ଖେଳ ଦେଶ ବିଦେଶ

ପୂରଣ ହେଲାନି ଜାଡ଼େଜାଙ୍କ ଦ୍ଵିଶତକ, ଦ୍ରାବିଡଙ୍କ ଉପରେ ବର୍ଷିଲେ ପ୍ରଶଂସକ, ମନେ ପକାଇଲେ ୨୦୦୪ ମସିହାର ଘଟଣା

ମୋହାଲି ୦୫।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୫୭୪ ରନରେ ପାଳି ସମାପ୍ତି ଘୋଷଣା କରିଛି। ଏଥିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୧୭୫ ରନର ଦମଦାର ଇନିଂସ ଖେଳିଛନ୍ତି। ଭାରତ ଯେବେ ପାଳି ସମାପ୍ତି ଘୋଷଣା କଲା, ସେହି ସମୟରେ ଜାଡେଜା ଅପରାଜିତ ଥିଲେ। ଏମିତିରେ ପ୍ରଶଂସକ ପ୍ରଶ୍ନ କରିଛନ୍ତି ଯେ, ଜାଡେଜାଙ୍କୁ କାହିଁକି ଦ୍ଵିଶତକ ପୂରଣ କରିବାକୁ ଦେଲେନି ରୋହିତ ଶର୍ମା। ଦ୍ଵିତୀୟ ଦିନରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋହଲିଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦେଲା ଟିମ୍‌ ଇଣ୍ଡିଆ, ୧୦୦ତମ ଟେଷ୍ଟରେ ନିଆରା ରେକର୍ଡ କଲେ ବିରାଟ:

ନୂଆଦିଲ୍ଲୀ ୦୫/୦୩: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମୋହାଲି ଟେଷ୍ଟ ଖାସ୍‌ ମ୍ୟାଚ୍‌ । କାରଣ କୋହଲିଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ମ୍ୟାଚ୍‌ । ଏହାକୁ ଖାସ୍‌ କରିବାକୁ ଟିମ୍‌ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ପ୍ରଥମ ଇନିଂସ ୫୭୪ ରନରେ ସମାପ୍ତ ହେବା ପରେ ଫିଲ୍ଡିଂ ପାଇଁ ଓଲ୍ହାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଇନିଂସ ବୋଲିଂ ପାଇଁ ପଡିଆ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଟିମ୍‌ […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୫୭୪/୮

ନୂଆଦିଲ୍ଲୀ,୦୫/୦୩ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୫୭୪ ରନରେ ପାଳି ଘୋଷଣା କରିଛି । ତେବେ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଦମଦାର ବ୍ୟାଟିଂ କରିଥିଲେ । ସେ ୧୭୫ ରନ୍ ସ୍କୋର କରିଥିଲେ । ଶୁକ୍ରବାର ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଏବଂ ରୋହିତ ଶର୍ମା ପ୍ରଥମ ଓ୍ଵିକେଟରେ ୫୨ ରନ ଯୋଡିଥିଲେ। […]

ଦେଶ ବିଦେଶ ମନୋରଞ୍ଜନ

କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଲେ ଅଭିନେତ୍ରୀ ଇଶା : କହିଲେ-ଏକା ଭେଟିବାକୁ ଚାହୁଁଥିଲେ ଅଭିନେତା, ଡିମାଣ୍ଡ ପୂରା ହେବାରୁ..

ମୁମ୍ବାଇ ୦୪।୦୩ : ବଲିଉଡରେ କାଷ୍ଟିଂ କାଉଚ୍‌ କୌଣସି ନୂଆ ଘଟଣା ନୁହେଁ । କାଷ୍ଟିଂ କାଉଚ୍‌ ଆଉ ବଲିଉଡ ବହୁ ପୂରୁଣା ସଂମ୍ପର୍କ । ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଅଭିନେତ୍ରୀ ଇଶା କୋପିକର୍‌। ଦୀର୍ଘ ଦିନ ପରେ ତାଙ୍କ ସହ ଘଟିଥିବା କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ବଖାଣିଛନ୍ତି । ବି-ଟାଉନର ଜଣେ ନାମୀଦାମୀ ଅଭିନେତା ତାଙ୍କୁ ଏକାକୀ ଭେଟିବାକୁ […]

ଖେଳ ଦେଶ ବିଦେଶ

ମୋହାଲି ଟେଷ୍ଟରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱୀନ ! ଦରକାର ଆଉ ମାତ୍ର ୫ ଓ୍ୱିକେଟ୍

ନୂଆଦିଲ୍ଲୀ, ୦୪/୦୩: ଭାରତୀୟ ଟିମ୍ ମୋହାଲିରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ । ଏହା ହେବ ବିରାଟ କୋହଲିଙ୍କ ପାଇଁ ଶହେତମ ଟେଷ୍ଟ । ସେହିପରି ବୋଲର ଆର ଅଶ୍ୱୀନ ମଧ୍ୟ ଏକ ବଡ ରେକର୍ଡ ପ୍ରତିଷ୍ଠା କରିପାରନ୍ତି । ପୂର୍ବତନ ଭାରତୀୟ ଖେଳାଳି କପିଲ ଦେବଙ୍କୁ ପଛରେ ପକାଇବାର ସୁଯୋଗ ଅଶ୍ୱୀନଙ୍କ ପାଖରେ ରହିଛି । କପିଲଙ୍କୁ ପଛରେ ପକାଇବା ପାଇଁ ଅଶ୍ୱୀନଙ୍କୁ ଆଉ ୫ଟି ଓ୍ୱିକେଟ୍ ଦରକାର । […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ : ଧଳା ଜର୍ସିରେ ବିରାଟ ଖେଳିବେ ୧୦୦ ତମ ମ୍ୟାଚ୍

ଚଣ୍ଡୀଗଡ଼,୦୪/୦୩: ଶୁକ୍ରବାର ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ସିରିଜର ପ୍ରଥମ ଟେଷ୍ଟ ଭାରତୀୟ ଦଳ ପାଇଁ ବହୁତ ଖାସ । କାରଣ ଏହି ମ୍ୟାଚ୍ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୧୦୦ ତମ ଟେଷ୍ଟ୍ ହେବ । ମ୍ୟାଚ୍ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଗୁରୁବାର ଥିଲା ଅଭ୍ୟାସ ଶିବିରର […]

ଦେଶ ବିଦେଶ ମନୋରଞ୍ଜନ

ସୁଟିଂ ସମୟରେ ଆହତ ହେଲେ ଅଭିନେତା ରଣଦୀପ ହୁଡ୍ଡା, କରାଇଲେ ଆଣ୍ଠୁର ସର୍ଜରୀ…

ମୁମ୍ବାଇ ୦୪।୦୩ : ନିଜର ଦମ୍‌ଦାର ଅଭିନୟ ଓ ଡାଏଲଗ ପାଇଁ ବେଶ୍‌ ଜଣାଶୁଣା ଅଭିନେତା ରଣଦୀପ ହୁଡ୍ଡା। ଯେତେବେଳେ ବି ସେ ପରଦାରେ ନଜର ଆସନ୍ତି ଫ୍ୟାନ୍‌ମାନେ ତାଳି ମାରିବାକୁ ବାଧ୍ୟ ହୋଇପଡନ୍ତି। ନିଜର ଭିନ୍ନ ଅଭିନୟ ଯାଦୁରେ ହଜାର ହଜାର ଫ୍ୟାନ୍ସମାନଙ୍କୁ ବାନ୍ଧି ରଖନ୍ତି ରଣଦୀପ। କିନ୍ତୁ ତାଙ୍କୁ ନେଇ ଆସିଛି ଏକ ବଡ ଖବର। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି। ରଣଦୀପ ଗତ କିଛି ମାସ […]

ରାଜ୍ୟ ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଦେଶରେ ୬,୩୯୬ କୋଭିଡ୍‌-୧୯ ଆକ୍ରାନ୍ତ; ୨୦୧ ଜଣ ମୃତ

ନୂଆଦିଲ୍ଲୀ: ବେଶ୍‌ କିଛି ଦିନ ଧରି ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ ପ୍ରାୟ ୭ ହଜାର ତଳକୁ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୩୯୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଖି ଫୁଲି ନାଲି ପଡିଯାଇଥିଲା, ଆସ୍ତ୍ରୋପଚାର ପରେ ବାହାରିଲା ଆଖିରୁ ପୋକ

ନୂଆଦିଲ୍ଲୀ ୦୪/୦୩; ଭାରତୀୟ ଡାକ୍ତରଙ୍କ ଏକ ବିରଳତମ ଏବଂ ଜବରଦସ୍ତ ସଫଳତା। ପୁଣିଥରେ ପ୍ରମାଣିତ ହୋଇଛି ଭାରତୀୟଙ୍କ ଜ୍ଞାନ ଓ ଦକ୍ଷତା। ଆମେରିକାର ଡାକ୍ତର ଫେଲ୍‌ ମାରିଥିଲେ। କିନ୍ତୁ ସଫଳତାର ସହ ସର୍ଜରୀ କଲେ ଭାରତୀୟ ଡାକ୍ତର। ଦିଲ୍ଲୀର ବସନ୍ତ କୁଞ୍ଜର ଫୋର୍ଟିସ୍ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର। ଆମେରିକୀୟ ମହିଳାଙ୍କ ଆଖି ଓ ଶରୀରରୁ ବାହାର କରିଛନ୍ତି ୩ଟି ଜୀବନ୍ତ ବଟଫ୍ଲାଏ। ଏକ ଭୟଙ୍କର କୀଟ। ମହିଳା ଜଣଙ୍କ ଦୁଇ ମାସ ପୂର୍ବରୁ […]

ଦେଶ ବିଦେଶ ମନୋରଞ୍ଜନ

ଜାହ୍ନବୀ କପୁରଙ୍କୁ ଅଭିନେତ୍ରୀ କରିବାକୁ ଚାହୁଁନଥିଲେ ଶ୍ରୀଦେବୀ, ଝିଅକୁ ନେଇ ଦେଖିଥିଲେ ଏମିତି କିଛି ସ୍ୱପ୍ନ

ମୁମ୍ୱାଇ ୦୪/୦୩: ଜାହ୍ନବୀ କପୁର । ବର୍ତ୍ତମାନ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ । ଆଜି ଯଦି ତାଙ୍କ ମାଆ ଏବଂ ବଲିଉଡର ଭେଟେରାନ ଅଭିନେତ୍ରୀ ଶ୍ରୀଦେବୀ ଜୀବିତ ଥାଆନ୍ତେ, ତେବେ ସେ ତାଙ୍କ ଝିଅର ସଫଳତା ପାଇଁ ଗର୍ବିତ ହୋଇଥାନ୍ତେ । ଯଦିଓ ଶ୍ରୀଦେବୀ ଚାହୁଁ ନଥିଲେ ଯେ ତାଙ୍କ ଝିଅ ଅଭିନେତ୍ରୀ ହୁଅନ୍ତୁ । କିନ୍ତୁ ତାଙ୍କ ଝିଅ ବିଷୟରେ ଦେଖିଥିଲେ ଭିନ୍ନ ଏକ ସ୍ୱପ୍ନ । ଖୁବ୍ ଶୀଘ୍ର ଜାହ୍ନବୀ ତାଙ୍କର ୨୫ […]