ଶୁକଶାରି ମନ୍ଦିର ନିକଟରେ ଖନନ: ଜଗମୋହନରୁ ଠାବ ହେଲା ପ୍ରାଚୀନ କଳାକୃତି
ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରେ ମାଟି ତଳେ ପୋତି ହୋଇ ରହିଥିବା ମନ୍ଦିରକୁ ଉଦ୍ଧାର ଲାଗି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଖନନ କାର୍ଯ୍ୟ ଚାଲିଛି। ପୂର୍ବରୁ ବାହାରିଥିବା ଜଗମୋହନ ପାଖରୁ ଆଜି ପ୍ରାଚୀନ କାଳର ଆଉ ଦୁଇଟି ଭାସ୍କର୍ଯ୍ୟକୁ ଠାବ କରାଯାଇଛି। ଗୋଟିଏ ପଥର ଖଣ୍ଡରେ ରାମଚନ୍ଦ୍ର, ହନୁମାନ ଓ ବାନର ସେନାଙ୍କ ଖୋଦିତ ମୂର୍ତ୍ତି ରହିଥିବା ବେଳେ ଅନ୍ୟଟିରେ ରାଜାଙ୍କ ସ୍ନାନ ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ଜଗମୋହନ […]