ଆଧୁନିକ ମେଟାଲିକ୍ସ କାରଖାନା: ୧୫ ୟୁନିଟ୍ରୁ ଚାଲୁଛି ମାତ୍ର ଗୋଟିଏ
ରାଉରକେଲା: କୁଆରମୁଣ୍ଡା ଚାର୍ଡିହରିହରପୁରସ୍ଥ ଆଧୁନିକ ମେଟାଲିକ୍ସ କାରଖାନାକୁ ୪୨୦ କୋଟିରେ କିଣିଥିବା ଲିବର୍ଟି ହାଉସ୍ ବିକିବାକୁ ଯାଉଛି। ଶାଗମାଛ ଦରରେ କିଣି ୧୭୦୦ କୋଟି ଟଙ୍କାରେ ବିକିବାକୁ ଯାଉଥିବାରୁ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କମ୍ପାନୀର ଭାରତ ମୁଖ୍ୟ କ୍ଷତିର ଆଳ ଦେଖାଇ ଅନ୍ୟକୁ ବିକିଦେବାକୁ ମସୁଦା ଚଳାଇଛି। କେବଳ ଏତିକି ନୁହେଁ କାରଖାନାକୁ ବିକିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଜଣେ ପରେ ଅଧିକାରୀଙ୍କୁ ଛଟେଇ କରିବା ଆରମ୍ଭ କରି ଦେଇଛି। ଗତ ମାସକ […]









