ଦେଶ ବିଦେଶ ମନୋରଞ୍ଜନ

ବଲିଉଡରେ ଡେବ୍ୟୁ କରିବେ ସୁହାନା

ନ୍ୟୁୟର୍କ ୟୁନିଭରସିଟିର ଟିଶ୍ ସ୍କୁଲ୍ ଅଫ୍ ଆର୍ଟରେ ଅଧ୍ୟୟନ କରି ଭାରତ ଫେରିଥିବା ଅଭିନେତା ଶାହରୁଖ ଖାନ୍‌ ଏବଂ ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍‌ଙ୍କ ଝିଅ ସୁହାନା ଏବେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍‌। ସୁହାନା ତାଙ୍କ ଫଟୋସୁଟରୁ ଏକ ନୂଆ ଫଟୋ ସେୟାର କରିଛନ୍ତି। ଶୁକ୍ରବାର ରାତିରେ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନେଇ ସୁହାନା ଏକ କଳା ସାଟିନ୍ ଡ୍ରେସ ପିନ୍ଧି ଏକ ଫଟୋ ପୋଷ୍ଟ କରିଛନ୍ତି। ଚିତ୍ରରେ ସୁହାନା ପୋଜ୍ ଦେବାବେଳେ କ୍ୟାମେରାଠାରୁ ଦୂରେଇ ଯାଇଛନ୍ତି। […]

ଦେଶ ବିଦେଶ ଧର୍ମ

ମନ୍ଦିର ପୁନଃନିର୍ମାଣରେ ୧,୮୦୦ କୋଟି ବ୍ୟୟ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରୁ ୮୦ କିଲୋମିଟ ଦୂରରେ ଥିବା ୟଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ପୁନଃନିର୍ମାଣରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମନ୍ଦିରରେ ଲାଗିଥିବା ଏକ ସ୍ବତନ୍ତ୍ର କବାଟରେ ୧୨୫ କେଜିର ସୁନା ବ୍ୟବହାର କରାଯାଇଛି। ଏଥିପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ବ୍ୟକ୍ତି ସୁନା ଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ପରିବାର ଦେଢ଼ କେଜି ସୁନା ଦେଇଥିଲେ। ମନ୍ଦିର ପୁନଃନିର୍ମାଣ କାର୍ଯ୍ୟରେ ସିମେଣ୍ଟ୍‌ […]

ରାଜ୍ୟ ସ୍ୱାସ୍ଥ୍ୟ

ମହାମାରୀରେ ୪୦ କୋଟି ଜୀବିକା ହରାଇଥିଲେ

ନୂଆଦିଲ୍ଲୀ: ଭାରତ ଧନୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏହାର ନାଗରିକମାନେ କିନ୍ତୁ ଧନୀ ହୋଇପାରୁନାହାନ୍ତି। ଉତ୍ପାଦକତା କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଥିଲେ ମଧ୍ୟ ତାହାର ଲାଭ କିନ୍ତୁ ବ୍ୟାପକ ଭାବେ ସବୁ ବର୍ଗ ନିକଟରେ ପହଞ୍ଚିପାରୁନାହିଁ। ଏକ ନିର୍ଦିଷ୍ଟ ବର୍ଗ ବିଶେଷ ଉପକୃତ ହେଉଛନ୍ତି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ କରୋନା ମହାମାରୀ ସମୟରେ ୪୦.୩୫ କୋଟି ଭାରତୀୟ ଜୀବିକା ହରାଇଥିଲେ। ଏହି ସମୟରେ ୦୭ […]

ଦେଶ ବିଦେଶ ମନୋରଞ୍ଜନ

ସାମ୍ବାଦିକଙ୍କୁ ଜନ୍ ଆବ୍ରାହମ୍ କହିଲେ ମୁର୍ଖ, ଫିଲ୍ମ ପ୍ରମୋଶନ ବେଳେ କାହିଁକି ରାଗିଗଲେ ‘ଆଟାକ୍’ ଅଭିନେତା ?

ନୂଆଦିଲ୍ଲୀ,୨୯/୦୩: ବଲିଉଡ୍ ଷ୍ଟାର୍ ଜନ୍ ଆବ୍ରାହମ୍ ଏବେ ନିଜ ପିଲ୍ମ ‘ଆଟାକ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି । ଯାହା ଏପ୍ରିଲ ୧ରେ ରିଲିଜ୍ ହେବ । ଏହାମଧ୍ୟରେ ଜନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଫିଲ୍ମର ପ୍ରମୋଶନ ଇଭେଣ୍ଟ ବେଳେ ଜନ୍ ଜଣେ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଏପରିକି ସେ ସାମ୍ବାଦିକଙ୍କୁ ମୁର୍ଖ ବୋଲି ମଧ୍ୟ କୁଆଡେ କହିଛନ୍ତି । ଏତିକି ନୁହେଁ, ନିଜ ବୁଦ୍ଧି ଘରେ ଛାଡି […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଗନ୍ନାଥମୟ ହେଲା ପୂରା ପରିବେଶ

ଭୁବନେଶ୍ବର: ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୧୪ତମ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ପ୍ରସ୍ତୁତିରେ ତ୍ରିଧାରା ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ଜଗନ୍ନାଥଷ୍ଟକମ୍ ନୃତ୍ୟ ପ୍ରୋକ୍ଷାଳୟକୁ ଜଗନ୍ନାଥମୟ କରିଦେଇଥିଲା। ଗୁରୁ ଗଜେନ୍ଦ୍ର ପଣ୍ଡା ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସୁକାନ୍ତ କୁଣ୍ଡୁ ସଂଗୀତ ଓ ଗୁରୁ ଧନେଶ୍ବର ସ୍ବାଇଁ ବାଦ୍ୟ ନିର୍ଦ୍ଦେଶନା ଦେଇଥିଲେ। ‘ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ’ ଗୀତରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାପରେ ମାଲେସିଆରୁ […]

ଦେଶ ବିଦେଶ ମନୋରଞ୍ଜନ

ଓଡ଼ିଆଙ୍କୁ ହତୋତ୍ସାହିତ କରୁଛି ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌

ଭୁବନେଶ୍ବର: ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ହେଲେ ଏହି ଚଳଚ୍ଚିତ୍ର ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିବା ସହ ହତୋତ୍ସାହିତ କରିଛି। ଚଳଚ୍ଚିତ୍ରର ଏକ ଅଂଶରେ ନେତାଜୀ ସୁଭାଷ ବୋଷଙ୍କୁ ପ୍ରଦର୍ଶିତ କରାଯାଇଥିବା ‌ବେଳେ ସେ କୋଲ୍‌କାତାର ବୋଲି ଦର୍ଶାଯାଇଛି। ନେତାଜୀ ଯେ କଟକର ଅର୍ଥାତ ଓଡ଼ିଶାର; ଏହାକୁ ପ୍ରମାଣ ଓ ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ, ଗଣଶିକ୍ଷା ମନ୍ତ୍ରୀ ଦେଲେ ସଂକେତ

ଭୁବନେଶ୍ୱର ୨୯/୦୩ : ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ତେବେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ ବୋଲି ସେ ସଂକେତ ଦେଇଛନ୍ତି । ସେ କହିଛନ୍ତି ୧୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏମିତିକି ସିସିଟିଭି ସ୍କାନରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ତେବେ ପରୀକ୍ଷା ସୂଚୀରେ ସାମାନ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ଓଡ଼ିଶା କଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୬ତମ ଜାତୀୟ ତୋଷାଳି ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ଏହାକୁ ଭର୍ଚୁଆଲରେ ଉଦ୍‌ଘ‌ାଟନ କରି କହିଥିଲେ, ଓଡ଼ିଶା କଳା ଓ ସଂସ୍କୃତିର ଭୂମି। ଏହି ମେଳା ମାଧ୍ୟମରେ ଓଡ଼ିଆ କାରିଗରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପର ବଜାର ପ୍ରବେଶ ରାଜ୍ୟ ‌ତଥା ଦେଶରେ ସହଜ ହୋଇପାରିବ। ସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ମେଳାରେ ଭାଗ […]

କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ବିଧାନସଭା କମିଟି ଗଠନ କରି ପୁରୀ ପଠାଇବା ପାଇଁ ବିଜେପିର ଦାବି

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ। ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ । ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ। ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ଏଏସଆଇ ଓ ଏଏନଏମ୍ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ। ପ୍ରକୃତରେ ବାସ୍ତବ କଥା କଣ। ତେଣୁ ବିଧାନସଭାର […]

ଦେଶ ବିଦେଶ ରାଶିଫଳ

ମାର୍ଚ୍ଚ ୨୯ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜି କଳାନୁରାଗୀ, ସଂଗୀତ ପ୍ରିୟତା, ଚଲଚ୍ଚିତ୍ରପ୍ରେମୀ ଭାବରେ ସମୟ ଅତିବାହିତ କରିବେ ।ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି ।ଏଣେ କାମଗୁଡିକ ଯଥା ସମୟରେ ହେଉ ନ ଥିବାରୁ ମନ ବିରକ୍ତ ରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୭ । ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି । ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ । ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ । କର୍ମଜୀବି-ଉନ୍ନତିର ମାର୍ଗ ମିଳିବ । ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ […]