ଘରେ ରଖନ୍ତୁ ନାହିଁ ଏପରି ତୁଳସୀ ଗଛ, ହୋଇପାରେ ଏସବୁ ସମସ୍ୟା
ନୂଆଦିଲ୍ଲୀ ୨୪।୦୨: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହିଁ ପବିତ୍ର ବୋଲି ବିବେଚନା କରାଯାଏ । ପ୍ରାୟତଃ କୁହାଯାଏ କି ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ନିଜେ ଶାଳଗ୍ରାମ ରୁପରେ ରହିଥାନ୍ତି । ବିଶ୍ୱାସ କରାଯାଏ ଯେ ତୁଳସୀ ଉଦ୍ଭିଦ ଥିବା ଘରୁ ନକାରାତ୍ମକତା ଦୃଷ୍ଟି ମଧ୍ୟ ଦୂର ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ରହିଥାଏ । ଏହି ପବିତ୍ର ଗଛଟି ଏବଂ ପତ୍ର ପ୍ରତ୍ୟେକ ଘରେ ଏବଂ ପୂଜାରେ ବ୍ୟବହୃତ ହୁଏ। […]