଲିଉଡର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ଅଶୋକ ପତି। ଅଶୋକଙ୍କ ସହ ବର୍ଷା ଏଯାଏ ମାତ୍ର ଚାରିଟି ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ପ୍ରଥମଟି […]