ମାଓ ଅଧ୍ୟୁଷିତ ଗାଁ ସାପମୁଣ୍ଡର କାହାଣୀ: ‘ଯବାନ ଜଗିଛନ୍ତି ବୋଲି ଶାନ୍ତିରେ ଶୋଉଛୁ’
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମାଓପ୍ରବଣ ବ୍ଲକ୍ ଭିତରେ ରହିଛି ଖପ୍ରାଖୋଲ। ଏଠାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ବର୍ଷତମାମ ସକ୍ରିୟ ରହିଛନ୍ତି ମାଓବାଦୀ। ଗନ୍ଧମାର୍ଦ୍ଦନର ପାଦଦେଶରେ ମାଓ ଅଧ୍ୟୁଷିତ ଗାଁ ‘ସାପମୁଣ୍ଡ’। ନାଁ ଯେମିତି, ଗାଁକୁ ରାସ୍ତା ବି ସେମିତି। ଅର୍ଥାତ୍, ଖପ୍ରାଖୋଲରୁ ୧୪ କିଲୋମିଟର ଅଙ୍କାବଙ୍କା ରାସ୍ତା ଏବଂ ଘଞ୍ଚଜଙ୍ଗଲ ଦେଇ ଗଲେ ରହିଛି ଏହି ଗାଁ। ଏହି ମାଓପ୍ରବଣ ଗଁାର ଲୋକମାନେ କିଭଳି ସ୍ଥିତିରେ ଅଛନ୍ତି, ତାହାର ସ୍ଥିତି ପରଖିଥିଲା ‘ସମ୍ବାଦ’। ଯବାନ ଜଗିଛନ୍ତି ବୋଲି […]









