ମନୋରଞ୍ଜନ ରାଜ୍ୟ

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ୱର ୦୩।୦୩ : ପରଦାକୁ ଆସିବ ମନ ମୋର କାଗଜ ଗୁଡି । ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । ଗତ ଡିସେମ୍ବରରେ ସିନେମା ଅଡିଓ ରିଲିଜ୍‌ ହୋଇ ଲୋକପ୍ରିୟତା ସାଉଁଟି ଚାଲିଥିଲା ବେଳେ ଏବେ ରିଲିଜ୍‌କୁ ଅପେକ୍ଷା। ତେବେ ଫିଲ୍ମର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ […]

ଖେଳ ଦେଶ ବିଦେଶ

ମାତ୍ର ୩୮ ରନ୍ କଲେ ଏହି ବଡ ରେକର୍ଡ କରିବେ କୋହଲି, ସଚିନ-ଗାଭାସ୍କରଙ୍କ ସହ ହେବେ ସମାନ

ନୂଆଦିଲ୍ଲୀ ୦୩/୦୩: ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଶହେତମ ଟେଷ୍ଟ୍ ଖେଳିବେ ବିରାଟ କୋହଲି । ଦ୍ୱାଦଶ ଖେଳାଳି ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିବେ । ତେବେ ଏହି ମୁକାବିଲାରେ ବିରାଟଙ୍କ ପାଖରେ ୮୦୦୦ ରନ୍ କରିବାର ସୁଯୋଗ ରହିବ । ସେ ଏବେ ୮୦୦୦ ରନ୍‌ଠୁ ୩୮ ରନ୍ ଦୂରରେ ଅଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ଣଣ ଏହି ସଫଳତା […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଫ୍ୟୁଚର୍ ଗ୍ରୁପ୍‌ର ୩୦ ହଜାର କର୍ମଚାରୀ ଆଶ୍ୱସ୍ତ, ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ

ଭୁବନେଶ୍ୱର,୦୩/୦୩: ଫ୍ୟୁଚର ଗ୍ରୁପର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଫ୍ୟୁଚର ରିଟେଲ ପକ୍ଷରୁ ଷ୍ଟୋର ଲିଜ୍‌ ଦେୟ ପ୍ରଦାନ କରି ନ ଥିବା ଶତାଧିକ ଷ୍ଟୋରକୁ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଷ୍ଟୋରଗୁଡିକ ସହ ସାମିଲ ଥିବା ବ୍ୟବସାୟ ସହଯୋଗୀ, ଗୃହ କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନେ ଆଶ୍ୱସ୍ତ ହୋଇଛନ୍ତି । ଫ୍ୟୁଚର ରିଟେଲ […]

ଦେଶ ବିଦେଶ ମନୋରଞ୍ଜନ

ସ୍ୱାମୀଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ପୁନମ୍ ପାଣ୍ଡେ, କହିଲେ-ପିଟି ପିଟି ମୋର ବ୍ରେନ୍ ହାମରେଜ୍‌ କରିଦେଇଥିଲେ

ନୂଆଦିଲ୍ଳୀ ୦୩।୦୩ : କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ଦେଇଛନ୍ତି । ଏହି ଶୋ’ର ହୋଷ୍ଟ ହେଉଛନ୍ତି କଙ୍ଗନା ରଣାୱତ୍‌ । ଏକତା କପୁରଙ୍କ ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌ ତାଙ୍କ ବୋଲ୍ଡନେସ୍‌ ସହ ବୋଲ୍ଡ ଇମେଜ୍‌ ପାଇଁ ବେଶ ଜଣାଶୁଣା । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ହଂକଂରେ କୋଭିଡ୍‌ର ପଞ୍ଚମ ଲହର, ଲୋକଙ୍କୁ ଆତଯାତ କଲାଣି ଓମିକ୍ରନ

ନୂଆଦିଲ୍ଲୀ ୦୩/୦୩: ମାଡିଲାଣି କରୋନାର ପଞ୍ଚମ ଲହର । ହଂକଂରେ ଆତଙ୍କ ଖେଳାଇଛି ଓମିକ୍ରନ୍ । ମାମଲା ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୫୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଚିନ୍ତା ବଢିଯାଇଛି । ସାରା ବିଶ୍ୱରେ କରୋନାର ତୃତୀୟ ଲହର ଥମିବା ଆରମ୍ଭ କରିଛି । ହୁହୁ ହୋଇ ବଢିବା ପରେ ମାମଲା ଏବେ କମିଛି । କିନ୍ତୁ ହଂକଂରେ ଏବେ କରୋନାର ପଞ୍ଚମ ଲହର ଆତଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ ଏହି ଯୋଡି, ଆସନ୍ତା ବର୍ଷ ହୋଲିରେ ହେବ ରିଲିଜ୍‌

ନୂଆଦିଲ୍ଳୀ ୦୩।୦୩ : ବଲିଉଡ୍‌ର ଅନ୍ୟତମ ଚୁଲବୁଲି ଅଭିନେତ୍ରୀ ଭାବରେ ବେଶ୍‌ ଜଣାଶୁଣା ଶ୍ରଦ୍ଧା କପୁର । ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫୋଲର୍ସଙ୍କ ଲମ୍ବା ଧାଡି । ତାଙ୍କ ଭଳି ଆଉ ଜଣେ ଲୋକପ୍ରିୟ ହ୍ୟାଣ୍ଡସମ୍‌ ଅଭିନେତା ହେଉଛନ୍ତି ରଣବୀର କପୁର । ସେ ମଧ୍ୟ ବଲିଉଡ୍‌ର ଜଣେ ଆଗଧାଡ଼ିର କଳାକାର । ଆଜି ଯାଏଁ ଉଭୟଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ଖବର ଆସିଛି କି ଉଭୟଙ୍କୁ ଏକାଠି ଦେଖିବାକୁ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ ଚିହ୍ନଟ, ୩୩ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ […]

ଖେଳ ଦେଶ ବିଦେଶ

ଏଥର IPL ଖେଳିବେ ସୁରେଶ ରୈନା ! ଏହି ଟିମ୍‌ର ଜର୍ସିରେ ଆସିବେ ନଜର

ନୂଆଦିଲ୍ଲୀ ୦୨।୦୩ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ନଜର ଆସିପାରନ୍ତି ମିଷ୍ଟର ଆଇପିଏଲ୍‌ । ଭାରତୀୟ କ୍ରିକେଟ୍‌ର ଧୁଆଁଧାର ବ୍ୟାଟସମ୍ୟାନ୍‌ ସୁରେଶ ରୈନାଙ୍କୁ ଏଥର ଆଇପିଏଲ୍‌ରେ ମ୍ୟାଚ୍‌ ଖେଳୁଥିବାର ନଜର ଆସିପାରନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି ଏକ ଫଟୋ । ଯେଉଁଥିରେ ସେ ଏକ ନୂଆ ଦଳର ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ନିଜ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବା ସୁରେଶ ରୈନାଙ୍କ ପାଇଁ ଚଳିତ […]

ଖେଳ ଦେଶ ବିଦେଶ

ଆଇସିସି ଟେଷ୍ଟ ମାନ୍ୟତା: ଟପ୍-୩ରେ କାଗିସୋ ରାବଡା, ଜାଣନ୍ତୁ ଅଶ୍ଵିନ-ଜାଡେଜାଙ୍କ ରାଙ୍କିଙ୍ଗ୍

ନୂଆଦିଲ୍ଲୀ ୦୨।୦୩: ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମାପ୍ତ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା କାଗିସୋ ରାବଡାଙ୍କୁ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି। ରାବଡା ତିନୋଟି ସ୍ଥାନ ଉପରକୁ ଉଠି ଟପ୍ ୩ରେ ପ୍ରବେଶ କରିଛନ୍ତି। ଟେଷ୍ଟ ବୋଲିଂ ଏବଂ ଅଲରାଉଣ୍ଡର ମାନ୍ୟତାରେ ଅଶ୍ଵିନଙ୍କ ଜଲଓ୍ଵା ଜାରି ରହିଛି। ରାବଡା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୧୦ ଓ୍ଵିକେଟ୍ ନେଇଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଡେଲିଂ ଛାଡି ପ୍ରଥମ ଚେଷ୍ଟାରେ ପାଇଥିଲେ ଆଇଏଏସ, ମିସ ଇଣ୍ଡିଆର ହୋଇଥିଲେ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ମଡେଲିଂ ଦୁନିଆରେ ତାଙ୍କର ବେଶ ସୁନାମ ଥିଲା | ମିସ ଦିଲ୍ଲୀ ପରେ ଫେମିନା ମିସ ଇଣ୍ଡିଆର ଫାଇନାଲିଷ୍ଟରେ ବି ତାଙ୍କ ନାମ ଥିଲା | କିନ୍ତୁ ମଡେଲିଂ ଦୁନିଆକୁ ଛାଡି ନିଜ ଲକ୍ଷ୍ୟ ହାସଲ ପାଇଁ ସେ ଲାଗିପଡ଼ିଥିଲେ | ଆଉ ତାଙ୍କ କଠିନ ପରିଶ୍ରମ ଯୋଗୁଁ ପ୍ରଥମ ପ୍ରୟାସରେ ସେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିଲେ | ଆଜି ଆମେ ଆପଣଙ୍କୁ ରାଜସ୍ଥାନର ଚୁରୁ ନିବାସୀ ଐଶ୍ଵର୍ଯ୍ୟା ଶୋରାନଙ୍କ […]