ବିବାହ ବନ୍ଧନରେ ବାନ୍ଧି ହେଲେ ଚୁଲ୍ବୁଲି ରାଗିଣୀ, ବିକ୍ରମଙ୍କ ସହ ପଡିଲା ହାତ ଗଣ୍ଠି
ଭୁବନେଶ୍ୱର ୨୬।୦୨ : ହାତରୁ ଦି’ ହାତ ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର । ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗୋଆ ମେଫେୟାର ହାଇଡ୍ୱେ ସ୍ପା ରିସୋର୍ଟରେ ବିବାହ ସମ୍ପନ୍ନ ହୋଇଛି । ବିବାହ […]