କାଶ୍ମୀର ଫାଇଲ୍ସ ବନାମ ବଚ୍ଚନ ପାଣ୍ଡେ: ଦ୍ୱିତୀୟ ଦିନରେ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’କୁ ପଛରେ ପକାଇଲା କାଶ୍ମୀର ଫାଇଲ
ନୂଆଦିଲ୍ଲୀ: ବଲିଉଡ ସିନେମାର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’କୁ ଟକ୍କର ଦେଉଛି ‘ଦ କାଶ୍ମୀର ଫାଇଲସ୍’। ସାରା ଦେଶରେ କାଶ୍ମୀର ଫାଇଲ୍ସ ଚଳଚିତ୍ରର ଲୋକପ୍ରିୟତା ଏତେ ରହିଛି ଯେ ଯାହା ଏବେ ଅକ୍ଷୟ କୁମାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପ୍ରଥମ ଦିନରେ ବକ୍ସ ଅଫିସରେ ୧୩,୨୫ କୋଟି ଟଙ୍କା ଛୁଇଁ ପାରିଥିବା ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଦ୍ବିତୀୟ ଦିନରେ କିନ୍ତୁ ଫେଲ୍ ମାରିଛି । ଚଳଚ୍ଚିତ୍ର ବିତରକମାନେ ଆଶା […]