ଖେଳ ଦେଶ ବିଦେଶ

ପ୍ରତିଶୋଧ ନେଲେ ଜାଡେଜା : ବ୍ୟାଟିଂ କରି ଗୋଟିଏ ଓଭରରେ ହାସଲ କଲେ ଏତେ ରନ…

ନୂଆଦିଲ୍ଲୀ ୨୬/୦୨: ଭାରତୀୟ ଦଳ ଘରୋଇ ଟି୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଛି । ଦଳ ଶ୍ରୀଲଙ୍କାକୁ ୭ ଓ୍ୱିକେଟରେ ପରାସ୍ତ କରି ସିରିଜ୍ ଜିତିଛି । ମ୍ୟାଚରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରିଥିଲେ । ମ୍ୟାଚରେ ପ୍ରଥମେ ବୋଲିଂ କରିଥିଲା ଭାରତ । ତେବେ ବୋଲିଂରେ ୪ ଓଭରରେ ୩୭ ରନ୍ ବ୍ୟୟ କରିଥିଲେ ଜାଡେଜା । ଟି୨୦ରେ ୩୭ ରନ୍ ଦେବା ବହୁତ ବଡ କଥା । ଏହାସହ ସେ ଶ୍ରୀଲଙ୍କା […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି: କଟକଣାରେ ପ୍ରବେଶ, ପୂଜାର୍ଚ୍ଚନା

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ବେଳେ କୋଭିଡ୍‌ କଟକଣା ପାଳନ କରାଯିବ। ଶନିବାର ପୂର୍ବାହ୍ନରେ କମିସନରେଟ୍ ପୁଲିସ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧ତାରିଖରେ ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନେ କୋଭିଡ୍‌ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ। ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ହାତ ସାନିଟାଇଜ୍‌ କରିବେ। ଭକ୍ତ ମାନେ ଧାଡ଼ି ବାନ୍ଧି ପ୍ରବେଶ କରିବ‌ା […]

ଦେଶ ବିଦେଶ ମନୋରଞ୍ଜନ

‘Lock Upp’ ଶୋ ନାଁରେ କନ୍ସେପ୍ଟ ଚୋରି ଅଭିଯୋଗ, ରିଲିଜ୍ ଉପରେ ରୋକ୍ ଲଗାଇଲେ କୋର୍ଟ

ମୁମ୍ବାଇ ୨୭।୦୨: ଓଟିଟି ଡେବ୍ୟୁ ପାଇଁ ବର୍ତ୍ତମାନ କଙ୍ଗନା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ସେ ଏକତା କପୁରଙ୍କ ଶୋ ‘ଲକ୍ ଅପ୍’ ମାଧ୍ୟମରେ OTT ରେ ଏକ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ଏହି ଶୋ’କୁ ନେଇ ବଡ ଖବର ଆସିଛି । ଶୋ’କୁ ନେଇ ଆଇନଗତ ସମସ୍ୟାରେ ଦେଖା ଦେଇଛି । କଙ୍ଗନା ରଣାୱତ୍‌ଙ୍କ ଶୋ’ ଲକ୍ଅପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦର କୋର୍ଟ ଏହା ଉପରେ ଉପରେ […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାଶିବରାତ୍ରି ପାଇଁ ଗାଇଡଲାଇନ୍

ଭୁବନେଶ୍ୱର : ମହାଶିବରାତ୍ରିକୁ ଆଉ ମାତ୍ର ତିନି ଦିନ ଥିବାରୁ ବିଭିନ୍ନ ମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେଉଁଠି ଭଜନ ସଂଧ୍ୟା ହେବ ତ କେଉଁଠି ମେଳା, ଯାତ୍ରା ହେବ ବୋଲି ନିଷ୍ପତ୍ତି ନିଆସରିଲାଣି। ମହା ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କିଛି କଟକଣା ଲାଗିବନି ବୋଲି ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଭିନ୍ନ ଶୈବ ପୀଠରେ ନିଷ୍ପତ୍ତି ନିଆ ସରିଛି। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ସାରିବା ପରେ […]

ଦେଶ ବିଦେଶ ମନୋରଞ୍ଜନ

ରାମ ଗୋପାଲ ବର୍ମା ଓ ଅଭିନେତା ପବନ କଲ୍ୟାଣଙ୍କୁ ଟାର୍ଗେଟ କଲେ ପୁନମ୍‌ କୌର, କହିଲେ- ଦୁଇ ଜଣ ପେଡ୍‌ ଏଜେଣ୍ଟ.. ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି

ମୁମ୍ବାଇ ୨୭।୦୨: ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପୁନମ କୌର ଅନ୍ୟତମ । ପୁନମ୍‌ ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଏବଂ ବଲିଉଡର ବିବାଦୀୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ ସିଧାସଳଖ ଭାବେ ଟାର୍ଗେଟ୍‌ କରିଛନ୍ତି। କହିଛନ୍ତି ଉଭୟ ମହିଳାମାନଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି।’ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁନମ୍‌ କୌର୍‌। କହିବାକୁ ଗଲେ ପବନ କଲ୍ୟାଣ ସାଉଥର କେତେ ସଫଳ ଆଉ ବଡ ଅଭିନେତା ତାହା ଆଉ […]

ଖେଳ ଦେଶ ବିଦେଶ

ଆହତ ଇଶାନ କିଷାନ ହସ୍ପିଟାଲରେ ଭର୍ତ୍ତି, ଖେଳିବେନି ତୃତୀୟ ଟି୨୦ !

ନୂଆଦିଲ୍ଲୀ ୨୬/୦୨: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ଓପନର ଇଶାନ କିଷାନ ବଡ ସ୍କୋର କରିବାରେ ଫେଲ୍ ମାରିଥିଲେ । ସେ କେବଳ ୧୬ ରନ୍ କରି ଆଉଟ ହୋଇଥିଲେ । ଲାହିରୁ କୁମାରାଙ୍କ ଏକ ବଲରେ ଇଶାନ କ୍ୟାଚ୍ ଆଉଟ ହୋଇଥିଲେ । ଏହି ଛୋଟ ପାଳିରେ ଇଶାନଙ୍କୁ ଏକ ବଡ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଯେତେବେଳେ ଲାହିରୁ କୁମାରା ବୋଲିଂ କରୁଥିଲେ, ଦ୍ରୁତ ଗତିରେ ଆସିଥିବା ଏକ ବାଉନସର ଇଶାନଙ୍କ ମୁଣ୍ଡରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସୋମବାରଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ, ଦଶମ-ଦ୍ୱାଦଶ ପରୀକ୍ଷା ନେଇ ସମୀକ୍ଷା ଚାଲିଛି

ଭୁବନେଶ୍ୱର ୨୭।୦୨ : କରୋନା କେସ୍‌ କମିଛି । ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, […]

କଳା ଓ ସଂସ୍କୃତି ରାଜ୍ୟ

ମହାଶିବରାତ୍ରୀରେ ଗର୍ଭଗୃହ ଦର୍ଶନ ମନା

ଭୁବନେଶ୍ବର: ମହାଶିବରାତ୍ରୀରେ ଗର୍ଭଗୃହକୁ ଦର୍ଶନ ମନା। କୌଣସି ଭକ୍ତ ଗର୍ଭଗୃହକୁ ଯାଇ ଦର୍ଶନ କରିପାରିବେ ନାହିଁ କିମ୍ବା ସାହାଣମେଲା ଦର୍ଶନ ମଧ୍ୟ ହେବ ନାହିଁ। ସିଂହଦ୍ବାରରୁ କେବଳ ଆଡ଼କାଠ ପର୍ଯ୍ୟନ୍ତ ଯିବାକୁ ଭକ୍ତଙ୍କୁ ଅନୁମତି ମିଳିବ। ଏହି ଦିନ ଆଡ଼କାଠ ନିକଟରେ ଭକ୍ତଙ୍କ ପାଇଁ ପୂଜା ଦେବା କିମ୍ବା ଭୋଗ କରିବା ଭଳି ସୁଯୋଗ ମିଳିବ ନାହିଁ। ମେଳା, ମେଲୋଡି ଭଳି ଗହଳି ହେଉଥିବା କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ମିଳିବ ନାହିଁ। ବିଏମ୍‌ସି ପକ୍ଷରୁ ଏକ ବିଜ୍ଞପ୍ତିରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶର ସ୍ଥିତି ଦେଖି ଭାବପ୍ରବଣ ହେଲେ ୟୁକ୍ରେନ ଫୁଟବଲର ରୁସଲାନ୍, ଯୁଦ୍ଧ ଟାଳିବାକୁ ହାତ ଯୋଡି କଲେ ଅନୁରୋଧ

ନୂଆଦିଲ୍ଳୀ ୨୬।୦୨ : ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଛି। ରୁଷ୍-ୟୁକ୍ରେନ୍ ମଧ୍ୟ ଚାଲିଥିବା ଆକ୍ରମଣକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ଏଭଳି ଏହି ପରିସ୍ଥିତିକୁ ଦେଖି ହଲିଉଡ୍‌ ବଲିଉଡ୍‌ ଜଗତରେ ସମସ୍ତେ ସୋସିଆଲ୍‌ ମିଡିଆରେ ଫଟୋ ସେୟାର କରି ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି । ହେଲେ ବର୍ତ୍ତମାନ କ୍ରୀଡ଼ା ଜଗତର ଲୋକପ୍ରିୟ ଖେଳାଳି ମଧ୍ୟ ଏହି ଯୁଦ୍ଧକୁ ଶେଷ କରିବାକୁ ଅପିଲ୍ କରୁଛନ୍ତି। ୟୁରୋପା ଲିଗରେ ଖେଳୁଥିବା ୟୁକ୍ରେନ୍ ଫୁଟବଲର୍ […]

ଦେଶ ବିଦେଶ ମନୋରଞ୍ଜନ

ୟୁକ୍ରେନ୍‌ର ବୋମା ଶେଲ୍ଟରରେ ଜୀବନ ବିତାଉଛନ୍ତି ନବଜାତ ଶିଶୁ, ଅଭିନେତ୍ରୀ ପ୍ରିୟଙ୍କା ସେୟାର କଲେ

ମୁମ୍ବାଇ ୨୬।୦୨ : ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ ସେନା । ପୂରା ଦେଶର ୩ ପଟୁ ଘେରି ରହିଛନ୍ତି ରୁଷ ସେନା।ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରି ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଏବେ ଚିନ୍ତାଜନକ । ଏହାକୁ ନେଇ […]