ଖେଳ ଦେଶ ବିଦେଶ

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ ଲମ୍ଫ ମାରିଲେ ଯଶପ୍ରୀତ ବୁମରା, ତଳକୁ ଖସିଲେ କୋହଲି-ଜାଡେଜା

ନୂଆଦିଲ୍ଲୀ ୧୬।୦୩: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପରକୁ ଉଠି ଶୀର୍ଷ ୫ରେ ପ୍ରବେଶ କରିଛନ୍ତି। ସେ ଛଅଟି ସ୍ଥାନ ଉନ୍ନତି ଘଟାଇ ୮୩୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ଦଶମ ସ୍ଥାନରେ ଥିଲେ। ଅନ୍ୟପଟେ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କ ଅବନ୍ନତି ଘଟିଛି। ସେ ୪ଟି ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଥିବା ବେଳେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ୱକପ୍‌ରେ ବିଶ୍ୱ ରେକର୍ଡ; ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ନେଲେ ୨୫୦ ୱିକେଟ୍

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ବିଶ୍ୱ ରେକର୍ଡ। ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଇତିହାସ ରଚୁଛନ୍ତି ଭାରତ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ। ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦ ୱିକେଟ୍ କ୍ଲବ୍‌ରେ ସାମିଲ୍ ହେଲେ। ମହିଳା ବିଶ୍ୱକପ୍‌ରେ ଆଜି ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଏହି ସଫଳତା ହାସଲ କରିଛନ୍ତି ଝୁଲଣ। ଇଲଂଣ୍ଡର ଓପନର ବ୍ୟାଟ୍ସମ୍ୟାନ […]

ଖେଳ ଦେଶ ବିଦେଶ

ନୂଆ ଜର୍ସିରେ ଦିଲ୍ଲୀ କ୍ୟାପିଟାଲ୍‌ସ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍‌ସ ନୂଆ ଜର୍ସିରେ ଦେଖାଦେବ। ଶନିବାର ଏହି ଦଳ ତା’ର ନୂଆ ଜର୍ସିକୁ ଉନ୍ମୋଚିତ କରିଛି। ଏଥିପାଇଁ ସୀମିତ ସଂଖ୍ୟକ ପ୍ରଶଂସକଙ୍କୁ ଦଳର ଘରୋଇ ପଡ଼ିଆ ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଆୟୋଜିତ ଉତ୍ସବକୁ ଡାକିଥିଲା। ଉପସ୍ଥିତ ପ୍ରଶଂସକଙ୍କୁ ଜର୍ସି ପ୍ରଦାନ କରିଥିଲା। ନୂଆ ଜର୍ସିରେ ଉଭୟ ନାଲି ଓ ନୀଳ ରଙ୍ଗର ସମାହାର ରହିଛି। ନାଲି ରଙ୍ଗକୁ ଦଳର ପଡ଼ିଆ ଭିତର ସାହସକୁ ଦର୍ଶାଇଥିଲା ବେଳେ ନିଳ ରଙ୍ଗ ଦଳର […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଉଛି ଭ୍ୟାକ୍‌ସିନ୍‌, ରାଜ୍ୟରେ ୫୪ଟି କେନ୍ଦ୍ରରେ ଚାଲିଛି ଟିକାକରଣ

ଭୁବନେଶ୍ୱର ୧୬।୦୩ : ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଆଜି ରାଜ୍ୟର ୫୪ ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି। ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ଟିକା ଦିଆଯଉଛି। ସେହିଭଳି ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୮ […]

ଖେଳ ଦେଶ ବିଦେଶ

IPL 2022: ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ ଆକ୍ରମଣ, ନବ ନିର୍ମାଣ ସେନାର ଉପାଧ୍ୟକ୍ଷ ସମେତ ୪ ଗିରଫ

ମୁମ୍ବାଇ ୧୬।୦୩: ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ମୁମ୍ବାଇରୁ ଆସିଛି ବଡ ଖବର। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ସମସ୍ତ ଆଇପିଏଲ ଦଳ ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମୁମ୍ବାଇରେ ପହଞ୍ଚି ଯାଇଛି। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ବସ୍ ଉପରେ କିଛି ଅଜଣା ଲୋକ ଆକ୍ରମଣ କରିଛନ୍ତି। ଯେଉଁ ସମୟରେ ଏହି ଆକ୍ରମଣ ହେଲା, ସେହି ସମୟରେ ବସ୍ ପାର୍କିଂରେ ଥିଲା ଏବଂ ଭିତରେ କୌଣସି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ସଂସଦୀୟ କମିଟିର ଉଦ୍‌ବେଗ: ଓଡ଼ିଶାରେ ଖାଲିପଡ଼ିଛି ୫୧,୮୨୯ ଆଇଟିଆଇ ସିଟ୍‌

ନୂଆଦିଲ୍ଲୀ : ଓଡ଼ିଶାରେ ଆଇଟିଆଇମାନଙ୍କରେ ୫୧ ହଜାର ୮୨୯ ସିଟ୍‌ ଖାଲିପଡ଼ିଛି। ଏହାକୁ ନେଇ ଶ୍ରମ, ବୟନ ଓ ଦକ୍ଷତା ବିକାଶ ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଚିନ୍ତା ବ୍ୟକ୍ତ କରିଛି। ତଥ୍ୟ ଅନୁସାରେ ଓଡ଼ିଶାରେ ଥିବା ବିଭିନ୍ନ ଆଇଟିଆଇରେ ମୋଟ ଏକ ଲକ୍ଷ ଏକ ହଜାର ୧୭୮ ସିଟ ରହିଛି। ୨୦୨୦ ବର୍ଷରେ ଏହି ସବୁ ସିଟ୍‌ ମଧ୍ୟରୁ ୪୯ ହଜାର ୩୪୯ ପୂରଣ ହୋଇଥିବା ବେଳେ ଅବଶିଷ୍ଟ ଖାଲିପଡ଼ିଛି। ଖାଲି ଓଡ଼ିଶା କାହିଁକି ସାରା […]

ଦେଶ ବିଦେଶ ମନୋରଞ୍ଜନ

ନଂ ୧ ଧନୀ ମୁକେଶ ଅମ୍ବାନୀଙ୍କ ୪ ଦାମୀ ସମ୍ପତ୍ତି

ମୁମ୍ବାଇ ୧୬/୦୩ : ଏସିଆର ନଂ ୱାନ୍‌ ଧନୀ ମୁକେଶ ଅମ୍ବାନୀ। ଦୁନିଆର ଟପ୍‌ ୧୦ ଧନୀ ତାଲିକାରେ ବି ସାମିଲ୍‌। ଅମାପ ସମ୍ପତ୍ତିକୁ ବଡ଼ ବଡ଼ ଘର। ଦେଖିଲେ ଲାଖିଯିବ ଆଖି। ଅମ୍ବାନୀଙ୍କ ସମ୍ପତ୍ତି ବିଷୟରେ ପ୍ରାୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ସମ୍ପତ୍ତି ଯାହା ତାଙ୍କୁ ନଂ୧ ଧନୀର ମାନ୍ୟତା ଦେଇଛି। ବିପୁଳ ଅର୍ଥ , RIL ଅଧୀନରେ ବହୁ ସଂଖ୍ୟକ କମ୍ପାନୀ, ଅସଂଖ୍ୟ ବିଳାସପୂର୍ଣ୍ଣ କାର, କୋଟି କୋଟି […]

ଦେଶ ବିଦେଶ ମନୋରଞ୍ଜନ

ମେ’ରେ ବିବାହ କରିବେ କନିକା କପୁର ! ୪୩ ବର୍ଷରେ ଏହି ବ୍ୟକ୍ତିଙ୍କ ଧରିବେ ହାତ

ନୂଆଦିଲ୍ଳୀ ୧୬।୦୩ : ବଲିଉଡ୍‌ର ବେବିଡଲ୍‌ କଣ୍ଠଶିଳ୍ପୀ କନିକା କପୁର ଖୁବ୍‌ ଲୋକପ୍ରିୟ । ତାଙ୍କ ଗୀତରେ ଲୋକଙ୍କ ହୃଦୟକୁ ରାଜ୍‌ କରୁଥିବା କନିକା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। କରୋନା ସମୟରେ ନିଜର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ଖୁବ୍‌ ଚର୍ଚ୍ଚାରେ ଥିଲେ। କୁହାଯାଉଛି କି ୪୩ ବର୍ଷ ବୟସରେ କନିକାଙ୍କ କନିଆ ସାଜିବେ । ତାଙ୍କର ଭବିଷ୍ୟତ ସ୍ୱାମୀ ହେଉଛନ୍ତି ଜଣେ NRI- ବ୍ୟବସାୟୀ ଏବଂ ଉଭୟେ ମେ ମାସରେ ହାତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ, ଅନଲାଇନ୍ ଓ ଅଫ୍ ଲାଇନ୍‌ରେ କରିପାରିବେ ରେଜିଷ୍ଟ୍ରେସନ

ଭୁବନେଶ୍ୱର ୧୬।୦୩: ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ ଟିକା ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ତେବେ ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ ଶିଳ୍ପା ସେଟ୍ଟୀଙ୍କ ପରିବାର : ମାଆଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ, କୋର୍ଟ ଜାରି କଲେ ସମନ

ନୂଆଦିଲ୍ଳୀ ୧୬।୦୪ : ଶିଳ୍ପା ସେଟ୍ଟୀଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ପରିବାରେ ବିବାଦର ଥମିବାର ନାଁ ନେଉ ନାହିଁ । ନିକଟରେ ତାଙ୍କ ସ୍ୱାମୀ ଜେଲ୍‌ରୁ ବାହାରିଛନ୍ତି, ଆଉ ଏପଟେ ତାଙ୍କ ମା’ଙ୍କ ବିରୋଧରେ ଜାରି ହୋଇଛି ଓ୍ଵାରେଣ୍ଟ। ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ […]