ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମହାମାରୀ ପାଇଁ ଗରିବ ପରିବାରର ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ, ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ ୨୨/୦୨: କରୋନା ମହାମାରୀ ପାଇଁ ଗରୀବ ଶ୍ରେଣୀର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି । ସାରା ମହାମାରୀ ପାଇଁ ଘରୁ ବାହାରିବା ମନା ଥିବାରୁ ସାରା ବିଶ୍ୱରେ ଜାରି ରହିଥିଲା ଅନଲାଇନ୍ ପାଠପଢା । ସରକାରୀ ବେସକାରୀ ସମସ୍ତ ସ୍କୁଲ ଶିକ୍ଷାଦାନ ଚାଲିଥିଲା ଅନଲାଇନରେ । ହେଲେ ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ଅନଲାଇନରେ ପାଠପଢା ସୁବିଧା ନାହିଁ । ଦେଶର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ […]

ଖେଳ ଦେଶ ବିଦେଶ

ଧୋନୀଙ୍କ ଷ୍ଟାର୍ ପ୍ଲେୟାର ଦେଲେ ବିସ୍ଫୋରକ ବୟାନ, ଆଇପିଏଲକୁ ନେଇ କହିଲେ…

ନୂଆଦିଲ୍ଲୀ, ୨୨।୦୨ : ଆଇପିଏଲ ମେଗା ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସର ଜଣେ ଖେଳାଳି ଖୁସି ନାହାଁନ୍ତି । ଏହି ଖେଳାଳିଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଇପିଏଲ ନିଲାମୀରେ ଅସନ୍ତୁଷ୍ଠ ଥିଲା ଏହି କ୍ରିକେଟର ଖେଳାଳିଙ୍କୁ ପଶୁ ବୋଲି କହିଛନ୍ତି । କେଉଁ ଖେଳାଳିଙ୍କୁ ଟିମ୍ କେତେ ଟଙ୍କାରେ କିଣିବା ବା ବିକ୍ରି କରିବ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଏହି ଷ୍ଟାର୍ କ୍ରିକେଟର୍ । ଭାରତୀୟ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରୁ ପାସ୍ କଲେ ଅନଲାଇନ କୋର୍ସ, ସେୟାର କଲେ ସାର୍ଟିଫିକେଟ୍

ନୂଆଦିଲ୍ଲୀ ୨୨/୦୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ କ୍ୟାରିୟରରେ ଯୋଡିହେଲା ଆଉ ଏକ ସଫଳତା । ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅନଲାଇନ୍ ପାଠ୍ୟକ୍ରମ ଶେଷ କରିଛନ୍ତି । ବ୍ୟବସାୟ ଆନାଲିଟିକ୍ସରେ ସେ ଅନଲାଇନ୍ ପାଠ୍ୟକ୍ରମ ଫେବୃଆରୀ ୨୦, ୨୦୨୨ରେ ଶେଷ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜର ସଫଳତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ମୃତି ଇରାନୀ ଟ୍ୱିଟ୍ କରି ଲେଖିଛନ୍ତି ପାଣ୍ଡେମିକ ପରିସ୍ଥିତିରେ କିଛି ନୂଆ ଶିଖିବା […]

ଖେଳ ଦେଶ ବିଦେଶ

କ୍ରିକେଟକୁ ବାଏ ବାଏ କଲେ ବନିତା, କହିଲେ- ‘ହୃଦୟ କହୁଛି ଖେଳିବାକୁ କିନ୍ତୁ ଶରୀର ରାଜି ନାହିଁ’…

ନୂଆଦିଲ୍ଲୀ, ୨୨।୦୨ : ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ବି. ଆର. ବନିତା ଅବସର ଘୋଷଣା କରିଛନ୍ତି । ୩୧ ବର୍ଷୀୟା ଏହି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଟ୍ୱିଟରରେ ଏନେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ସାଥି ଖେଳାଳି ଝଲନ ଗୋସ୍ୱାମୀ ଓ ମିତାଲି ରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଭୟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ । ଏହାବ୍ୟତୀତ ନିଜ ପରିବାର ସଦସ୍ୟ, ବନ୍ଧୁ, […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଗୋଟିଏ ଦିନ ପୂର୍ବରୁ ୧୬ ହଜାର ଲୋକ ସଂକ୍ରମିତ ହୋଇଥିଲେ । ଅର୍ଥାତ, କୁହାଯାଇପାରେ ଯେ କରୋନାର ତୃତୀୟ ଲହରୀ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ରୋଗୀ ଆରୋଗ୍ୟ ହୋଇଥିବାବେଳେ ୨୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଓମିକ୍ରନ୍ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଆଜିଠୁ କଟକଣାମୁକ୍ତ ଦର୍ଶନ

ପୁରୀ: ଦୁଇବର୍ଷର ବ୍ୟବଧାନ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା। ସୋମବାରଠୁ ଆଉ କୋଭିଡ୍‌ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ। କିଓସ୍କର ଆବଶ୍ୟକତା ମଧ୍ୟ ପଡ଼ିବ ନାହିଁ। କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖl ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ‌ସେଇ ଅନୁଯାୟୀ ଆସନ୍ତାକାଲିଠାରୁ ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ କୋଭିଡ ସଂକ୍ରମଣ ହାର ସମ୍ପୂର୍ଣ୍ଣ ବନ୍ଦ […]

ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଭୋଟ ଗଣତି କେନ୍ଦ୍ର ପାଇଁ କୋଭିଡ୍ ନିୟମ : ଦୁଇଟି ଟିକା ନେଇଥିଲେ ଓ ୪୮ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିଲେ ପ୍ରବେଶ ଅନୁମତି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେବ । ଏଥିପାଇଁ ରାଜ ନିର୍ବାଚନ କମିଶନ କୋଭିଡ୍ କଟକଣା ଜାରି କରିଛନ୍ତି । ଏନେଇ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ଲୋକମାନଙ୍କର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର କିମ୍ବା ଆଣ୍ଟିଜେନ ଟେଷ୍ଟ ହୋଇଥିବ । ପୂର୍ବରୁ ଦୁଇଟି ଟିକା ନେଇଥିଲେ ବି […]

ଦେଶ ବିଦେଶ ମନୋରଞ୍ଜନ

ନିର୍ବନ୍ଧ ପାଇଁ ଯାଇଥିଲେ କନ୍ୟା ନେଇ ଆସିଲେ, ଯୌତୁକରେ ନେଲେ ୧ ଟଙ୍କା ଓ ଗୋଟିଏ ନଡିଆ

ଜୟପୁର: ରାଜସ୍ଥାନର ଝୁଞ୍ଜୁନୁରେ ନିର୍ବନ୍ଧ କରିବାକୁ ଯାଇଥିବା ଦୁଇ ପରିବାର ମଧ୍ୟରେ ଏପରି ଘଟଣା ଘଟିଥିଲା ଯେ ଅବିଳମ୍ବେ ଦୁଇ ପରିବାର ଗୋଟିଏ ନଡିଆ ଓ ୧ ଟଙ୍କାରେ ବିବାହ ପାଇଁ ରାଜି ହୋଇଗଲେ। ନିର୍ବନ୍ଧ ପାଇଁ ଯାଇଥିବା ବର ଅଗ୍ନି ପ୍ରଦକ୍ଷଣ(ସାତ୍ ଫେରେ) କରି କନ୍ୟାଙ୍କ ସହିତ ଫେରିଥିଲେ। ବିବାହ ପାଇଁ କୌଣସି ନିମନ୍ତ୍ରଣ କାର୍ଡର ମଧ୍ୟ ଆବଶ୍ୟକତା ପଡି ନଥିଲା। ନିର୍ବନ୍ଧ ପରମ୍ପରା ବିବାହରେ ପରିଣତ ହୋଇଯାଇଥିବାରୁ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ଅରୁଣା ଇରାନୀଙ୍କୁ ସ୍ୱାମୀ ଦେଇଥିଲେ ଧୋକା, ବିବାହର ୩୨ ବର୍ଷ ପରେ ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ ୨୧।୦୨ : ହିନ୍ଦୀ ସିନେମାର ଜଣାଶୁଣା ଅଭିନେତ୍ରୀ ଅରୁଣା ଇରାନୀ । ୮୦ ଓ ୯୦ ଦଶକର ଅଭିନେତ୍ରୀ ଅରୁଣା ନିଜ ଅଭିନୟରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ । ୧୯୯୦ରେ ଅରୁଣା ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କୁ ବିବାହ କରିଥିଲେ। ବିବାହର ୩୨ ବର୍ଷ ପରେ ଅରୁଣା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ଯାହା ବିଷୟରେ ଆଜି ଯାଏଁ କାହାରିକୁ କୌଣସି ଧାରଣା ନଥିଲା । ଅରୁଣା […]

ଦେଶ ବିଦେଶ ମନୋରଞ୍ଜନ

କାହିଁକି କମୁଛି ‘ତାରକ୍‌ ମେହଟ୍ଟା କା ଉଲଟା ଚଷମା’ର ଟିଆରପି, ଖୁଲାସା କଲେ ରୀତା ରିପୋର୍ଟର

ମୁମ୍ବାଇ ୨୧।୦୨ : କମେଡି ଟିଭି ସିରିଏଲ୍ ‘ତାରକ ମେହେଟ୍ଟା କା ଓଲଟା ଚଷମା’ ସବୁଠାରୁ ଲୋକପ୍ରିୟ ଶୋ’। ଏହା ୨୦୦୮ରୁ ପ୍ରସାରିତ ହୋଇ ଆସୁଛି। ଏହି ଶୋ ଦର୍ଶକଙ୍କୁ ବର୍ଷ ବର୍ଷ ଧରି ମନୋରଞ୍ଜନ କରୁଥିଲା । ତଥାପି, ଏହା ଆଜି ବି ଟିଆରପିର ଦୌଡ ତାଲିକାରେ ରହିଛି। ଏହି ସିରିଏଲ ବିଷୟରେ ଏବେ ଏକ ରିପୋର୍ଟ ଆସିଛି। କୁହାଯାଉଛି କି ‘ତାରକ ମେହେଟ୍ଟା କା ଓଲଟା ଚଷମା’ର ନିର୍ମାତାମାନେ ଏହି ଶୋକୁ ଜବରଦସ୍ତ ଟାଣୁଛନ୍ତି […]