ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖୋଲିଲା ପ୍ରାଥମିକ ସ୍କୁଲ, ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଆସିଲେ

ଭୁବନେଶ୍ବର : କରୋନା ସଂକ୍ରମଣ କମିଥିବାରୁ ସୋମବାରଠାରୁ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି। ସରକାରୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସି ନାହାନ୍ତି। କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଆସିବା ସହ ସ୍ବଚ୍ଛତା, ପରିମଳ ଓ ବିଶୋଧନର ତଦାରଖ କରିଛନ୍ତି। ୧୬ ତାରିଖରେ ଯେଉଁ ସବୁ ବ୍ଲକରେ ନିର୍ବାଚନ ରହିଛି ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ କମ୍‌ ରହିଥିଲା। ସେମାନେ ପୁଲିଂ ପାର୍ଟି ସହ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଉଥିବାରୁ କ୍ୟାମ୍ପସକୁ ଆସି ନ ଥିଲେ। […]

କଳା ଓ ସଂସ୍କୃତି ରାଜ୍ୟ

ନିଜ ନିୟମକୁ ମାନୁନି ସଂସ୍କୃତି ବିଭାଗ, ପଦବି ପୂରଣରେ ମନମାନି

ଭୁବନେଶ୍ବର : ନିଜ ନିୟମକୁ ନିଜେ ମାନିବାକୁ ପ୍ରସ୍ତୁତ ନୁହେଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଏକାଡେମିର ପଦପଦବିରେ ନିଯୁକ୍ତି ପାଇଁ କରାଯାଇଥିବା ନିୟମକୁ ମନଇଚ୍ଛା ଏବେ ମୋଡ଼ି ଦିଆଯାଉଛି। କୌଣସି ଯଥାର୍ଥ କାରଣ ନ ଥାଇ ମନଇଚ୍ଛା କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଉଛି ତ କାହାରିକୁ ସରକାର ସିଧାସଳଖ ନିଯୁକ୍ତି ଦେଉଛନ୍ତି। ପୁଣି ମାସ ମାସ ଗଡ଼ିଯାଉଥିଲେ ବି ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରୁ ନାହାନ୍ତି। ବାରମ୍ବାର ସଚିବ ବଦଳିକୁ ନେଇ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପରୀକ୍ଷା ନମ୍ବର ପ୍ରଦାନରେ ଅନିୟମିତତା: ସିବିଏସ୍‌ଇର ଜବାବୀ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ଭୁବନେଶ୍ବରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ଦ୍ବାରା ଦଶମ ଶ୍ରେଣୀ ପରୀକ୍ଷାରେ ନମ୍ବର ପ୍ରଦାନରେ ଅନିୟମିତତା ନେଇ ଆଜି ସିବିଏସ୍ଇ ଦ୍ବାରା ସୁପ୍ରିମ୍‌କୋର୍ଟରେ କାଉଣ୍ଟର ଆଫିଡେଭିଟ୍ ବା ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ସ୍କୁଲ ଦ୍ବାରା ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ନମ୍ବର ବଢାଇବା ପାଇଁ ଅର୍ଥ ଦାବି କରାଯାଉଥିବା ନେଇ ସ୍କୁଲର କିଛି ଛାତ୍ରଛାତ୍ରୀଙ୍କ ଦ୍ବରା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଇବା ପାଇଁ ସୁପ୍ରିମ୍‌କୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ସୁପ୍ରିମ୍‌କୋର୍ଟ […]

ରାଜ୍ୟ ସ୍ୱାସ୍ଥ୍ୟ

ହସ୍ପିଟାଲ ରେଟ୍‌ ଦେଖିଲେ, ଆମେ ଭଲ ସ୍ଥିତିରେ ରହିଛେ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୫।୦୨ : ହସ୍ପିଟାଲ ରେଟ ଦେଖିଲେ ଆମେ ଭଲ ସ୍ଥିତିରେ ରହିଛେ । ଡେଞ୍ଜର ଜୋନ୍‌ରୁ ଖୁବ୍‌ ଶୀଘ୍ର ରାଜ୍ୟ ବାହାରିଯିବା । ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାରୁ ଲାଗି ଆସୁଛନ୍ତି । ସେମାନଙ୍କର ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ ଦେଇଛନ୍ତି । ସେହି ଅଅନୁସାରେ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ […]

ଦେଶ ବିଦେଶ ମନୋରଞ୍ଜନ

ସଲମାନ ଗାଇଲେ ଲତାଙ୍କ ‘ଲଗ୍ ଯା ଗଲେ’ ଗୀତ

ଲତା ମଙ୍ଗେସକରଙ୍କ ଗୀତ ଗାଇ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବଲିଉଡ୍ ତାରକା ସଲମାନ ଖାନ। ଗତ ଶନିବାର ରାତିରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ ଲତା ଗାଇଥିବା ‘ଲଗ୍ ଯା ଗଲେ’ ଗୀତଟିକୁ ନିଜ କଣ୍ଠରେ ଗାଇ ଛାଡ଼ିଥିଲେ। ଭିଡିଓ ସହିତ ସଲମାନ ଲେଖିଥିଲେ: ‘ଆପଣଙ୍କ ଭଳି କେହି ନ ଥିଲେ କିମ୍ବା କେହି ହେବେ ନାହିଁ ଲତାଜୀ’। ଏହା ପ୍ରଶଂସକମାନଙ୍କୁ ଭାବପ୍ରବଣ କରିଦେବାକୁ ଯଥେଷ୍ଟ ଥିଲା। ଅନେକ ସଲମାନଙ୍କ ଗୀତ ଗାଇବା ଦକ୍ଷତାକୁ ମଧ୍ୟ ପ୍ରଶଂସା […]

ଖେଳ ଦେଶ ବିଦେଶ

କିଟ୍‍-କିସ୍‍ ରଗ୍‌ବିର ଅନ୍ତୁଡ଼ିଶାଳ: ରାହୁଲ ବୋଷ

ଭୁବନେଶ୍ୱର : କିଟ୍‍ ପରିସରରେ ରଗ୍‌ବି ଇଣ୍ଡିଆର ଦୁଇ ଦିନିଆ କର୍ମଶାଳା (ରଗ୍‌ବି ଇଣ୍ଡିଆ ସିମ୍ପୋଜିଅମ୍‍ ଫର ଏକ୍‍ସଲେନସ- ରାଇଜ୍‍) ରବିବାର ଆରମ୍ଭ ହୋଇଛି। ଏଥିରେ ରଗ୍‌ବି ଇଣ୍ଡିଆ ମହାସଂଘ ସଭାପତି ରାହୁଲ ବୋଷ ଯୋଗଦେଇ କହିଲେ, ଓଡ଼ିଶାର ଭୁବନେଶ୍ୱର ବିଶେଷ କରି କିଟ୍‍ ଓ କିସ୍‍ ହେଉଛି ଭାରତୀୟ ରଗ୍‌ବିର ଅନ୍ତୁଡ଼ିଶାଳ। କିଟ୍‍ ଓ କିସ୍‍ ରଗ୍‌ବିର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ ଓ ପ୍ରୋତ୍ସାହିତ କରିଆସୁଛି। ଏହି କର୍ମଶାଳାରେ ୨୭ଟି ରାଜ୍ୟସ୍ତରୀୟ ସଂଘର […]

ଦେଶ ବିଦେଶ ମନୋରଞ୍ଜନ

କ୍ୟାଟ୍ରିନାଙ୍କ ସହ ଏୟାରପୋର୍ଟରେ ନଜର ଆସିଲେ ଭିକି କୌଶଲ୍‌, ଭାଲେଣ୍ଟାଇନ୍‌ ଡେ’ ପାଇଁ କଲେ ସ୍ପେଶାଲ ପ୍ଲାନ୍‌

ନୂଆଦିଲ୍ଲୀ ୧୪।୦୨: ବଲିଉଡ୍‌ ନ୍ୟୁଲି ମ୍ୟାରେଡ୍‌ ତଥା ଚର୍ଚ୍ଚିତ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ । ବଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଦୁହେଁ ଅନ୍ୟତମ । ବିବାହ ପରଠାରୁ ଦୁହେଁ ପରସ୍ପରକୁ ସଠିକ୍ ଭାବରେ ସମୟ ଦେବାରେ ସକ୍ଷମ ନୁହଁନ୍ତି । ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ଭିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି ନେଇଛନ୍ତି । ଦୁହେଁ ଏହି ଦିନକୁ ସ୍ପେଶାଲ୍‌ କରିବାକୁ ଏକାଠି […]

ଖେଳ ଦେଶ ବିଦେଶ

ମିଷ୍ଟର ଆଇପିଏଲଙ୍କୁ ଏମିତି ବିଦାୟ ଦେଲା ଚେନ୍ନାଇ, ଧୋନୀଙ୍କ ବନ୍ଧୁ ରାଇନା ଏବେ ଅଲୋଡା…

ନୂଆଦିଲ୍ଲୀ ୧୪/୦୨: ବେଙ୍ଗାଲୁରୁରେ ଚାଲିଥିବା ଆଇପିଏଲର ମେଗା ନିଲାମ ଶେଷ ହୋଇଛି । ସମସ୍ତ ୧୦ ଟିମ୍ ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରିଛନ୍ତି । ଏହି ସିଜିନରେ ଇଶାନ କିଷାନ ଓ ସୁରେଶ ରାଇନା ସମସ୍ତଙ୍କୁ ଚକିତ କରିଛନ୍ତି । ରାଇନାଙ୍କୁ ମିଷ୍ଟର ଆଇପିଏଲ ମଧ୍ୟ କୁହାଯାଏ । ଇଶାନ ଚଳିତ ସିଜିନରେ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ କିଣିଛି । ସୁରେଶ ରାଇନାଙ୍କୁ […]

ଦେଶ ବିଦେଶ ମନୋରଞ୍ଜନ

ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଖୁଲାସା କଲେ ଅର୍ଜୁନ୍‌, କହିଲେ- ସବୁ ପରିସ୍ଥିତିରେ ଆମେ ପରସ୍ପର ସହ ଅଛୁ

ନୂଆଦିଲ୍ଲୀ ୧୪।୦୨: ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ଯୋଡି ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଦମ୍ପତି। ମଲାଇକା ଆରୋରା ଅର୍ଜୁନ କପୁର ତାଙ୍କଠାରୁ ବହୁତ ସାନ । ଏହା ସବୁ ସତ୍ତ୍ବେ ଦୁହେଁ ସମାଜର କଥାକୁ ଭୁଲି ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଦୁହିଁ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ପରେ ଖୋଲାଖୋଲି ଭାବରେ ସମସ୍ତଙ୍କ ସାମ୍ନାରେ ଆସିଥିଲେ । ଏକ ସାକ୍ଷାତକାରରେ ଅର୍ଜୁନ କପୁର ମଲାଇକାଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। […]

ଖେଳ ଦେଶ ବିଦେଶ

କିଏ ଟେନସନରେ, ଆଉ କିଏ ଖୁସି : ଆଇପିଏଲ ନିଲାମୀ ବେଳେ ଖେଳାଳିଙ୍କ ଫଟୋ ସେୟାର କଲେ ରୋହିତ

ନୂଆଦିଲ୍ଲୀ,୧୪/୦୨: ଆଉ କିଛି ଦିନ ପରେ ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି୨୦ ସିରିଜ୍ ଆରମ୍ଭ ହେବ । ଏହା ମଧ୍ୟରେ ଆଇପିଏଲ ନିଲାମୀ ସରିଛି । ବିଭିନ୍ନ ଦଳ ନୂଆ ନୂଆ ଖେଳାଳିଙ୍କୁ ଦଳରେ ନେଇଛନ୍ତି । ଏହାମଧ୍ୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ୟୁଜବେନ୍ଦ୍ର ଚହଲ, ଇଶାନ କିଷାନ, ଶାର୍ଦ୍ଦୁଳ ଠାକୁର, ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ […]