ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧ କରୋନା ପଜିଟିଭ୍

ଭୁବନେଶ୍ୱର ୦୧।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୬୬୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି […]

ଖେଳ ଦେଶ ବିଦେଶ

ଜୋଶ୍ ଏବେ ବି ଅଛି : ଆଇପିଏଲରେ ମାହିଙ୍କ ମାଇଲଷ୍ଟୋନ୍, ବିରାଟ-ରୋହିତଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ, ୦୧।୦୪ : ସାରା ବିଶ୍ୱରେ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ଫ୍ୟାନ୍ ରହିଛନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ପସନ୍ଦ । ତେବେ ଗୁରୁବାର ଲକ୍ଷ୍ନୌ ବିପକ୍ଷ ଏକ ମୁକାବିଲାରେ ଧୋନୀ ମାତ୍ର ୧୬ ରନ୍ କରି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଲକ୍ଷ୍ନୌ ବିପକ୍ଷରେ ଧୋନୀ ୬ ବଲରୁ ୧୬ ରନ୍ କରିଥିଲେ । ସେ କ୍ରିଜକୁ ଆସିବା ପରେ ପ୍ରଥମ ବଲରୁ ଛକା ମାରିଥିଲେ । ନିଜ […]

ଦେଶ ବିଦେଶ ରାଶିଫଳ

ଏପ୍ରିଲ ୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜି ଆପଣ ହସିଲେ କଥା କହିବେ ଓ ପାରିବାରିକ ସ୍ଥିତି ଭଲ ରହିବ । ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି । ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ । ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ । ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ । […]

ଦେଶ ବିଦେଶ ରାଶିଫଳ ସ୍ପେଶାଲ ରିପୋର୍ଟ

ଚାକିରି ସୂଯୋଗ ସହ ହୋଇପାରେ ବ୍ୟବସାୟରେ ଲାଭ; ଜାଣନ୍ତୁ ଆପଣଙ୍କ ରାଶି ପାଇଁ କିପରି ରହିଛି ଏପ୍ରିଲ ମାସ ?

ଏପ୍ରିଲ ମାସରେ ଅନେକ ଗ୍ରହରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହ ନକ୍ଷତ୍ର ସ୍ଥିତିର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ। ଏପ୍ରିଲମାସରେ ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେତୁ ରାଶିଫଳର ଆକଳନ କରାଯିବ। ଯ୍ୟୋତିର୍ବିଦଙ୍କ ଅନୁସାରେ ଅନେକ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ସମାଚାର ମିଳିପାରେ। ସେହିପରି କିଛି ରାଶିର ବ୍ୟକ୍ତିମାନଙ୍କୁ ଏହି ମାସରେ ଅଳ୍ପ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଜାଣନ୍ତୁ ଏପ୍ରିଲ ମାସ କେଉଁ ରାଶିର ବ୍ୟକ୍ତିଙ୍କ ସମୟ କିପରି […]

ଦେଶ ବିଦେଶ ମନୋରଞ୍ଜନ

ୱିଲ୍‌ ସ୍ମିଥ୍‌ଙ୍କ ଚାପୁଡା କାଣ୍ଡକୁ ନେଇ ରି-କ୍ରିଏଟ୍‌ କଲେ ଟାଟୁ କଳାକାର, ଫଟୋ ଭାଇରାଲ୍‌

ନୂଆଦିଲ୍ଳୀ ୦୧।୦୪ : ଓସ୍କାର ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠି ଏହାକୁ ନେଇ ଚାଲିଛି ଆଲୋଚନା। କମେଡିଆନ୍ କ୍ରିସ୍ ରକ୍‌ଙ୍କୁ ୱିଲ୍ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଲେ ତାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ଘଟଣାକୁ ତିନି ଦିନ ବିତିଗଲାଣି। ହେଲେ ସ୍ମିଥ ଚାପୁଡାକୁ ନେଇ ଚର୍ଚ୍ଚା ବନ୍ଦ ହେଉନି। କ୍ରିସ୍ ରକ୍ ସ୍ମିଥଙ୍କ ଚାପୁଡା […]

ଖେଳ ଦେଶ ବିଦେଶ

ଆଇପିଏଲରେ ଇତିହାସ ରଚିଲେ ବ୍ରାଭୋ : ନେଲେ ସର୍ବାଧିକ ଓ୍ୱିକେଟ୍, ପଛରେ ପଡିଲେ ମାଲିଙ୍ଗା

ନୂଆଦିଲ୍ଲୀ, ୦୧।୦୪ : ଚେନ୍ନାଇ ସୁପର କିଙ୍ଗସର ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହାସହ ସେ ଲସିଥ ମାଲିଙ୍ଗାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମାଲିଙ୍ଗା ୧୭୦ ଓ୍ୱିକେଟ୍ ନେଇଥିବା ବେଳେ ବ୍ରାଭୋ ୧୭୧ ଓ୍ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି । ଏହି ମୁକାବିଲାରେ ବ୍ରାଭୋ […]

ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କ ପିଛା ଛାଡୁନି ବିବାଦ, ଆଉ ଏକ ନୂଆ ମାମଲାରେ ଫସିଲେ ଅଭିନେତା

ନୂଆଦିଲ୍ଳୀ ୦୧।୦୪ : ପୁଣି ବିବାଦରେ ବଲିଉଡର ଭାଇଜାନ୍‌। ବିବାଦ ସହ ସଲମାନଙ୍କ ରହିଛି ପୁରୁଣା ସମ୍ପର୍କ। କୋର୍ଟ ତାଙ୍କ ପିଛା ଛାଡୁନି। ବଢି ଚାଲଛି ଅଡୁଆ । କୋର୍ଟରେ ମିଳିଛି ତାଙ୍କୁ ଆଉ ଏକ ଝଟ୍‌କା। ନୂଆ ମାମଲାରେ ଫସିଛନ୍ତି ସଲମାନ ଖାନ୍‌। ପଡୋଶୀଙ୍କ ବିରୋଧରେ ଆଣିଥିବା ସଲମାନଙ୍କ ମାନହାନୀ ମାମଲାକୁ ଖାରଜ କରି ଦେଇଛନ୍ତି ମୁମ୍ବାଇ କୋର୍ଟ। କେତନଙ୍କ ଓକିଲଙ୍କ କହିବା ଅନୁଯାୟୀ କେତନ ୧୯୯୬ରେ ଏଠାରେ ଏକ ଜମି କିଣିଥିଲେ। ସେଠି ରହିବାକୁ […]

ଦେଶ ବିଦେଶ ମନୋରଞ୍ଜନ

କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ବଢିଲା ଅଡୁଆ, ଅସଦାଚରଣ ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଳୀ ୦୧।୦୪ : ଯୌନ ଉତ୍ପୀଡ଼ନ ତଥା ୨୦୨୦ରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି। ଗଣେଶ ଆଚାର୍ଯ୍ୟ ଜଣେ ମହିଳା କୋ-ଡ୍ୟାନସ ଅଭିଯୋଗ କରିଥିଲେ। ଏନେଇ ଗୁରୁବାର ଦିନ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଇନର ବିଭିନ୍ନ ବିଭାଗ ଅଧୀନରେ ତାଙ୍କର ଜଣେ ସହକାରୀଙ୍କ ସହ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗର ଯାଞ୍ଚ କରୁଥିବା ଓସିୱାରା ପୋଲିସ […]

ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ସନ୍ଧ୍ୟାରେ ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ

ମୁମ୍ବାଇ, ୦୧/୦୪: ଚଳିତ ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍‌ସ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ ହେବା ପରେ ନାଇଟ୍‌ ରାଇଡର୍ସ ପୁଣି ଥରେ ବିଜୟକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍‌ସ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଜାରି ରଖିବାକୁ ପ୍ରସ୍ତୁତ ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ପରେ ପଞ୍ଜାବ କିଙ୍ଗ୍‌ସର ମନୋବଳ ଦ୍ୱିଗୁଣିତ ରହିଛି […]

ଖେଳ ଦେଶ ବିଦେଶ

ବିଶାଳ ଛକା ମାରିଲେ ଆୟୁଷ ବଦୋନୀ, ପ୍ୟାଭିଲିୟନରେ ବସିଥିବା ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍…

ନୂଆଦିଲ୍ଲୀ, ୦୧।୦୪ : ଆଇପିଏଲ ୨୦୨୨ରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମୁକାବିଲା । ମ୍ୟାଚରେ ଲକ୍ଷ୍ନୌ ୬ ଓ୍ୱିକେଟରେ ଚେନ୍ନାଇକୁ ପରାସ୍ତ କରିଥିଲା । ଏହା ଚଳିତ ସିଜିନରେ ଲକ୍ଷ୍ନୌର ପ୍ରଥମ ବିଜୟ । ରୋମାଞ୍ଚକର ମୁକାବିଲା ମ୍ୟାଚରେ ଲକ୍ଷ୍ନୌ ଟିମକୁ ଜିତିବାକୁ ଶେଷ ୧୨ ବଲରେ ୩୪ ରନ୍ ଦରକାର ଥିଲା । ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ୧୯ତମ ଓଭର ବୋଲିଂ କରିବାକୁ […]