ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀରାମ ନବମୀ ଲାଗି ସାରା ରାଜ୍ୟ ଉତ୍ସବମୁଖର: ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ବର/ଓଡ଼ଗାଁ: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ମନ୍ଦିରରେ ଆଜି ଜାକଜମକରେ ପାଳିତ ହେଉଛି। ଓଡ଼ଗାଁର ପଵିତ୍ର ମାଟି ଅତ୍ରିମୁନି ଆଶ୍ରମରେ ରାମନବମୀ (ରାମଜନ୍ମ) ପାଳିତ ହେଉଛି। ଭକ୍ତମାନେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ ଉପଭୋଗ କରୁଛନ୍ତି। କରୋନା କଟକଣା ପାଇଁ ଦୁଇବର୍ଷ ହେବ ଏହି ଉତ୍ସବ ପାଳନ ବନ୍ଦ ଥିବାରୁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି। ରାଜଧାନୀର ରାମ ମନ୍ଦିରରେ ଶ୍ରୀରାମ ନବମୀ ଲାଗି ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଥର ବାଲେଶ୍ବରରେ ପବିତ୍ର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଦ୍ରକ ରାମ ନବମୀ; କଡ଼ା ସୁରକ୍ଷା ବଳୟ ଭିତରେ ହେବ ନଗର ସଂକୀର୍ତ୍ତନ, ୪୦ ପ୍ଲାଟୁନ ଫୋର୍ସ ମୃତୟନ

ଭଦ୍ରକ ୪/୧୦: ଆଜି ଐତିହାସିକ ଶ୍ରୀରାମ ନବମୀ। ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଭଦ୍ରକ ସହରର ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ଯଜ୍ଞର ଆଜି ପୂର୍ଣ୍ଣାହୁତି ହେବ। ଶେଷ ଦିନରେ ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମେଢ଼ଗୁଡ଼ିକ ନେହେରୁ ଷ୍ଟାଡିୟମ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତ୍ତନରେ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାହି ଯାତକୁ ଶୃଙ୍ଖଳିତର ସହ କରିବାକୁ ପ୍ରୟାସ

ପୁରୀ ୧୦/୦୪; ଆଜି ଶ୍ରୀମନ୍ଦିର ଓ ପୁରୀରେ ଥିବା ବିଭିନ୍ନ ରାମ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଦିନ ତମାମ ଲାଗି ରହିଥିଲା ଭକ୍ତଙ୍କ ସମାଗମ। ସେହିପରି ରାମନବମୀ ଅବସରରେ ପୁରୀରେ ଆଜିଠାରୁ ଆରମ୍ଭ ହେଉଛି ପାରମ୍ପରିକ ସାହିଯାତ।ଏପଟେ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଟ୍ରମା କେୟାର୍‌ ଚିକିତ୍ସା: ଗୋଟିଏ ମା‌ସରେ ୮୩ ମୃତ

କଟକ: ରାଜ୍ୟରେ ଟ୍ରମା କେୟାର୍‌ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସରକାରୀ ବ୍ୟବସ୍ଥାରେ ମେଡିକାଲ୍‌ କଲେଜ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଟ୍ରମା ରୋଗୀଙ୍କ ତତ୍କାଳ ଚିକିତ୍ସା ପାଇଁ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ଟଙ୍କାରେ ‘ଗୋଲଡେନ୍‌ ଆୱାର’ ୪୮ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଗଲା ଫେବ୍ରୁଆରି ମାସରେ ୩୬ଟିରୁ ୧୯ଟି ମେଡିକାଲ୍‌ କ‌ଲେଜ ଓ […]

ଧର୍ମ ରାଜ୍ୟ

ଧର୍ମଶାଳାରେ ଅଷ୍ଟାବିଂଶତି ବାର୍ଷିକ ମହୋତ୍ସବ ଓ ରାମ କଥା କାର୍ଯ୍ୟକ୍ରମ ଉଦଘାଟିତ

ଚଣ୍ଡିଖୋଲ ୧୦।୦୪ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆସ୍ଥିତ ମଧୁକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରାମଚରିତ ମାନସ ଅଷ୍ଟାବିଂଶତି ବାର୍ଷିକ ମହୋତ୍ସବ ଓ ରାମ କଥା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଭବ୍ୟ ସମାରୋହକୁ ସନ୍ଥ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଏହାସହ ସଜ୍ଜନ ମଣ୍ଡଳୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ପଣ୍ଡିତ ବିଜୟ କୁମାର କରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସନ୍ଥ ସତ୍ୟ ଚୈତନ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨୨୫ ଟଙ୍କାରେ କୋଭାକ୍ସିନ, କୋଭିସିଲ୍ଡ

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ଆସନ୍ତାକାଲି (ରବିବାର)ଠାରୁ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଟିକାର ମୂଲ୍ୟ ହ୍ରାସ ନେଇ ଆଜି ଘୋଷଣା ହୋଇଛି। କୋଭିସିଲ୍‌ଡ ଟିକା ପାଇଁ ଲୋକଙ୍କୁ ଆଉ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହି ଟିକାର ମୂଲ୍ୟ ଆଜି ୨୨୫ ଟଙ୍କାକୁ ହ୍ରାସ କରାଯାଇଛି। ଘରୋଇ ହସ୍ପିଟାଲମାନଙ୍କରେ କୋଭିସିଲ୍‌ଡ ୨୨୫ ଟଙ୍କାରେ ଏଣିକି ଉପଲବ୍ଧ ହେବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର […]

ରାଜ୍ୟ ସ୍ୱାସ୍ଥ୍ୟ

ନନ୍ଦନକାନରେ ବାଘ ଛୁଆ ରକି ଅସୁସ୍ଥ; ଚାଲିଛି ଚିକିତ୍ସା

ବାରଙ୍ଗ: ବାଘ ଛୁଆ ରକି ଅସୁସ୍ଥ। ନନ୍ଦ ନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇ ପଡ଼ିଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ ଭେଟନାରୀରେ ଥିବା ଏକ ସୂତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି। ସାଲାଇନ ସହିତ ଆଣ୍ଟିବାୟୋଟିକ୍ ମେଡିସିନ ମଧ୍ୟ ଦିଆଯାଉଛି। ୨୦୨୧ ମାର୍ଚ୍ଚ ମାସ ୨୮ ତାରିଖରେ ବାଘଛୁଆ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ

ନ୍ୟୁୟର୍କ: ଏବେ ବିଶ୍ବରେ ପ୍ରତିଦିନ ଦେଢ଼ ନିୟୁତ ନୂଆ ସଂକ୍ରମଣ ହେଉଛି। ଏସିଆ ମହାଦେଶରେ ବଡ଼ ସଂକ୍ରମଣ ହେଉଛି। ୟୁରୋପରେ ନୂଆ ଲହର ଦେଖାଦେଇଛି। କେତେକ ଦେଶରେ ମୃତ୍ୟୁ ହାର ଅଧିକ ରହୁଥିବା ବି ରିପୋର୍ଟ ମିଳିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି। ତେଣୁ କୋଭିଡ୍-୧୯ ଦୁର୍ବଳ ହୋଇଗଲାଣି […]

ଧର୍ମ ରାଜ୍ୟ

ଆଜି ପବିତ୍ର ଅଶୋକାଷ୍ଟମୀ, ରଥରେ ବସି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର ୦୯।୦୪: ଆଜି ପବିତ୍ର ଅଶୋକାଷ୍ଟମୀ । ଭକ୍ତ ଭଗବାନଙ୍କର ହେବ ଭେଟ । ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା । ଖବର ଅନୁଯାୟୀ, ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ଯାଇଛି । ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୫ ଦିନ ଧରି […]

ଖେଳ ଦେଶ ବିଦେଶ

କୋରିଆ ଓପନ୍‌ ସେମିରେ ସିନ୍ଧୁ, ଶ୍ରୀକାନ୍ତ

ସୁଞ୍ଚିଅନ୍‌: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା କୋରିଆ ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ୨୧-୧୦ ଓ ୨୧-୧୬ରେ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ପରାସ୍ତ କରିଥିଲେ। ବୁସାନାନ୍‌ଙ୍କ ବିପକ୍ଷରେ ସିନ୍ଧୁଙ୍କ ଏହା ୧୭ତମ ବିଜୟ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା କୋରିଆର ଆନ୍‌ ସିୟଙ୍ଗଙ୍କ ସହ ହେବ। ସେହିପରି […]