ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଞ୍ଚନାଟକ ‘ଆହେ ନୀଳଶଇଳ’ର ଶୀର୍ଷକ ଗୀତ ଗାଇଲେ ବଲିଉଡ୍ ଗାୟକ ଋତୁରାଜ୍

ଭୁବନେଶ୍ବର : କୋଭିଡ୍ କଟକଣା ଯୋଗୁ ମଞ୍ଚ ନାଟକ, ଯାତ୍ରା ଓ ମେଲୋଡି ଆଦି ମନୋରଂଜନ କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବେଳେ ଏହି ଧାରାକୁ ପୁଣି ଥରେ ସକ୍ରିୟ କରିବା ଲାଗି ‘ଚକଲେଟ୍ ପ୍ରଡକ୍ସସନ୍ସ’ ନେଇଛି ସାହସିକ ପଦକ୍ଷେପ। ଓଡ଼ିଶା ଇତିହାସର ବହୁଚର୍ଚ୍ଚିତ ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ କରୁଛି ମେଗା ମଞ୍ଚ ନାଟକ ‘ଆହେ ନୀଳଶଇଳ’। ଓଡ଼ିଆ ସିନେମା, ଟେଲିଭିଜନ୍ ଓ ମଞ୍ଚର ବହୁ ପରିଚିତ କଳାକାର ଅଭିନୟ କରୁଥିବା ଏହି […]

ଦେଶ ବିଦେଶ ମନୋରଞ୍ଜନ

ଆପଣ ଜାଣନ୍ତି କି ବିଦ୍ୟା ପିନ୍ଧିଥିବା ଏହି କଳା ରଂଗ ଶାଢ଼ୀର ଦାମ କେତେ?

ମୁମ୍ବାଇ: ନିଜର ଅପ୍‌କମିଂ ଚଳଚ୍ଚିତ୍ର ‘ଜଲ୍‌ସା’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ସିନେ ଅଭିନେତ୍ରୀ ବିଦ୍ୟା ବାଲନ। ସେ ଏବେ ନିଜ ଚଳଚ୍ଚିତ୍ରର ପ୍ରମୋସନ୍‌ରେ ଖୁବ୍ ବ୍ୟସ୍ତ ଅଛନ୍ତି। ନିକଟରେ ବିଦ୍ୟା ଏବ କଳା ରଂଗର ଶାଢ଼ୀରେ ନଜର ଆସିଛନ୍ତି। ଏବେ ସେ ତାଙ୍କର ସେହି ଶାଢ଼ୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଦ୍ୟାଙ୍କର ଏହି ଶାଢ଼ୀର ଦାମ ୧୭ ହଜାର ଟଙ୍କା। ବିଦ୍ୟା ପିନ୍ଧିଥିବା ଏହି ଚନ୍ଦେରୀ ଶାଢ଼ୀଙ୍କୁ ଅନେକ ପ୍ରଶଂସକ ପସନ୍ଦ କରିଛନ୍ତି। ଶାଢ଼ୀ […]

ଦେଶ ବିଦେଶ ମନୋରଞ୍ଜନ

ଭାଗ୍ୟଶ୍ରୀଙ୍କ ପରି ଫିଟ୍‌ ରହିବାକୁ ଚାହାନ୍ତି କି? ଖାଆନ୍ତୁ ତାଜା‌ ଭେଣ୍ଡି

ସବୁଜ ପରିବା ଦେହ ପାଇଁ କେତେ ଜରୁରୀ ତାହା ପ୍ରାୟ ସମସ୍ତେ ଜାଣନ୍ତି। ସବୁଜ ପରିବା ଯେତେ ଅଧିକ ଖାଇବା ସେତେ ଅଧିକ ସୁସ୍ଥ ରହିବ‌ା। ସବୁ ପରିବାର ଭିନ୍ନ ଭିନ୍ନ ଗୁଣ ରହିଛି। ସେହିପରି ଏକ ପରିବା ହେଉଛି ଭେଣ୍ଡି। ଯାହାକୁ ଖାଇବା ଦ୍ବାରା ବହୁ ଉପକାର ମିଳିଥାଏ। ଭେଣ୍ଡିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ରକ୍ତରେ ସର୍କରା ପରିମାଣକୁ ନିୟନ୍ତ୍ରଣ କରେ। ଏହା ମଦୁମେହ ରୋଗୀଙ୍କ ପାଇଁ ଖୁବ୍ ଭଲ। ଭେଣ୍ଡୀ ଖାଇବା ମଧୁମେହ ରୋଗୀଙ୍କ ପାଇଁ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିରରେ ଫଗୁ ଦଶମୀ : ଆଜି ମହାପ୍ରଭୁଙ୍କ ଚାଚେରୀ ବେଶ ନୀତି, ୧୮ରେ ସୁନାବେଶ

ପୁରୀ ୧୩।୦୩ : ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁର ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ହେବ । ଚାଚେରୀ ବେଶରେ ଶ୍ରୀବିଗ୍ରହ ବୋଇରାଣୀ(ବସ୍ତ୍ର) ମାଧାବଳୀ ଇତ୍ୟାଦି ନୂଆ ଲୁଗାମାନ ଲାଗି ହେବେ । ଖବର ଅନୁଯାୟୀ, ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା କେବେ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର : କେବେ ହେବ ଯୁକ୍ତ୨ ପରୀକ୍ଷା? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା ନେଇ ଘୋଷଣା ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଛି। ରାଜ୍ୟରେ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଅଫଲାଇନ କିମ୍ବା ଅନଲାଇନ ମୋଡରେ ପରୀକ୍ଷା କରିବା ନେଇ ବିଭିନ୍ନ ଅଂଶୀଦାରଙ୍କସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଛି ସିଏଚଏସଇ। […]

ଖେଳ ଦେଶ ବିଦେଶ

ଖୁବ୍ ଶୀଘ୍ର ଭାରତ-ପାକିସ୍ତାନ ସିରିଜ୍ ! ପ୍ରସ୍ତୁତ ହୋଇଛି ଏହି ଯୋଜନା

ନୂଆଦିଲ୍ଲୀ ୧୨/୦୩: ଭାରତ ଓ ପାକିସ୍ତାନ ମଧ୍ୟରେ ଅତିଶୀଘ୍ର ଖେଳାଯିବ ସିରିଜ୍ । ଖୁବ୍ ଶୀଘ୍ର ଏହା ଆୟୋଜନ ହୋଇପାରେ । ଭାରତ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ । ସେହିପରି ପାକିସ୍ତାନ ଦିନିକିଆ ଓ ଟି୨୦ ସିରିଜ୍ ପାଇଁ ୨୦୧୨ରେ ଭାରତ ଗସ୍ତରେ ଆସିଥିଲା । ତେବେ ଉଭୟ ଦଳ ଅନେକ ଥର ଏସିଆ କପରେ ସାମ୍ନାସାମ୍ନି ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରଭାବ କ୍ରିକେଟ୍ ଉପରେ ପଡିଛି । […]

ମନୋରଞ୍ଜନ ରାଜ୍ୟ

ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନ୍‌ରେ ଦେଖିବାକୁ ମିଳିବେ। ଦୁଇ ଦଶନ୍ଧି ଧରି ଅନ୍ୟୂନ ୬୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁ। ତାଙ୍କ ସୁନ୍ଦର ଅଭିନୟ ଓ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ ହେଇଛନ୍ତି। ସେ କେବଳ ଓଲିଉଡ୍‌ରେ ଅଭିନୟ କରିନାହାନ୍ତି, ବଙ୍ଗାଳୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ ଦେଖିଛନ୍ତି। ଗ୍ଲାମର ଶିଳ୍ପରେ ବେଶ୍ ସୁନାମ […]

ଖେଳ ଦେଶ ବିଦେଶ

ବିଶ୍ବ ଇନ୍‌ଡୋର ଦୌଡ଼କୁଦରେ ଭାଗନେବେ ଦୂତି

ନୂଆଦିଲ୍ଲୀ : ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସର୍ବିୟାର ବେଲ୍‌ଗ୍ରେଡ୍‌ରେ ଆୟୋଜିତ ହେବାକୁ ଯାଉଛି ବିଶ୍ବ ଦୌଡ଼କୁଦ ଇନ୍‌ଡୋର ପ୍ରତିଯୋଗିତା। ଏଥି‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଭାଗ ନେବେ। ଭାରତ ଏହି ପ୍ରତିଯୋଗିତା ପାଇଁ ଦଳରେ ଦୁତିଙ୍କ ସମେତ ସଟ୍‌ପୁଟର ତାଜିନ୍ଦରପାଲ୍‌ ସିଂହ ଏବଂ ଲମ୍ବ ଡିଆଁଳି ଏମ୍‌ ଶ୍ରୀଶଙ୍କରଙ୍କୁ ସ୍ଥାନ ଦେଇଛି। ତାଜିନ୍ଦରପାଲ୍‌ (୧୮) ଏବଂ ଶ୍ରୀଶଙ୍କର (୧୪) ସେମାନଙ୍କ ରୢାଙ୍କିଙ୍ଗ୍‌ ଭିତ୍ତିରେ ଦଳରେ ସୁଯୋଗ ପାଇଥିଲା ବେଳେ […]

ଖେଳ ଦେଶ ବିଦେଶ

କ୍ରିକେଟର ହୋଇ ମୈଦାନକୁ ଓହ୍ଲାଇବେ ଶ୍ରୟସ ତଲପଡେ, ଫିଲ୍ମ ‘କୌନ୍ ପ୍ରବୀଣ ତାମ୍ବେ’ର ଟ୍ରେଲର ରିଲିଜ୍

ନୂଆଦିଲ୍ଳୀ ୧୨।୦୩ : ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ ନିଅନ୍ତି ସେହି ବୟସରେ ସେ ପାଦ ଥାପି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପାଦ ଦେଇଥିବା ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପିଙ୍କବଲ୍ ଟେଷ୍ଟ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ ୧୨/୦୩: ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍ । ଏହି ଦିବା ରାତ୍ର ଟେଷ୍ଟଫ୍ଲଡ୍‌ ଲାଇଟ୍‌ ତଳେ ଗୋଲାପି ବଲ୍‌ରେ ଖେଳାଯିବ । ଉଭୟ ପ୍ରଥମ କରି ପିଙ୍କବଲରେ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସବୁ ଉତ୍ସାହ ଉଦ୍ଦୀପନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ପରେ ଘରୋଇ ଦଳର ମନୋବଳ ଶିଖର ଛୁଇଁ ସାରିଛି […]