ଦେଶ ବିଦେଶ ମନୋରଞ୍ଜନ

କାଠଗଡାରେ ‘ଗଙ୍ଗୁବାଈ କାଠିଆବାଡି’ । ଅଡୁଆରେ ଆଲିଆ ।

: ଅଡୁଆରେ ପଡିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’କୁ ନେଇ ତାଙ୍କୁ ବିବାଦର ସାମନା କରିବାକୁ ପଡିଛି । ତାଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ଲିଲା ବନସାଲିଙ୍କ ନାଁରେ ମଧ୍ୟ ମାମଲା ଦାଏର ହୋଇଛି । ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଦୁହିଁଙ୍କ ପାଇଁ ସମସ୍ୟା ବଢିଯାଇଛି । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ଖରାପ ଭାବେ ତଥା ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଛି । ଗଙ୍ଗୁବାଈଙ୍କୁ […]

ଧର୍ମ ରାଜ୍ୟ

ସାଲେପୁରରେ ହଠାତ ପହଞ୍ଚିଗଲେ ୮ଟି ଦେଶର ୧୫ରୁ ଉର୍ଦ୍ଧ୍ବ ବିଦେଶୀ, ବିରଳ ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ଦେଖି ହୋଇଗଲେ ଭାବବିହ୍ବଳ

ସାଲେପୁର ୧୮।୨: କଟକ ଜିଲ୍ଲା ସାଲେପୁର ଅଞ୍ଚଳକୁ ଅଚାନକ ଆସିଲେ ୮ଟି ଦେଶର ବିଦେଶୀ ଭକ୍ତ । ବିଦେଶୀଙ୍କ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ବିଦେଶୀ ମହିଳା ଓ ପୁରୁଷ ଥିଲେ । ତେବେ ଏତେ ସଂଖ୍ୟକ ବିଦେଶୀଙ୍କୁ ଏକାସଙ୍ଗେ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିଲା । ଏହି ବିଦେଶୀମାନେ ସାଲେପୁର ଅଞ୍ଚଳରେ ପହଞ୍ଚି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତେବେ ହଠାତ ଏତେ ସଂଖ୍ୟକ ବିଦେଶୀ କାହିଁକି ଏଠାକୁ ଆସିଥିଲେ ତାକୁ […]

ଦେଶ ବିଦେଶ ମନୋରଞ୍ଜନ

ମହାରାଷ୍ଟ୍ରୀୟ ରୀତିନୀତିରେ ବିବାହ କରିବେ ଫରହାନ୍‌-ଶିବାନୀ, ହନି ଇରାନୀ କଲେ କନଫର୍ମ

ମୁମ୍ବାଇ ୧୮।୦୨ : ବଲିଉଡରେ ବିବାହର ଋତୁ । ଜଣଙ୍କ ପରେ ଜଣେ ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ । ଏହି ତାଲିକାରେ ଆଉ ଜଣଙ୍କ ନାମ ରହିଛି । ଆଉ ଦିନଟା ପରେ ପଡିବାକୁ ଯାଉଛି ଏହି ଦୁଇଜଣଙ୍କର ହାତଗଣ୍ଠି । ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନେବେ ସାତ ଫେରା । ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ କରିବେ ବିବାହ । ଏହାପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୧୭ରେ ଶିବାନୀ […]

ଦେଶ ବିଦେଶ ମନୋରଞ୍ଜନ

ବୟଫ୍ରେଣ୍ଡ ସହ ଇଜିପ୍ଟରେ ଛୁଟି କାଟୁଛନ୍ତି ଅଭିନେତ୍ରୀ ହିନା ଖାନ୍‌, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ…

ମୁମ୍ବାଇ ୧୮।୦୨ : ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ଷ୍ଟାଇଲ୍‌ ସୁନ୍ଦରତା ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ବହୁ ଦିନର ବ୍ରେକ୍‌ ପରେ ଏବେ ପୁଣି ଥରେ ଛୁଟି କାଟିବାକୁ ବାହାରକୁ ଯାଇଛନ୍ତି । ତାହା ପୁଣି ପରିବାର ଲୋକଙ୍କ ସହ କି ସାଙ୍ଗ ସାଥିଙ୍କ ସହ ନୁହେଁ । ବରଂ ପ୍ରେମିକଙ୍କ ସହ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ […]

ଦେଶ ବିଦେଶ ମନୋରଞ୍ଜନ

‘ତୁମ ବିନା ମୁଁ ଅଧୁରା’, ‘କେମିତି ବଞ୍ଚିବି ଫେରିଆସ୍ ଜାନ୍’: ଏମିତି ଭାବପୂର୍ଣ୍ଣ ପୋଷ୍ଟ କଲେ ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ ୧୮/୦୨: ଦୁନିଆର ସବୁଠୁ ବଡ କଷ୍ଟ ଏକାକୀ ରହିବା । କାରଣ ସାଥୀ ବିନା ଏ ଜୀବନ ଅନ୍ଧକାର । ସାଥୀଟିଏ ନଥିରେ ଆଉ ଜଣଙ୍କର ବଞ୍ଚିବା କଷ୍ଟକର । ଏମିତି କିଛି ଘଟିଛି ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ କ୍ଷେତ୍ରରେ । ଦୀପ ସିଦ୍ଧୁଙ୍କ ଗର୍ଲଫ୍ରେଣ୍ଡ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଭାବ ପୂର୍ଣ୍ଣ ପୋଷ୍ଟ । ଯାହା ଆଖିରେ ଲୁହ ଆଣିଦେବା ଭଳି ସଦୃଶ ହୋଇଛି । ଇନଷ୍ଟାରେ ସେ ଲେଖିଛନ୍ତି […]

ଖେଳ ଦେଶ ବିଦେଶ

ସନରାଇଜର୍ସ ହାଇଦ୍ରାବାଦରେ ଫାଟ ! ସହକାରୀ କୋଚ୍ ପଦରୁ ଇସ୍ତଫା ଦେଲେ ସାଇମନ୍ କାଟିଚ୍

ନୂଆଦିଲ୍ଲୀ,୧୮/୦୨: ଆଇପିଏଲ ଆରମ୍ଭ ହେବାକୁ ମାତ୍ର ୫ ସପ୍ତାହ ବାକି ରହିଛି । ଏହାମଧ୍ୟରେ ସନ ରାଇଜର୍ସ ଟିମରେ ବିବାଦ ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ସହାୟକ କୋଚ୍ ପଦରୁ ସାଇମନ କାଟିଚ୍ ଇସ୍ତଫା ପ୍ରଦାନ କରିଛନ୍ତି । ନିକଟରେ ସେ ଦଳର ସହାୟକ କୋଚ୍ ଭାବେ ନିଯୁକ୍ତି ପାଇଥିଲେ । ତେବେ ନିଲାମୀରେ ଦଳ ପୂର୍ବ ଯୋଜନା ଅନୁଯାୟୀ କାର୍ଯ୍ୟ କରିନଥିବା ସେ ଅଭିଯୋଗ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏସଆରଏଚ […]

ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂର୍ବତନ ଭାରତୀୟ ମିଡ୍‌ଫିଲ୍‌ଡର ସେନଗୁପ୍ତାଙ୍କ ପରଲୋକ

କୋଲ୍‌କାତା : ପୂର୍ବତନ ଭାରତୀୟ ମିଡ୍‌ଫିଲ୍‌ଡର ଏବଂ ଇଷ୍ଟବେଙ୍ଗଲ କିଂବଦନ୍ତି ସୁରଜିତ୍‌ ସେନଗୁପ୍ତା ପରଲୋକ ଗମନ କରିଛନ୍ତି। କୋଭିଡ୍‌ ମହାମାରୀ ସହ ସଂଘର୍ଷ କରିବା ପରେ ଗୁରୁବାର ଏଠାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ଆସିବା ପରେ ଗତ ଜାନୁଆରି ୨୩ ତାରିଖରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ସପ୍ତାହ ପର୍ଯ୍ୟନ୍ତ ସେ ଭେଣ୍ଟିଲେଟର୍‌ରେ ରହିଥିଲେ। ହେଲେ ଗୁରୁବାର ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା। […]

ଖେଳ ଦେଶ ବିଦେଶ

ଆଇପିଏଲରେ ମିଳିଲା କୋଟିକୋଟି ଟଙ୍କା, କାଉଣ୍ଟିଂ କ୍ଲବ୍ ଛାଡିଦେଲେ ଅଷ୍ଟ୍ରେଲିଆ କ୍ରିକେଟର୍

ନୂଆଦିଲ୍ଲୀ, ୧୮|୦୨: ଆଇପିଏଲ ପାଇଁ ସରିଛି ନିଲାମି । ସମସ୍ତ ୧୦ ଟିମ୍ ନିଜ ନିଜ ପସନ୍ଦର ଖେଳାଳିଙ୍କୁ ନେଇଛନ୍ତି । ଏହା ମଧ୍ୟରେ ଅଷ୍ଟ୍ରେଲିଆ ଓ୍ୱିକେଟ୍ କିପର ତଥା ବ୍ୟାଟର ମାଥ୍ୟୁ ଓ୍ୱେଡ୍ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ତେବେ ଏହି ବିଡିଂ ପରେ ସେ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟକୁ ଅଲବିଦା କହିଛନ୍ତି । ମାଥ୍ୟୁ ଓ୍ୱେଡଙ୍କୁ ଆଇପିଏଲ ମେଗା ଅକ୍ସନରେ ଗୁଜୁରାଟ ଟାଇଟନ୍ସ ୨ କୋଟି ୪୦ ଲକ୍ଷରେ କ୍ରୟ କରିଥିଲା । […]

ଖେଳ ଦେଶ ବିଦେଶ

ଶୁକ୍ରବାର ଭାରତ-ଇଣ୍ଡିଜ ଦ୍ୱିତୀୟ ଟି୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ,୧୮/୦୨: ଶୁକ୍ରବାର ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି୨୦ ମ୍ୟାଚ୍ । ୩ଟିକିଆ ଟି ଟ୍ବେଣ୍ଟି ସିରିଜ୍‌ର ଦ୍ବିତୀୟ ମୁକାବିଲା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ପାଇଁ ଓ୍ୱେଷ୍ଟ ଇଣ୍ଡିଜ ପ୍ରୟାସ କରିବ । ତେବେ ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ରେ ଉଭୟ ଟିମ୍‌ର ପ୍ଲେଇଂ ଇଲେଭେନ୍‌କୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ଦ୍ବିତୀୟ ମ୍ୟାଚ୍‌ […]

ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ, ସୂର୍ଯ୍ୟ ଦେବଙ୍କ କୃପାରୁ ମିଳିବ ସଫଳତା

ନୂଆଦିଲ୍ଲୀ ୧୮।୦୨ : ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ଭଗବାନ ସୂର୍ଯ୍ୟଙ୍କର ଏବେ ବିଶେଷ ସ୍ଥାନରେ ଅଛନ୍ତି । ସୂର୍ଯ୍ୟ ଭଗବାନଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ଆତ୍ମା, ପିତା, ସମ୍ମାନ, ସଫଳତା, ପ୍ରଗତି ଏବଂ ଉଚ୍ଚ ସେବାର ଗ୍ରହ ବୋଲି ବିବେଚନା କରାଯାଏ । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ଭଗବାନ କୁମ୍ଭରେ ରହିବେ। କୁମ୍ଭରେ ରହି ସୂର୍ଯ୍ୟ ଭଗବାନ କିଛି ରାଶିର ଚିହ୍ନ ପାଇଁ ବିଶେଷ କୃପା କରିବେ । ଯେଉଁଥି […]