ଦେଶ ବିଦେଶ ମନୋରଞ୍ଜନ

ଠକାମୀର ଶିକାର ହେଲେ ଅଭିନେତ୍ରୀ ସନ୍ନି ଲିଓନ୍‌, ପ୍ୟାନ୍‌ କାର୍ଡ ବ୍ୟବହାର କରି ନେଇଗଲେ ଲୋନ୍‌

ମୁମ୍ବାଇ ୧୯।୦୨ : ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଅଭିନେତ୍ରୀ ଧନୀ ଆପ୍‌ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଅଜଣାତରେ କେହି ପ୍ୟାନ୍‌ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍‌ […]

କଳା ଓ ସଂସ୍କୃତି ରାଜ୍ୟ

ଐତିହ୍ୟକୁ ହତାଦାର: ବଣବୁଦାରେ ସୋମବଂଶ ସମୟର ଭୈରବ, ପୋତି ହୋଇ ରହିଛି ପୁରାତନ ସ୍ତମ୍ଭ, ବୀରଶିଳା

ପୁରୀ : ଅନାବନା ଜଙ୍ଗଲ ଘେରରେ ନିଖୋଜ ହୋଇଗଲାଣି ଭୌମଙ୍କ ସମୟର ଐତିହ୍ୟ ଗଣେଶ ମୂର୍ତ୍ତି। ଖୋଲାମେଲାରେ ପଡ଼ି ରହିଛି ଦଶମ ଶତାବ୍ଦୀର ଭୈରବ ମୂର୍ତ୍ତି। କଣାସ ବ୍ଲକ୍‌ ଗଡ଼ବେଗୁନିଆପଡ଼ାରେ ଦୁଇ ଐତିହ୍ୟ ଗବେଷକ ଉକ୍ତ ସ୍ଥାନରେ ପହଞ୍ଚି ମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଚିତ୍ର ସାମ୍ନାକୁ ଆସିଛି। ସମ୍ଭବତଃ ଓଡ଼ିଶାରେ ଏତେ ବଡ଼ ଐତିହ୍ୟ ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ ବୋଲି ଐତିହ୍ୟ ଗବେଷକମାନେ କହିଛନ୍ତି। କିନ୍ତୁ ଏହା ଉପରେ ଆଜି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏହି ସବୁ ଦେଶକୁ ଛୁଇଁନି କରୋନା, ବାହାରିନି ଗୋଟିଏ ବି କେସ୍

ନୂଆଦିଲ୍ଲୀ, ୧୯।୦୨ : ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । ମାରାତ୍ମକ କରୋନା ଭାଇରସ ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଜୀବନ ନେଇଛି । କୋଟି କୋଟି ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଭାଇରସର ମୁକାବିଲା କରିବାକୁ ଭାକସିନ୍ ନେଉଛନ୍ତି । କିନ୍ତୁ ଏପରି କିଛି ଦେଶ ଅଛି ଯେଉଁଠି ଗୋଟିଏ ହେଲେ କରୋନା ମାମଲା ସାମ୍ନାକୁ ଆସିନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ନୂଆ ତାଲିକା ପ୍ରକାଶ କରିଛି । ଏଥିରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ଗଛମୂଳେ ଚାଲିଛି ଶିକ୍ଷାଦାନ

କୁଳିଅଣା: କୁଳିଅଣା ବ୍ଲକ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି କୁଆବୁଡ଼ା ପଞ୍ଚାୟତ ହାଇସ୍କୁଲ। ଏବେ ସ୍କୁଲର ଶ୍ରେଣୀଗୃହର ମରାମତି କାର୍ଯ୍ୟ ଚାଲିଛି। ଯେଉଁଥି ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛ ମୂଳରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରୂପାନ୍ତରଣ କାର୍ଯ୍ୟ ସମୟରେ ଶ୍ରେଣୀ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଗତବର୍ଷ ନଭେମ୍ବର ମାସରେ ହାତୀମଡାସ୍ଥିତ ଏ.କେ ବିଦ୍ୟାପୀଠରେ ଅନୁଷ୍ଠିତ […]

ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବିଜୟ ଶତକ : ଅନ୍ତର୍ଜାତୀୟ ଟି୨୦ରେ ୧୦୦ତମ ମ୍ୟାଚ୍ ଜିତିଲା ଭାରତ

ନୂଆଦିଲ୍ଲୀ, ୧୯।୦୨ : ଭାରତ ଦ୍ୱିତୀୟ ଟି୨୦ରେ ଓ୍ୱେଷ୍ଟ୍ ଇଣ୍ଡିଜକୁ ପରାସ୍ତ କରିଛି । ରୋମାଞ୍ଚକର ମୁକାବିଲାରେ ଭାରତ ବାଜି ମାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ କାରବିୟାନ ଟିମ୍‌କୁ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୮୬ ରନ୍ କରିଥିଲା । ଜବାବରେ ଇଣ୍ଡିଜ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ଶତକ ମାରିଛି । ଏପରି କାରନାମା […]

ଖେଳ ଦେଶ ବିଦେଶ

ଲଗାତର ବିଫଳ ପରେ ଫର୍ମକୁ ଫେରିଲେ ବିରାଟ, କହିଲେ କେମିତି ଥିଲା ରଣନୀତି…

ନୂଆଦିଲ୍ଲୀ, ୧୯।୦୨ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ରେ ଦମଦାର ପାଳି ଖେଳିଥିଲେ । ସେ ଅର୍ଦ୍ଧଶତକ ମଧ୍ୟହାସଲ କରିଥିଲେ । ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରନ୍ ମେସିନ୍ ବ୍ୟାଟରେ ଜବାବ ଦେଇଥିଲେ । ଏହା ତାଙ୍କ କ୍ୟାରିଅରର ୩୦ତମ ଟି୨୦ ଅର୍ଦ୍ଧଶତକ ଥିଲା । ମୁକାବିଲାରେ ବିରାଟ ୪୧ ବଲରୁ ୫୨ ରନ୍ କରିଥିଲେ । ଏହି ପାଳିରେ ସେ ୭ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ‘ୟୁଜିସି ନେଟ୍‌’ ୨୦୨୧-୨୨ ଫଳାଫଳ

ନୂଆଦିଲ୍ଲୀ: ଆଜି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି। ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍‌ ୱେବ୍‌ସାଇଟ୍‌ସ୍‌’- ugcnet.nta.nic.in, nta.ac.in.ରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍‌ ସାଇକ୍ଲ୍‌ ପାଇଁ ସେମାନଙ୍କର ‘ଏନ୍‌ଟିଏ ଏନ୍‌ଇଟି’ ଫଳାଫଳ ଚେକ୍‌ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍‌ ନମ୍ବର’ ଓ ‘ପାସ୍‌ୱାର୍ଡ’ ଏଣ୍ଟର୍‌ କରିବାକୁ ପଡ଼ିବ। କୋଭିଡ୍‌-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ […]

ଦେଶ ବିଦେଶ ମନୋରଞ୍ଜନ

ଆଜି ପଡିବ ଫରହାନ୍-ଶିବାନୀଙ୍କ ହାତଗଣ୍ଠି, ଜାଣନ୍ତୁ କେଉଁ ରୀତିନୀତିରେ କରିବେ ବିବାହ

ନୂଆଦିଲ୍ଲୀ ୧୯।୦୨: ଫରହାନ ଅଖତର ଆଜି ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ କରିବେ। ସୂଚନା ଅନୁଯାୟୀ କୁହାଯାଉଛି କି ଦୁହେଁ ମରାଠି ରୀତିନୀତିରେ ବିବାହ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶେଷ ହୋଇନି କରୋନାର ପ୍ରକୋପ, ଚେତାଇଲା WHO: ପ୍ରତି ସପ୍ତାହରେ ପ୍ରାଣ ହରାଉଛନ୍ତି ୭୦ ହଜାର ଲୋକ

ନୂଆଦିଲ୍ଲୀ ୧୯/୦୨: ସାରା ଦେଶରେ କରୋନାର ତୃତୀୟ ଲହର କମିଛି ସତ ଏବେ ବି ଟଳିନି ବିପଦ । ଟିକିଏ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥି ସହିତ WHO ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି । WHO କହିଛି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତି ସପ୍ତାହରେ, କରୋନା ସଂକ୍ରମଣ ହେତୁ ସମଗ୍ର ବିଶ୍ୱରେ ପ୍ରାୟ ୭୦ ହଜାର ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏପରି ପରିସ୍ଥିତିରେ, ରିସ୍କ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ହିଜାବ ପିନ୍ଧିବା ଜିଦରେ ଅଡିବସିଲେ ଛାତ୍ରୀ, ୫୮ ଜଣଙ୍କୁ ନିଲମ୍ୱିତ କଲା ସ୍କୁଲ୍

ବେଙ୍ଗାଲୁରୁ ୧୯/୦୨: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ପୁଣି ଥରେ । ଏଥର କିନ୍ତୁ ବିଦ୍ୟାଳୟର ୫୮ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାନୁସାରେ, ଏହି ଘଟଣା କର୍ଣ୍ଣାଟକର ଶିବାମୋଗଗା ଜିଲ୍ଲାରେ ଘଟିଛି । ଏଠାରେ କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ୫୮ ଜଣ ଛାତ୍ରୀ ହିଜାବ୍ ପିନ୍ଧିବାକୁ ଦାବି କରି ଶ୍ରେଣୀଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଥାଉକି, କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ଛାତ୍ରମାନେ କ୍ଲାସରେ ହିଜାବ୍ ପିନ୍ଧିବାକୁ ଦାବି କରୁଥିଲେ । ଛାତ୍ରମାନେ କହିଥିଲେ […]