ସୁଶାନ୍ତ ସିଂ ରାଜପୁତ୍ଙ୍କୁ ମିଳିଲା ଆମେରିକାର ଗିଫ୍ଟ, ଅଭିନେତାଙ୍କ ଜନ୍ମଦିନରେ ସେଲିବ୍ରେଟ୍ କରାଯିବ ‘ସୁଶାନ୍ତ ମୁନ୍ ଡେ’
ମୁମ୍ବାଇ ୧୧।୦୩ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ରେ ‘ସୁଶାନ୍ତ ମୁନ୍ ଡେ’ ରୂପେ ସେଲିବ୍ରିଟ କରାଯିବ। ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ମନେ ପକାଇ ଏପରି ପଦକ୍ଷେପ ନିଆଯାଇଛି । ଅଭିନୟ ସହ ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ଏପରିକି […]