କଲେଜ୍ରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ସାଜିଲେ ଜୀବନସାଥୀ… ଜାଣନ୍ତୁ ରାମ ଚରଣ-ଉପସନାଙ୍କ ଲଭଷ୍ଟୋରୀ
ନୂଆଦିଲ୍ଳୀ ୨୭।୦୩ : ଆଜି ଦକ୍ଷିଣର ସୁପରଷ୍ଟାର ରାମ ଚରଣଙ୍କ ଜନ୍ମଦିନ । ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାମ। ରାମଚରଣ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ର ଏବଂ ବୃତ୍ତିଗତ ଜୀବନ ବିଷୟରେ ବହୁତ କିଛି ଜାଣନ୍ତି, କିନ୍ତୁ ଆପଣ ତାଙ୍କ ପତ୍ନୀ ଉପାସନା କାମିନେନିଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ଉଭୟଙ୍କ ପ୍ରେମ କାହାଣୀ […]