ଦେଶ ବିଦେଶ ମନୋରଞ୍ଜନ

ସଂଗ୍ରାମୀଙ୍କର ସହଧର୍ମିଣୀ!

ନୂଆ ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ରେ ମୁଖ୍ୟ ଚରିତ୍ର ଭୂମିକାରେ ଅଛନ୍ତି ବିଶ୍ବରୂପ ଏବଂ ତାଙ୍କୁ ଭଲପାଉଥିବା ପ୍ରେମିକା ଭୂମିକାରେ ଅଛନ୍ତି ସୁଧାଶ୍ରୀ। ହେଲେ ସଂଗ୍ରାମୀ କ’ଣ ତାଙ୍କୁ ସହଧର୍ମିଣୀ ରୂପେ ବରଣ କରୁଛନ୍ତି? ତାହାର ରହସ୍ୟ ଚଳଚ୍ଚିତ୍ର ଦେଖିବା ପରେ ଜଣାପଡ଼ିବ। ନାୟିକାଙ୍କ ପରିବର୍ତ୍ତନ ପରେ ରାଜପ୍ରାସାଦରେ ଆଉ କିଛି ଅଭିନୟ ଦୃଶ୍ୟ ଏବଂ ଗୋଟିଏ ଗୀତଦୃଶ୍ୟର ସୁଟିଂ ହେଉଛି। ଉକ୍ତ ଗୀତଟିର ପ୍ରଥମ ପଦରେ ରହିଛି ‘ରୂପସୀ ଗୋ ନୀଳନୟନା’। ସବୁଠୁ ବଡ଼କଥା ହେଉଛି ଚଳଚ୍ଚିତ୍ରରେ […]

ଖେଳ ଦେଶ ବିଦେଶ

ମାର୍କ ଉଡ୍ ବାଦ୍ ପଡିବା ପରେ ଚିନ୍ତାରେ କେଏଲ ରାହୁଲ, ଏହି ୩ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରେ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୧/୦୩: ଆଇପିଏଲ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟକୁ ଝଟକା । ଦଳର ଷ୍ଟାର୍ ବୋଲର ମାର୍କ ଉଡ୍ ଆହତଜନିତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଦଳ ଇଂଲଣ଼୍ଡର ଏହି ପେସରଙ୍କୁ ୭.୫ କୋଟି ଟଙ୍କାରେ କିଣିଥିଲା । ୨୦୧୯ ବିଶ୍ୱକପ ଟିମ୍‌ର ସଦସ୍ୟ ଥିବା ଉଡଙ୍କ ବଦଳରେ ଆଉ କାହାରିକୁ ଦଳ ଏବେସୁଦ୍ଧା ସାମିଲ କରିନାହିଁ । ଫଳରେ ଅଧିନାୟକ କେଏଲ ରାହୁଲଙ୍କ ଚିନ୍ତା ବଢିଯାଇଛି । ଆଉ ଅଳ୍ପଦିନ ଟୁର୍ଣ୍ଣାମେଣ୍ଟ ପାଇଁ ଥିବା ବେଳେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ବୁଷ୍ଟର୍‌ ଡୋଜ୍‌ ଟିକା ଦେବାକୁ ବିଚାର କରୁଛି ଭାରତ: ରିପୋର୍ଟ

ନୂଆଦିଲ୍ଲୀ: ସମସ୍ତ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍‌-୧୯ ଟିକାର ବୁଷ୍ଟର୍‌ ଡୋଜ୍‌ ଦେବା ପାଇଁ ଯୋଗ୍ୟ ବିବେଚନା କରିବା କଥା ଏବେ ଭାରତ ବିଚର କରୁଛି ବୋଲି ଏ ସଂକ୍ରାନ୍ତରେ ଜାଣିଥିବା ଦୁଇଟିସୂତ୍ରରୁ ଆଜି ସୂଚନା ମିଳିଛି। କେତେକ ଦେଶରେ ପୁନର୍ବାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଡୋଜ୍‌ ଟିକା ବିନା ବିଦେଶ ଗସ୍ତ କରିବା ଲାଗି କେତେକ ଭାରତୀୟଙ୍କ ପକ୍ଷେ କଷ୍ଟକର ହେଉଥିବାରୁ ଉପରୋକ୍ତ ସିଦ୍ଧାନ୍ତ ବିଷୟରେ ବିଚାର କରାଯାଉଛି। ସରକାରୀ ଟିକାକରଣ କେନ୍ଦ୍ରରେ ନିଶୁଳ୍କ ହେଉ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ ହେଲା ନୂଆ ଡ୍ରେସ କୋଡ୍, ଏଣିକି ଏହି ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ

କୋଲକାତା ୨୧/୦୩ : ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ବିଦ୍ୟାଳୟରେ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏଠାରେ ନୂତନ ଡ୍ରେସ କୋଡ୍ ଲାଗୁ କରିବାକୁ ଯାଉଛନ୍ତି ସରକାର । ସୂଚନାନୁସାରେ, ବଙ୍ଗଳାର ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ନୀଳ ଓ ଧଳା ରଙ୍ଗର ହେବ । ନୂତନ ଡ୍ରେସ କୋଡରେ ବଙ୍ଗଳା ସରକାରଙ୍କ ‘ବିଶ୍ୱ ବଙ୍ଗଳା’ ଲୋଗୋ ମଧ୍ୟ ରହିବ । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ […]

ଖେଳ ଦେଶ ବିଦେଶ

ଆଇପିଏଲ ପୂର୍ବରୁ ଡେଲ୍ ଷ୍ଟେନଙ୍କ ନୂଆ ଅବତାର, ପୁଷ୍ପା ଷ୍ଟାଇଲରେ କଲେ ଫଟୋ ସୁଟ୍

ନୂଆଦିଲ୍ଲୀ,୨୧/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଟିମ୍ ଜୋରଦାର ଅଭ୍ୟାସ କରୁଛନ୍ତି । ନିଜ ନିଜର ଡ୍ରେସିଂ ରୁମ୍ ଓ ସାଥି ଖେଳାଳିଙ୍କ ସହ ମଜା ମଧ୍ୟ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ମଧ୍ୟ ଏଥିରୁ ବାଦ୍ ପଡି ନାହିଁ । କେନ୍ ଓ୍ୱିଲମସନଙ୍କ ନେତୃତ୍ୱରେ ହାଇଦ୍ରାବାଦ ନିକଟରେ ଆଡ୍ ସୁଟ୍ କରିଥିଲା । ଯେଉଁଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ତଥା ମହାନ ବୋଲର […]

ଖେଳ ଦେଶ ବିଦେଶ

ଟାଇଟଲ ଆଶା ମଉଳିଲା : ଡେନମାର୍କର ଭିକ୍ଟରଙ୍କଠୁ ହାରିଲେ ଭାରତର ବ୍ୟାଡମିଣ୍ଟନ୍ ଷ୍ଟାର୍ ଲକ୍ଷ୍ୟ

ବର୍ମିଂହାମ,୨୧/୦୩: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କ ଅଲ ଇଂଲଣ୍ଡ ସୁପର୧୦୦୦ ବ୍ୟାଡମିଣ୍ଟନ ଟାଇଟଲ ସ୍ୱପ୍ନ ମଉଳି ଯାଇଛି । ଜାଏଣ୍ଟ କିଲର ଭାବେ ପରିଚିତ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ଟପ୍‌ ସିଡ୍‌ ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନଙ୍କ ଠାରୁ ପରାଜିତ ହୋଇଥିଲେ । ସପ୍ତାହେ ତଳେ ଅନୁଷ୍ଠିତ ଜର୍ମାନ ଓପନରେ ସେ ଆକ୍ସେଲସେନଙ୍କୁ ହରାଇଥିଲେ । ହେଲେ ବର୍ମିଂହାମ୍‌ରେ ତାଙ୍କୁ ଟକ୍କର ଦେଇ ପାରି ନଥିଲେ । […]

ଖେଳ ଦେଶ ବିଦେଶ

ଶକ୍ତିଶାଳୀ ହେଲା ଦିଲ୍ଲୀ କ୍ୟାପିଟାଲ୍ସ, ଦଳରେ ସାମିଲ ହେଲେ ଏନରିକ୍

ନୂଆଦିଲ୍ଲୀ, ୨୦/୦୩: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ତେବେ ଏହାପୂର୍ବରୁ ଋଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ଆଶ୍ୱସ୍ତିକର ଖବର ମିଳିଛି । ଦଳର ଦ୍ରୁତ ବୋଲର ଏନରିକ୍ ନୋର୍ଟଜେ ମୁମ୍ବାଇରେ ପହଁଚିଛନ୍ତି । ଗତ କିଛି ଦିନ ଧରି ନୋର୍ଟଜେ ଆଇପିଏଲ ଖେଳିବେ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ୨୦୨୧ ଟି୨୦ ବିଶ୍ୱକପ ପରେ ଏନରିକ୍ କ୍ରିକେଟରୁ ଦୂରରେ ଥିଲେ । ଲଗାତର […]

ଧର୍ମ ରାଜ୍ୟ

ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ରବିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ, ୨୦/୦୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ରବିବାର ଯୋଗୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। କେବଳ ଆଜିର ରବିବାର ନୁହେଁ ଏଣିକି ପ୍ରତିଦିନ ଭଳି ପ୍ରତି ରବିବାର ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ରବିବାର ଅବସରରେ ପୁରୀ ବୁଲିବାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି। ଦୀର୍ଘ ଦୁଇବର୍ଷ ଧରି କରୋନା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖରା ଦିନରେ ନିୟମିତ ଖାଆନ୍ତୁ ସାଲାଡ୍‌, ସ୍ବାସ୍ଥ୍ୟକୁ ମିଳିବ ଅନେକ ଫାଇଦା…

ନୂଆଦିଲ୍ଲୀ ୨୦।୦୩ : ସାଲାଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ଛୋଟରୁ ବଡ ଯାଏଁ ସମସ୍ତେ ସାଲାଡ୍‌ ଖାଆନ୍ତି । କାରଣ ସାଲାଡରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସବୁଜ ତଥା ଗ୍ରୀନ୍‌ ସାଲାଡ ଖାଇବା ଦ୍ବାରା ଶରୀରକୁ ସୁସ୍ଥ ରଖେ। ଗ୍ରୀଷ୍ମ ଋତୁରେ ତଥା ଖରା ଦିନରେ ସାଲାଡ ଅଧିକରୁ ଅଧିକ ଖାଇବା ଉଚିତ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ସବୁଜ ପନିପରିବା […]

ଦେଶ ବିଦେଶ ପର୍ଯ୍ୟଟନ

ଭ୍ରମଣ କାହାଣୀ: ଡାଲ୍‌ ଲେକ୍‌ର ଶିକାରାବାଲା

ଅବସର ନେବାର ସମୟ ପାଖେଇ ଆସିଥିଲା। ଗୋଟେ ଏଲ୍‌ଟିସି, ଆଉ କିଛି ଛୁଟି ବାକି ଅଛି। ସରକାରୀ ଚାକିରିରୁ ଅବସର ନେବା ପୂର୍ବରୁ ସ୍ବାମୀ ସ୍ତ୍ରୀ ଦୁଇ ଜଣ କାଶ୍ମୀର ଯିବାର ଯୋଜନା କରିଥିଲେ। ଭାରତ ବାହାରେ ବହୁତ ଜାଗା ବୁଲି ଆସିଛନ୍ତି, କିନ୍ତୁ ଦେଶ ଭିତରେ ଥିବା ଏଇ ସୁନ୍ଦର ଜାଗାଟିକୁ ଦେଖିବାର ସୁଯୋଗ ମିଳି ନ ଥିଲା। ଅଫିସ୍‌ର କର୍ମବହୁଳ ଜୀବନ, ଦ୍ବିତୀୟତଃ ସେତେବେଳେ କାଶ୍ମୀରର ପରିସ୍ଥିତି ଭୟାବହ। କିନ୍ତୁ ଏବେ ପରିସ୍ଥିତି ବହୁତ […]