ଆଇପିଏଲ ୨୦୨୨ : ସନରାଇଜର୍ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ
ପୁନେ ୨୯/୦୩: ଚଳିତ ଆଇପିଏଲ୍ର ପଞ୍ଚମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ସନରାଇଜର୍ସକୁ ଅନେକ ମ୍ୟାଚ୍ ଜିତାଇଥିବା ରସିଦ ଖାନ୍ ଏଥର ନାହାନ୍ତି । ୨୦୧୭ ସିଜନରୁ ରସିଦ ନିମୟିତ […]