ଦେଶ ବିଦେଶ ମନୋରଞ୍ଜନ

ସମ୍ପର୍କ ଯୋଡିବାର ଆଶା ମଉଳିଲା, ବିବାହ ବିଚ୍ଛେଦ ପରେ ସୋସିଆଲ ମିଡିଆରୁ ସ୍ବାମୀଙ୍କ ନାମ ହଟାଇଲେ ଐଶ୍ବର୍ଯ୍ୟା

ନୂଆଦିଲ୍ଳୀ ୨୫।୦୩ : ବଲିଉଡ ଏବଂ ସାଉଥ ସିନେମାର ସୁପରଷ୍ଟାର ତଥା ଅଭିନେତା ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟା ଏବଂ ଧନୁଷଙ୍କ ସମ୍ପର୍କ ବିଷୟରେ ଖୁବ୍‌ ଆଲୋଚନା ଚାଲିଥିଲା। ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ପରେ ଉଭୟ ନିଜ ସମ୍ପର୍କରୁ ଅଲଗା ହେବାକୁ ଘୋଷଣା କରିଥିଲେ । ଯେଉଁଥିପାଇଁ ସାରା ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏବେ ପୁଣି ଥରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିପାଇଁ ପ୍ରଶଂସକମାନେ ବର୍ତ୍ତମାନ ପ୍ୟାଚ୍-ଅପ୍‌ କରିବାର ଆଶା ମଧ୍ୟ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ଅଡୁଆରେ କଙ୍ଗନା : ଅଭିନେତ୍ରୀଙ୍କ ଉପରେ ବର୍ଷିଲେ କୋର୍ଟ, କହିଲେ- ଭୁଲନ୍ତୁନି କି ଆପଣ ଜଣେ ଅଭିଯୁକ୍ତ…

ମୁମ୍ବାଇ ୨୫।୦୩ : ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ଙ୍କର ପିଛା ଛାଡୁନି ବିବାଦ । ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢ଼ିବାରେ ଲାଗିଛି। କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି।ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ […]

ଦେଶ ବିଦେଶ ମନୋରଞ୍ଜନ

ସାମ୍ନାକୁ ଆସିଲା ବିଗ୍‌ ବିଙ୍କ ଉତ୍ତରାଧିକାରୀ ନାଁ, ପୋଷ୍ଟ ସେୟାର କଲେ ଅମିତାଭ୍

ମୁମ୍ବାଇ ୨୫।୦୩ : ଅଭିଷେକ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ‘ଦଶବି’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥାରେ ଅଛି ‘ସୋନେ ପେ ସୁହାଗା’ ଏବେ ତାଙ୍କର ଅବସ୍ଥା ସେହିପରି । କାରଣ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍‌ କରାଯାଇଛି। ଏହି ଟ୍ରେଲର ଆସିବା ମାତ୍ରେ ସୋସିଆଲ ମିଡିଆରେ ଧମାଲ୍‌ ସୃଷ୍ଟି କରିଛି। ବହୁ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିଷେକ୍‌। ପ୍ରଶଂସକମାନେ ଅଭିଷେକ ଏବଂ ଫିଲ୍ମ ବିଷୟରେ ଟ୍ୱିଟ୍ କରୁଥିବାବେଳେ ଅମିତାଭ ବଚ୍ଚନଙ୍କର ଏକ ଟ୍ୱିଟ […]

ଖେଳ ଦେଶ ବିଦେଶ

ସ୍ବିସ୍‌ ଓପନ୍‌: ବିଜୟରୁ ଶ୍ରୀକାନ୍ତଙ୍କ ଅଭିଯାନ

ବାସିଲ: ସପ୍ତମ ମାନ୍ୟତାପ୍ରାପ୍ତ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ସ୍ବିସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ପୁରୁଷ ଏକକରେ ସେ ୨୧-୧୬, ୨୧-୧୭ରେ ମାଡ୍ସ ଖ୍ରିଷ୍ଟଫରଙ୍କୁ ହରାଇଥିଲେ। ଭାରତୀୟ ପୁରୁଷ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ରିଙ୍କିରେଡ୍ଡୀ ୧୭-୨୧, ୨୧-୧୧, ୨୧-୧୮ରେ ଇଣ୍ଡୋନେସିଆର ମହମ୍ମଦ ସୋହିବୁଲ ଫିକିର ଓ ବାଗାସ ମୌଲାନ୍ଦ ହରାଇ ଆଗକୁ ବଢ଼ିଛନ୍ତି।

ଖେଳ ଦେଶ ବିଦେଶ

ଟେନିସ ଜଗତ ଚକିତ, ୨୫ ବର୍ଷ ବୟସରେ ଅବସର ନେଲେ ବାର୍ଟି

ମେଲ୍‌ବର୍ଣ୍ଣ: ବିଶ୍ବର ଏକ ନମ୍ବର ମହିଳା ଟେନିସ୍‌ ଖେଳାଳି ଆସ୍‌ଲେ ବାର୍ଟି ବୁଧବାର ମାତ୍ର ୨୫ ବର୍ଷ ବୟସରେ ଅଚାନକ ଅବସର ନେଇ ଟେନିସ ଜଗତକୁ ଚକିତ କରିଦେଇଛନ୍ତି। ଅବଶ୍ୟ ଏହା ତାଙ୍କର ଦ୍ବିତୀୟ ଅବସର। ୨୦୧୪ରେ ଭ୍ରମଣଜନିତ ଅସୁବିଧା ଯୋଗୁଁ ସ୍ବଳ୍ପ ବୟସରେ ସେ ଅବସର ନେଇଯାଇଥିଲେ। ଏହା ପରେ ନିଜ ରାଜ୍ୟ କୁଇନ୍ସଲାଣ୍ଡ ପକ୍ଷରୁ କ୍ରିକେଟ୍‌ ଖେଳିଥିଲେ। ପ୍ରଶଂସକଙ୍କ ଭଲପାଇବା ସାଙ୍ଗକୁ ଭଲ ପ୍ରାୟୋଜକ ମିଳିଯିବାରୁ ସେ ପୁଣି ଥରେ ୨୦୧୬ରେ ଟେନିସକୁ ପ୍ରତ୍ୟାବର୍ତ୍ତନ […]

ଦେଶ ବିଦେଶ ମନୋରଞ୍ଜନ

ପାୟଲ ରୋହତଗିଙ୍କୁ ବିବାହ କରିବେ ରେସଲର ସଂଗ୍ରାମ ସିଂ, ସ୍ପେଶାଲ ଦିନରେ ପଡିବ ହାତଗଣ୍ଠି

ମୁମ୍ବାଇ ୨୪।୦୩ : ରେସଲର ସଂଗ୍ରାମ ସିଂ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ପାୟଲ ରୋହତଗି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ପାୟଲ କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍ ଅପ୍ ର ଏକ ଅଂଶ ହୋଇପାରିଛନ୍ତି। ଯେଉଁଠାରେ ତାଙ୍କୁ ବହୁତ ଭଲ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି । ପାୟଲଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି, ଯିଏ ବାହ୍ୟ ଜଗତକୁ ଅଣଦେଖା କରନ୍ତି । ହୋଲି ଅବସରରେ ସଂଗ୍ରାମ ସିଂ ପାୟଲଙ୍କ ସହ ବିବାହ ଘୋଷଣା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟର ଆଉ ୨ ଜିଲ୍ଲା କୋଭିଡ ମୁକ୍ତ

ଭୁବନେଶ୍ବର : ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲା କୋଭିଡ ମୁକ୍ତ ହେବାରେ ଲାଗିଛି। ଏବେ ପୁରୀ ଓ କଳାହାଣ୍ଡିରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଏହାସହ ଆଉ ୧୩ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳେ ରହିଛି। ତେଣୁ ଖୁବଶୀଘ୍ର ଅନ୍ୟ ଜିଲ୍ଲାଗୁଡ଼ିକ କୋଭିଡ ମୁକ୍ତ ହେବ ବୋଲି ଆଶା କରାଯାଉଛି। କରୋନାର ତୃତୀୟ ଲହରରେ ଏବେ ଦୈନିକ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶହେ ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ବିବାହର ୩ ମାସ ପରେ ରେଜିଷ୍ଟ୍ରି ମ୍ୟାରେଜ୍‌ କଲେ ଭିକି-କ୍ୟାଟ୍ରିନା, ପରିବାରଙ୍କ ସହ କୋର୍ଟରେ ପହଞ୍ଚିଲେ କପଲ

ନୂଆଦିଲ୍ଲୀ ୨୪।୦୩ : ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।, ସେମାନଙ୍କ ବିବାହ ବର୍ତ୍ତମାନ ତିନିମାସ ହୋଇଛି। ବର୍ତ୍ତମାନ ଉଭୟେ ମଧ୍ୟ ସେମାନଙ୍କର ବିବାହକୁ କୋର୍ଟରେ ପଞ୍ଜୀକୃତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରି ମ୍ୟାରେଜ୍‌ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୮ କରୋନା ପଜିଟିଭ୍

ଭୁବନେଶ୍ୱର ୨୪।୦୩ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୨୩ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି […]

ଦେଶ ବିଦେଶ ରାଶିଫଳ

ମାର୍ଚ୍ଚ ୨୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ପ୍ରଖର ମାନସିକତାରେ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧିହସ୍ତ ହେବେ । ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି ।ଶତ୍ରୁ ବିନାଶକରି ଆଶ୍ୱସ୍ତ ହେବେ ।ସୁସ୍ଥ ରହିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ । ଚାଷୀ- ଉତ୍ତମ ଫଳ ପାଇବେ । ରୋଗୀ- ସତର୍କତାର ଦିନ । ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ । କର୍ମଜୀବି-ପ୍ରଶଂସିତ ହେବେ । ବ୍ୟବସାୟୀ- ନୂଆବ୍ୟବସାୟ ଲାଭ ହେବ । ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ । […]