କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଉତ୍କଳ ଦିବସ ବାର୍ତ୍ତା, ଓଡ଼ିଶାର କଳା ସଂସ୍କୃତି ଓ ବୀରତ୍ୱର ଗାଥା ଦର୍ଶାଇଲେ ବାଲୁକା ଶିଳ୍ପୀ

ପୁରୀ ୦୧/୦୪ : ଆଜି ଏପ୍ରିଲ ୧ ଉତ୍କଳ ଦିବସ ।‌ ଏହି ଉପଲକ୍ଷେ ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ । ଏହି […]

ଦେଶ ବିଦେଶ ମନୋରଞ୍ଜନ

୩୩ ବର୍ଷରେ ଗାୟକ ଟମ୍‌ ପାର୍କଙ୍କ ପରଲୋକ, ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

ନୂଆଦିଲ୍ଲୀ ୩୧।୦୩ : ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କର ଦୁନିଆରେ ଆଉ ନାହାନ୍ତି । ୩୩ ବର୍ଷିୟ ଗାୟକଙ୍କ ବ୍ରେନ୍ ଟ୍ୟୁମର ଯୋଗୁଁ ଦେହାନ୍ତ ହୋଇଛି। ଦୁଇ ବର୍ଷ ପୁର୍ବେ ସେ ଜାଣିବାକୁ ପାଇଥିଲେ କି ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି । ଟମ୍‌ଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ କେଲସି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଘଟଣାକୁ ନେଇ କେଲସି ଲେଖିଛନ୍ତି, ଟମ ତାଙ୍କ ପରିବାର ଉପସ୍ଥିତିରେ […]

କଳା ଓ ସଂସ୍କୃତି ରାଜ୍ୟ

ଡାକ ଲଫାପା “ସିଂହଦ୍ଵାର ତାଳଚେର” ଉନ୍ମୋଚିତ, କଳା ସଂସ୍କୃତି ଓ ଐତିହ୍ୟ ପ୍ରଚାର ପ୍ରସାର ଲାଗି ପ୍ରୟାସ

ଅନୁଗୁଳ ୩୧/୦୩: କଳା ଏତିହ୍ୟ ରାଜ୍ୟ ଆମ ଓଡ଼ିଶା । ଏହି କ୍ରମରେ ବହୁ ପୁରାତନ ତାଳଚେର ରାଜପ୍ରସାଦର ସିଂହ ଦ୍ୱାରର ସ୍ଵତନ୍ତ୍ର ସ୍ଥାନ ରହିଛି । ଏହା କଳା କାରିଗରୀ ଦେଖିବା ପାଇଁ ରାଜ୍ୟ କାହିଁକି ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ପ୍ରତିବର୍ଷ ଆସିଥାନ୍ତି । ଏଠାରେ ସେଲ୍ଫି ଆଉ ସିଂହଦ୍ଵାର ଆଗରେ ପ୍ରାକୃତିକ ପରିବେଶ ମଧ୍ୟରେ ବହି ଯାଉଥିବା ବ୍ରାହ୍ମଣୀ ନଦୀର ଦୃଶ୍ୟ ଦେଖି ଆତ୍ମ ସନ୍ତୋଷ ଲାଭ କରନ୍ତି । ଏତିକିବେଳେ ଭାରତୀୟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶିକ୍ଷକ ଦାବିରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ପ୍ରଧାନ ଶିକ୍ଷକଙ୍କ ଅବସର ବଢିଲା ପାଠପଢା ଚିନ୍ତା

ଆନନ୍ଦପୁର ୩୧/୦୩: କରୋନା ମହାମାରୀ ଯୋଗୁଁ ୨ବର୍ଷରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢାରେ ଲାଗିଥିଲା ଡୋରୀ । ଏବେ ମହାମାରୀ ଥମିବାପରେ ଖୋଲିଥିଲା ସ୍କୁଲ୍ । ହେଲେ ସ୍କୁଲ ଖୋଲିବା ପରେ ଶିକ୍ଷକ ଅଭାବ ଜନିତ ସମସ୍ୟା ନେଇ ପିଲାଙ୍କ ପାଠପଢା ପୁଣିଥରେ ଲାଗିଛି ବ୍ରେକ୍ । ଆନନ୍ଦପୁର ବ୍ଲକ୍ ଶିକ୍ଷାଅଧିକାରୀଙ୍କ ଅଧିନ ପଣସଡିହା ପଞ୍ଚାୟତ ଜଞ୍ଜାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଏଭଳି ସମସ୍ୟା ନେଇ ଚିନ୍ତାରେ ପଡିଥିବା ଶତାଧିକ ଗ୍ରାମବାସୀ ଆଜି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ […]

ଖେଳ ଦେଶ ବିଦେଶ

ବାଙ୍ଗାଲୋର୍‌ର ପ୍ରଥମ ବିଜୟ: ଅଳ୍ପ ରନ୍‌, ଅଧିକ ରୋମାଞ୍ଚ

ମୁମ୍ବାଇ: ଆଇପିଏଲ୍‌ର ବୁଧବାର ମ୍ୟାଚ୍‌ରେ ଅଳ୍ପ ରନ୍‌ ଓ ଅଧିକ ରୋମାଞ୍ଚ ଦେଖିବାକୁ ମିଳିଛି। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଗତବର୍ଷର ଉପବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ୱିକେଟ୍‌ରେ ପରାସ୍ତ କରି ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଥିବା କେକେଆର୍‌ ଦ୍ବିତୀୟ ମୁକାବିଲାରେ ହାରିଯାଇଛି। ଡିୱାଇ ପାଟିଲର କଷ୍ଟକର ପିଚ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଲୋ ସ୍କୋରିଂ ଥିଲେ ମଧ୍ୟ ଅଧିକ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

IIT କାନପୁରରୁ ଡେୟୁସ ବ୍ୟାଙ୍କ, କେମିତି ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ସଫଳତା ହାସଲ କଲେ ଶାନୁ ଡିମରୀ

ନୂଆଦିଲ୍ଲୀ ୩୧/୦୩: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ବା UPSC କ୍ଲିଅର କରିବା କାହାର ବା ଇଚ୍ଛା ନଥାଏ । ଖାସ କରି ଟପ୍ପରମାନେ ଏମିତି ସ୍ୱପ୍ନ ଦେଖନ୍ତି ଯାହା ଅନ୍ୟମାନଙ୍କୁ ଯୋଗାଇଥାଏ ପ୍ରେରଣା । ତାହା ସେବେ ସଫଳ ହୁଏ ଯେବେ ଜଣେ ସ୍ୱପ୍ନ ଦେଖି ପୂରଣ କରିଥାଏ ବା ସଫଳତା ହାସଲ କରିଥାଏ । ପ୍ରତ୍ୟେକ UPSC ଟପ୍ପରଙ୍କ ମଧ୍ୟରେ ଥାଏ କିଛି ଖାସ୍ କଥା । ଏମିତି ଜଣେ ହେଉଛନ୍ତି ଶାନୁ ଡିମରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୨୨୫ କରୋନା ପଜିଟିଭ୍, ୨୮ ମୃତ

ନୂଆଦିଲ୍ଲୀ ୩୧/୦୩: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୨ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାରା ବିଶ୍ୱରେ ୪୩ ପ୍ରତିଶତ ଯାଏଁ ବଢିଛି କୋଭିଡ ମୃତ୍ୟୁ, କିନ୍ତୁ ସଂକ୍ରମିତଙ୍କ ହାର କମୁଛି: WHO

ନୂଆଦିଲ୍ଲୀ ୩୧/୦୩: WHO ଏହାର ସାପ୍ତାହିକ ରିପୋର୍ଟରେ କହିଛି ଯେ କ୍ରମାଗତ ଦୁଇ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ, ଜାନୁଆରୀ ଶେଷରୁ ମାର୍ଚ୍ଚ ପ୍ରାରମ୍ଭରେ କରୋନା ମାମଲାରେ କ୍ରମାଗତ ହ୍ରାସ ପାଇଛି । ଏହା ପରେ, ପୂର୍ବ ସପ୍ତାହ ତୁଳନାରେ ମାର୍ଚ୍ଚ ୨୧ ରୁ ୨୭ ପର୍ଯ୍ୟନ୍ତ ନୂତନ ମାମଲା ସଂଖ୍ୟା ୧୪ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ, ସମାନ ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ପାଇଛି […]

ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ମିସେସ୍‌ କପୁର ହେବେ ଆଲିଆ, ବିବାହକୁ ନେଇ ସ୍ପଷ୍ଟ କଲେ ରଣବୀର

ମୁମ୍ବାଇ ୩୧।୦୩ : ଦୀର୍ଘଦିନ ଧରି ବଲିଉଡ୍‌ ଅଭିନେତା ରଣବୀର କପୁର-ଅଭିନେତ୍ରୀ ଆଲିଆ ଭଟ୍ଟ ପରସ୍ପରକୁ ଡେଟ୍‌ କରୁଛନ୍ତି । ଲଗାତାର ଭାବେ ଉଭୟଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ନିକଟରେ ଆଲିଆଙ୍କ ଏକ ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା । କୁହାଯାଉଥିଲା କି ଦୁହେଁ ନିଜ ବିବାହ ପାଇଁ ସପିଂ କରୁଛନ୍ତି । ଏହା ସହ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ହେଲେ ସେମାନେ ବ୍ୟକ୍ତିଗତ ଭାବେ କୌଣସି ଘୋଷଣା […]

ଖେଳ ଦେଶ ବିଦେଶ

ଦିନେଶ କାର୍ତ୍ତିକଙ୍କୁ ଧୋନୀଙ୍କ ସହ ତୁଳନା କଲେ ଆରସିବି ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୩୧/୦୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଚଳିତ ସିରିଜର ପ୍ରଥମ ବିଜୟ ହାସଲ କରିଥିଲା । ଫାପ୍ ଡୁପ୍ଲେସିସଙ୍କ ନେତୃତ୍ୱରେ ଦଳ କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ୱିକେଟରେ ମାତ୍ ଦେଇଥିଲା । ମ୍ୟାଚ୍ ଜିତିବା ପରେ ଅଧିନାୟକ ଡୁପ୍ଲେସିସ୍ ଓ୍ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ । ଏପରିକି ଧୋନୀଙ୍କ ସହ ତାଙ୍କ ତୁଳନା ମଧ୍ୟ କରିଥିଲେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଆରସିବିକୁ ବିଜୟ ପାଇଁ ୧୨୯ […]