ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବ୍ରେନ୍‌ ଆନ୍ୟୁରିଜିମ୍‌ର ସଫଳ ଚିକିତ୍ସା

ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମର ବ୍ରେନ ବା ମସ୍ତିଷ୍କ। ଏହା ଆମ ଶରୀରର ସମସ୍ତ ଅଙ୍ଗକୁ ନିୟନ୍ତ୍ରଣ କରିଥାଏ। ତେବେ ବ୍ରେନ୍‌କୁ ନିଜ କାମ କରିବା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଧମନୀ ମାଧ୍ୟମରେ ମିଳିଥାଏ। ମାତ୍ର ଯେତେବେଳେ ବ୍ରେନ୍ ଭିତରେ ଥିବା ଧମନୀ ଦୁର୍ବଳ ହୋଇଯାଇଏ, ତା’ର ଗଠନ ବେଲୁନ୍ ବା ଜାମୁକୋଳି ପରି ଦେଖାଯାଏ। ଏହାକୁ ଡାକ୍ତରୀ ଭାଷାରେ କୁହାଯାଏ ବ୍ରେନ ଆନ୍ୟୁରିଜିମ୍। ଠିକ୍ ସମୟରେ ଏହାର ଚିକିତ୍ସା କରା […]

ଦେଶ ବିଦେଶ ମନୋରଞ୍ଜନ

ଦୀପ୍‌ ସିଦ୍ଧୁ ମୃତ୍ୟୁ ମାମଲା: ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ରିମା‌ଣ୍ଡ୍‌ରେ ନେବ ପୁଲିସ

ଚଣ୍ଡୀଗଡ଼: ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଟ୍ରକ୍‌ର ଚାଳକଙ୍କୁ ଆଜି ଅଦାଲତରେ ହାଜର କରାଯିବ। ତାଙ୍କୁ ରିମାଣ୍ଡ୍‌ରେ ନେବା ପାଇଁ ହରିୟାଣା ପୁଲିସ ଅଦାଲତଙ୍କୁ ନିବେଦନ କରିପାରନ୍ତି ବୋଲି କୁହାଯାଉଛି। ହରିୟାଣାର ନୁହ୍‌ନିବାସୀ କାସିମ୍‌ ନାମକ ଉକ୍ତ ଟ୍ରକ୍‌ର ଚାଳକଙ୍କୁ ଗତକାଲି ଗିରଫ କରାଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ କାସିମ୍‌ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଲାଲ୍‌କିଲ୍ଲା ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି […]

ଖେଳ ଦେଶ ବିଦେଶ

ଇଶାନ କିଷାନଙ୍କ ନାଁରେ ଅଲୋଡା ରେକର୍ଡ, ଆଇପିଏଲରେ ୧୫ କୋଟିରୁ ଅଧିକରେ ବିକ୍ରି ହୋଇ ବି…

ନୂଆଦିଲ୍ଲୀ ୧୭/୦୨: ଆଇପିଏଲ ୨୦୨୨ ପାଇଁ ନିକଟରେ ସରିଛି ନିଲାମି ପ୍ରକ୍ରିୟା । ଏଥିରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଥିଲେ ଇଶାନ କିଷାନ । କିନ୍ତୁ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ରେ ସେ ଏକ ଅଲୋଡା ରେକର୍ଡ ନିଜ ନାଁରେ କରିଛନ୍ତି । ବୁଧବାର ଖେଳାଯାଇଥିବା ମୁକାବିଲାରେ ଓପନିଂ ପାଇଁ ଆସିଥିଲେ ଇଶାନ କିଷାନ । ସେ ରୋହିତ ଶର୍ମାଙ୍କ ସହ ମିଶି ଓପନିଂରେ ୫୪ ରନ୍ ଯୋଡିଥିଲେ । କିନ୍ତୁ ନିଜର ଷ୍ଟ୍ରାଇକ୍ […]

କଳା ଓ ସଂସ୍କୃତି ରାଜ୍ୟ

ସଂଗୀତରେ ପ୍ରଫୁଲ୍ଲ କରଙ୍କୁ ଜନ୍ମଦିନର ଶୁଭେଚ୍ଛା: ଚନ୍ଦନ ଲେପି ଦେବି କି ଶ୍ରୀଅଙ୍ଗେ ମଣିମା…

ଭୁବନେଶ୍ବର : ଚନ୍ଦନ ଲେପି ଦେବି କି ଶ୍ରୀଅଙ୍ଗେ ମଣିମା… ଗୀତରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଏହି ଗୀତକୁ ସୋହିନୀ ମିଶ୍ର ପରିବେଷଣ କରିଥିଲେ। ଏହାପରେ ବହୁ ମନଛୁଆଁ ସୁପରହିଟ୍ ଗୀତ ଭେଟି ଦେଇଥିଲେ ଅନେକ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଅବସର ଥିଲା ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୩ତମ ଜୟନ୍ତୀ। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରଫୁଲ୍ଲ ପ୍ରେମୀ ଯୋଗଦେଇ ସଂଗୀତର ଭରପୂର ମଜା ନେଇଥିଲେ। ରଶ୍ମିତା ଦାସଙ୍କ ‘ଅଥଳ ସାଗରେ କୂଳ ପାରୁନି […]

ଖେଳ ଦେଶ ବିଦେଶ

ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ ୧୭/୦୨: ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା ପରେ ଭାରତୀୟ ପେସ୍‌ ବୋଲର ଈଶାନ୍ତ ଶର୍ମା ଶେଷରେ ରଣଜୀ ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି । ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌ ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରା ଯାଇଥିଲା । କିନ୍ତୁ ସେ ଫୋନ୍‌ ଉଠାଇନଥିଲେ । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଈଶାନ୍ତଙ୍କୁ ବାଦ ଦେଇ ଦଳ ଘୋଷଣା […]

ଦେଶ ବିଦେଶ ମନୋରଞ୍ଜନ

ଡିନର ଖାଇବାର ଅଧଘଣ୍ଟା ପରେ ବାପିଦାଙ୍କୁ ହୋଇଥିଲା ହୃଦଘାତ, ଜାଣନ୍ତୁ Obstructive Sleep Apnea କ’ଣ?

ମୁମ୍ବାଇ ୧୭।୨: ବଲିଉଡ ସଙ୍ଗିତକାର ବାପି ଲହରୀଙ୍କ ଅଚାନକ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଛି। ବଲିଉଡର ଲୋକପ୍ରିୟ ଗାୟକ ଥିଲେ ବାପିଦା। ଦୀର୍ଘବର୍ଷରୁ ଲୋକଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଥିଲେ। ତେବେ ଘଟଣାଦିନ ରାତିରେ କଣ ହୋଇଥିଲା ତାଙ୍କ ଜାମାତା ଗୋବିନ୍ଦ ବଂସଲ କହିଛନ୍ତି। ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ସେଦିନ ବାପିଦା ଡିନର କରିଥିଲେ। ଅଧଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ […]

ଦେଶ ବିଦେଶ ମନୋରଞ୍ଜନ

ମା’ ହେବାକୁ ଯାଉଛନ୍ତି ମୋହିନା କୁମାରୀ, ବେବି ବମ୍ପ ସହ ସେୟାର କଲେ ଫଟୋ

ମୁମ୍ବାଇ୧୭।୦୨: ଖୁସି ଖବର ଦେଲେ ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତ୍ରୀ ତଥା ଡ୍ୟାନ୍ସର ମୋହିନା କୁମାରୀ ସିଂ। ଖୁବ ଶୀଘ୍ର ତାଙ୍କ ରାଜ ପରିବାରକୁ ଆସିବ କୁନି ଅତିଥି। ମା’ ହେବାକୁ ଯାଉଛନ୍ତି ମୋହିନା। ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ସେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। […]

ଦେଶ ବିଦେଶ ମନୋରଞ୍ଜନ

ଜୁହୁ ନିକଟରେ ୨ଟି ଆପାର୍ଟମେଣ୍ଟ କିଣିଲେ କାଜୋଲ୍‌, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ମୁମ୍ବାଇ ୧୭।୦୨: ବଲିଉଡ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। କାଜୋଲ ଏବଂ ଅଜୟ ଦେବଗନଙ୍କର ପାଖ ବହୁ ସମ୍ପତ୍ତି ରହିଛି । ବର୍ତ୍ତମାନ ତାଙ୍କର ଆଲିଶାନ୍‌ ବଙ୍ଗଳାରେ ଜୁହୁର ଏହି ୨ଟିଫ୍ଲାଟଗୁଡିକ ମଧ୍ୟ ସାମିଲ୍‌ ହୋଇଗଲା । ଉଭୟ ଫ୍ଲାଟ୍‌ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ ମୂଲ୍ୟ ପ୍ରାୟ ୧୧ କୋଟି ୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ଜାନୁଆରୀରେ କାଜୋଲ ଏହି […]

ଦେଶ ବିଦେଶ ମନୋରଞ୍ଜନ

କେବେ ବିବାହ କରିବେ ଚୁଲ୍‌ବୁଲି ରଶ୍ମିକା ମନ୍ଦାନା, ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୧୭।୦୨: ସାଉଥର ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରିଥିବା ଅଭିନେତ୍ରୀ ରଶ୍ମିକା ଏବେ ଚର୍ଚ୍ଚାରେ। ବିଶେଷକରି ଫିଲ୍ମ ‘ପୁଷ୍ପା’ ହିଟ୍ ହେବା ପରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସୁନ୍ଦରତା, ଷ୍ଟାଇଲ୍‌ ଓ ଏକ୍ସପ୍ରେସନ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । କୁହାଯାଇଛି ଯେ ରଶ୍ମିକା ଖୁବ ଶୀଘ୍ର ତାଙ୍କର ପ୍ରଥମ ବଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ସହ ତାଙ୍କ ଲଭ ଲାଇଫ୍‌କୁ ନେଇ ମଧ୍ୟ ଆଲୋଚନାକୁ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ, : ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବୁଧବାର ଦିନ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ସୋଲ, ଜରି ଆଦିରେ ପ୍ରସ୍ତୁତ ଆୟୁଧ, ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇବର୍ଷ ପରେ ଭକ୍ତମାନେ ମନଭରି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବା ସହ କୋଟିପୂଣ୍ୟ ଲାଭ କରିଛନ୍ତି। ସେପଟେ ଆଜି ଅଗ୍ନି ଉତ୍ସବ ପୂର୍ଣ୍ଣିମା ପାଳିତ […]