ମନୋରଞ୍ଜନ ରାଜ୍ୟ

ଏହି ଲୋକପ୍ରିୟ ନାୟକଙ୍କ ସହ ଦେଖା ଦେବେ ପ୍ରକୃତି

ଭୁବନେଶ୍ବର: ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସୁଥିବା ଓଲିଉଡର ଜଣାଶୁଣା ନାୟିକା ପ୍ରକୃତି ମିଶ୍ରଙ୍କୁ ଦର୍ଶକ ଚଳିତ ବର୍ଷ ଏକାଧିକ ସିନେମାରେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଏବେ ସେ ଏକ ଆଗାମୀ ଫିଲ୍ମ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଲା ଏହି ସିନେମାରେ ସେ ଓଡ଼ିଆ ସିନେମାର ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଦେଖା ଦେବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର […]

ଖେଳ ଦେଶ ବିଦେଶ

ଶିଖର ଧାଓ୍ୱନଙ୍କୁ ନକଲ କରୁଥିଲେ ପାକ୍ ସ୍ପିନର, ଦୁଇଥର ଲାଗିଲା ଫାଇନ୍ !

ନୂଆଦିଲ୍ଲୀ ୨୧।୦୨: ମାର୍ଚ୍ଚରେ ପାକିସ୍ତାନ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ସିରିଜ୍ ଖେଳିବ । ଏହି ସିରିଜ୍ ପାଇଁ ପାକିସ୍ତାନ ୧୬ ଜଣିଆ ଟିମ୍ ଘୋଷଣା କରିଛି । ଦଳରେ ଅଫ ସ୍ପିନର ସାଜିଦ ଖାନ ସ୍ଥାନ ପାଇଛନ୍ତି । ସେ ଟେଷ୍ଟ୍ କ୍ରିକେଟରେ ଗତବର୍ଷ ପଦାର୍ପଣ କରିଥିଲେ । ୨୮ ବର୍ଷୀୟ ସାଜିଦ ଖାନ୍ ଭାରତୀୟ ଓପନର ଶିଖର ଧାଓ୍ୱନଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ସେ ମ୍ୟାଚରେ ଯେତେବେଳେ ଓ୍ୱିକେଟ ନିଅନ୍ତି […]

ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହଙ୍କ ଅଭିଯୋଗର ଜବାବ ଦେଲେ ଦ୍ରାବିଡ, କହିଲେ…

ନୂଆଦିଲ୍ଲୀ ୨୧।୦୨: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏଥିରେ ଷ୍ଟାର୍ କ୍ରିକେଟର୍ ଋଦ୍ଧିମାନ ଶାହଙ୍କୁ ସୁଯୋଗ ମିଳିନଥିଲା । ଏହାପରେ ସେ କୋଚ୍ ରାହୁଲ ଦ୍ରାବିଡଙ୍କୁ ଟାର୍ଗେଟ୍ କରିଥିଲେ । ରାହୁଲ ତାଙ୍କୁ ଅବସର କଥା କହିଥିବା ସେ କହିଥିଲେ । ଶାହଙ୍କ ଏହି ବୟାନ ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ବୟାନ ସାମ୍ନାକୁ ଆସିଛି । ଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ଜିତିବା ପରେ କୋଲକାତାରେ ସାମ୍ବାଦିକ […]

ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ, ଅବସର ନେବାକୁ ପରାମର୍ଶ ଦେଲେ କୋଚ୍ ଏବଂ ଚୟନକର୍ତ୍ତା

ନୂଆଦିଲ୍ଲୀ ୨୦।୦୨: ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଜି ମଧ୍ୟ ଋଦ୍ଧିମାନ ଶାହା ଦୁନିଆର ସର୍ବଶ୍ରେଷ୍ଠ ଓ୍ଵିକେଟ୍ କିପରଙ୍କ ମଧ୍ୟରୁ ଜଣେ। ମାତ୍ର କ୍ରିକେଟ୍‌ ଖେଳରେ ଜଣେ ଓ୍ଵିକେଟ୍ କିପରଙ୍କ ଭୂମିକା କେବଳ ଷ୍ଟମ୍ପ ପଛରେ ଦମଦାର ପ୍ରଦର୍ଶନ କରିବାରେ ସୀମିତ ରହିନାହିଁ। ଫୁଟବଲ୍ ଖେଳରେ ଜଣେ ଗୋଲକିପରଙ୍କ କାମ କେବଳ ଗୋଲ୍ ବଞ୍ଚାଇବା ହୋଇଥାଏ। ମାତ୍ର କ୍ରିକେଟ୍ ଖେଳରେ ଏମିତି ହୁଏ ନାହିଁ। ଏହି ଖେଳରେ ଜଣେ ଓ୍ଵିକେଟ୍ କିପରଙ୍କ କାମ ରନ ବଞ୍ଚାଇବା, […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ଫିଲ୍ମରେ ନଜର ଆସିବେ ଅମିତାଭ୍‌-ପ୍ରଭାସ୍‌, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତା

ନୂଆଦିଲ୍ଲୀ ୨୦।୦୨ : ବଲିଉଡର ବିଗ୍‌-ବି ତଥା ଶେହନଶାହ ଅମିତାଭ ବଚ୍ଚନ ସବୁବେଳେ ଦର୍ଶକଙ୍କ ମନରେ ରାଜ୍‌ କରିଥାନ୍ତି । ବୟସ ଯେତେ ଯେତେ ବଢୁଛି, ତାଙ୍କର କାମ ପ୍ରତି ଆଗ୍ରହ ସେତିକି ସେତିକି ବଢୁଛି। ସେ ସମସ୍ତ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏବେ ଅମିତାଭଙ୍କ ଫ୍ୟାନ୍ସମାନ ପାଇଁ ଖୁସି ଖବର। ଅମିତାଭ ବଚ୍ଚନ ପୁଣି ପରଦାକୁ ଫେରୁଛନ୍ତି । ଖୁବଶୀଘ୍ର ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କ ସହିତ ନଜର ଆସିବେ। ଏନେଇ […]

ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି: ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୧୧କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୧୭ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୦୧୧କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭ ଜଣ ମୃତକ ଅଛନ୍ତି। ଅପରପକ୍ଷରେ ବାଲେଶ୍ବର ଜିଲ୍ଲାରୁ ୬ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ଏଣେ ଗଞ୍ଜାମ ଜିଲ୍ଲାରୁ ୨ଜଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୯ ହଜାରରୁ ଅଧିକ କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ ୨୦/୦୨: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା […]

ଦେଶ ବିଦେଶ ମନୋରଞ୍ଜନ

ଆଲିଆ ଓ ତାଙ୍କ ଫିଲ୍ମକୁ ନେଇ ଟାର୍ଗେଟ୍‌ କଲେ କଙ୍ଗନା ରଣାୱତ୍‌, କହିଲେ- ପାଉଁଶ ହେବାକୁ ଯାଉଛି ୨୦୦ କୋଟି

ନୂଆଦିଲ୍ଲୀ ୨୦।୦୨ : ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ୍‌ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁଠାରେ ଚର୍ଚ୍ଚାରେ ଥାନ୍ତି। ଏହାକୁ ନେଇ ବଲିଉଡକୁ ମଧ୍ୟ କରନ୍ତି ଟାର୍ଗେଟ। ବର୍ତ୍ତମାନ ଏଥିରୁ ବାଦ ପଡି ନାହାନ୍ତି ଚୁଲ୍‌ବୁଲି ଅଭିନେତ୍ରି ଆଲିଆ ଭଟ୍ଟ । ତାଙ୍କ ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିଙ୍କୁ ନେଇ କରିଛନ୍ତି ଟାର୍ଗେଟ । ହେଲେ ଏହାକୁ କଙ୍ଗନା ସିଧାସଳଖ ଆଲିଆଙ୍କ ନାମ ନେଇ ନାହାନ୍ତି । କିନ୍ତୁ ତାଙ୍କ ପୋଷ୍ଟ ପଢିବା ପରେ ସ୍ପଷ୍ଟ […]

ଦେଶ ବିଦେଶ ମନୋରଞ୍ଜନ

୧୯ବର୍ଷରେ ଟିଫିନ୍ ବାକ୍ସ, ବେଡ୍‌ସିଟ୍‌ ନେଇ ଛାଡିଥିଲେ ଘର, ଆଜି ସବୁଠୁ ବଡ ଖଣି କମ୍ପାନୀର ମାଲିକ

ନୂଆଦିଲ୍ଲୀ ୨୦/୦୨; ୧୯ବର୍ଷର ଯୁବକ। ପାଖରେ ତାର ସେମିତି କିଛି ନଥିଲା। କିନ୍ତୁ କିଛି ବଡ ଭାବି ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇ ମାୟାନଗରୀ। ପ୍ରତିଦିନ ଏଠାକୁ ଅନେକ ଲୋକ ଆସନ୍ତି। କିଛି ସ୍ବପ୍ନ ନେଇ। ମାୟାନଗରୀର ମାୟା ବି ନିଆରା। କେତେବେଳେ କିଏ ସଫଳତାର ଉଚ୍ଚ ସୋପାନରେ ପହଞ୍ଚିଯାଆନ୍ତି। ସେ କଥା କେହି କହିପାରନ୍ତି ନାହିଁ। ସେମିତି କିଛି ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ ଅନିଲ ଅଗ୍ରୱାଲ। କିନ୍ତୁ ସେତେବେଳେ କଣ ସେ ଜାଣିଥିଲେ, ଏମିତି […]

ଦେଶ ବିଦେଶ ମନୋରଞ୍ଜନ

ଅମ୍ବାନୀଙ୍କ ପରିବାରକୁ ଆସିବେ ନୂଆ ବୋହୂ, ଭାଇରାଲ୍‌ ହେଉଛି ଅନମୋଲ୍‌-କୃଷ୍ଣାଙ୍କ ମେହେନ୍ଦୀ ଫଟୋ

ନୂଆଦିଲ୍ଲୀ ୨୦।୦୨: ବର୍ତ୍ତମାନ ବଲିଉଡ୍‌ ହେଉ ବା ଟେଲି ଇଣ୍ଡଷ୍ଟ୍ରି ସବୁଠାରେ ଚାଲିଛି ବିବାହ ଋତୁ । ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ମଧ୍ୟ କ୍ରିଷ୍ଣା ଶାହାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃୟାରୀ ୨୦ ଅର୍ଥାତ୍‌ ଆଜି ବିବାହ ହେବ। ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇ ସାରିଛି […]