ଦେଶ ବିଦେଶ ମନୋରଞ୍ଜନ

ନିଜ ବାପାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଲେ ଶାହରୁଖ, କହିଲେ- ‘ଜୀବନରେ କେବେ ତାଙ୍କ ଭଳି ହେବିନାହିଁ’

ମୁମ୍ବାଇ ୧୨।୪: ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତା ହେଉଛନ୍ତି ଶାହରୁଖ ଖାନ୍ । ସେ ଆଜି ଯେଉଁଠି ପହଞ୍ଚିଛନ୍ତି ତାହା କେବଳ ତାଙ୍କ ଦୃଢ ଇଚ୍ଛା ଶକ୍ତି ଏବଂ ପରିଶ୍ରମ ପାଇଁ । ଶାହରୁଖଙ୍କ ପାଇଁ ଧନ ସମ୍ପତ୍ତିର ଅଭାବ ନାହିଁ । ଯେଉଁଥି ପାଇଁ ସେ ଆଜି ରାଜା ଭଳି ଜୀବନ ଅତିବାହିତ କରୁଛନ୍ତି । ନିକଟରେ ଶାହରୁଖ ତାଙ୍କ ବାପାଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କେବେବି […]

ଖେଳ ଦେଶ ବିଦେଶ

ଆଇପିଏଲ୍‌: ରୋମାଞ୍ଚକ ବିଜୟ ସହ ରାଜସ୍ଥାନ ଶୀର୍ଷରେ

ମୁମ୍ବାଇ: ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ରବିବାର ୩ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ୧୨୬ ରନ୍‌ରେ ୮ ୱିକେଟ୍ ହରାଇ ପରାଜୟ ଦ୍ବାର ଦେଶରେ ଥିଲା। ତେବେ ମାର୍କସ ଷ୍ଟୋଇନିସ୍ ମାତ୍ର ୧୭ ବଲ୍‌ରୁ ୩୮ ରନ୍‌ର ପାଳି ଖେଳି ଏହି ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍‌ର ଦରକାର ଥିଲା ବେଳେ ପ୍ରଥମ ୪ […]

ରାଜ୍ୟ ସ୍ୱାସ୍ଥ୍ୟ

ବାଇକ୍‌ରେ ଝିଅର ଶବ ବୋହିଲେ ବାପା: ରକ୍ତ ଯୋଗାଡ଼ ହୋଇପାରିଲାନି, କଅଁଳ ବୟସରୁ ଝଡ଼ିଗଲେ

ମାଲକାନଗିରି: ପ୍ରଥମେ ରକ୍ତ ମିଳିଲାନି। ତେଣୁ ଅକାଳରେ ଚାଲିଗଲା ୪ବର୍ଷର ଜୀବନ। ଏହାପରେ ମିଳିଲାନି ଆମ୍ବୁଲାନ୍ସ। ତେଣୁ ବାଇକ୍‌ରେ ଗାଁ ପର୍ଯ୍ୟନ୍ତ ଗଲା ଶବ। ମାଲକାନଗିରି ଜିଲ୍ଲା ମହକୁମାରେ ଏଭଳି ଗୋଟିଏ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ୍‌ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ତୋଙ୍ଗଗୁଡ଼ା ଗାଁର ଇର୍ମା ମାଢ଼ିଙ୍କ ୪ବର୍ଷର ଝିଅ ରଶ୍ମି ମାଢ଼ି ଗତକାଲି ଗୁରୁତର ଅସୁସ୍ଥ ହୋଇଥିଲା। ତେଣୁ ଗତକାଲି ହିଁ ଇର୍ମା ଝିଅକୁ ଆଣି ମାଲକାନଗିରି ଜିଲ୍ଲା […]

ମନୋରଞ୍ଜନ ରାଜ୍ୟ

‘ଆହେ ନୀଳଶଇଳ’ ଉଦ୍‌ଯାପିତ: ଟିକେଟ୍‌ କିଣି ନାଟକ ଦେଖିବାର ପ୍ରବୃତ୍ତି ଜାଗ୍ରତ ହେଉ

ଭୁବନେଶ୍ବର: ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ୪ ଦିନ ଧରି ମଞ୍ଚସ୍ଥ ହୋଇଥିବା ନାଟକ ‘ଆହେ ନୀଳଶଇଳ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ସଂଧ୍ୟାରେ ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ମିତେଶ ଖିମ୍‌ଜୀ, ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଏହି ନାଟକ, ଦର୍ଶକଙ୍କୁ ଜଗନ୍ନାଥଙ୍କ ସହ ଯୋଡ଼ିଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ହରିୟାଣା ଓ ଗୁଜରାଟରେ ନୂଆ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ: ଗତ ସପ୍ତାହରେ ସାତଦିନ ଭିତରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଦୈନିକ କୋଭିଡ୍ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି, ଯଦିଓ ସାରା ଦେଶରେ ଗତ ଦୁଇବର୍ଷ ଭିତରେ ସଂକ୍ରମଣ ହାର ଏବେ ସର୍ବନିମ୍ନ ସ୍ତରରେ ରହିଛି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଶନିବାର ଦିଲ୍ଲୀରେ ୧୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭିଟି ହାର ୧.୫୫ ପ୍ରତିଶତ ରହିଥିଲା। ଏଥି ସହ ଜାତୀୟ ରାଜଧାନୀର ମୋଟ ସଂକ୍ରମଣ ସଂଖ୍ୟା ୧୮,୬୬,୧୦୨କୁ ବୃଦ୍ଧି ପାଇଥିଲା। […]

ଦେଶ ବିଦେଶ ମନୋରଞ୍ଜନ

ଯୁଦ୍ଧକୁ ନେଇ ଚିନ୍ତାରେ ଦେଶୀଗାର୍ଲ; ଜତେଇଲେ ସହାନଭୂତି, ବିଶ୍ୱନେତାଙ୍କୁ କଲେ ଅପିଲ୍‌

ମୁମ୍ବାଇ ୧୦/୦୪ : ଦେଢ଼ମାସ ପାଖାପାଖି ଋଷ୍‌ ୟୁକ୍ରେନ ଯୁଦ୍ଧ। ବିଗିଡୁଛି ୟୁକ୍ରେନ୍‌ର ସ୍ଥିତି । ପ୍ରଭାବିତ ଅନେକ ଦେଶ। ପୂରା ବିଶ୍ୱ ଅସ୍ତବ୍ୟସ୍ତ। ଯୁଦ୍ଧ ରୋକିବାକୁ ଓ ୟୁକ୍ରେନ୍‌ ବାସୀଙ୍କୁ ସାହାଯ୍ୟ ପାଇଁ ସମସ୍ତେ କରୁଛନ୍ତି ନିବେଦନ। ଏଥିରୁ ବାଦ୍ ପଡ଼ି ନାହାନ୍ତି ବଲିଉଡ୍‌ ଦେଶୀ ଗାର୍ଲ। ଚିନ୍ତା ପ୍ରକଟ କରି ଖୋଲିଛନ୍ତି ମୁହଁ । ପୂର୍ବରୁ ପ୍ରିୟଙ୍କା ଅନେକ ଗୁରୁତ୍ୱ ପ୍ରସଙ୍ଗ ଉପରେ ନିଜ ରାୟ ଦେଇଛନ୍ତି । ଏବେ ପୁଣି ଋଷ-ୟୁକ୍ରେନ୍‌ ଯୁଦ୍ଧକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଇଲାଣି XE ଭ୍ୟାରିଏଣ୍ଟ; ମୁମ୍ବାଇରେ ପୁଣି ଜଣେ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: ଚିନ୍ତା ବଢ଼ାଇଲାଣି XE ଭ୍ୟାରିଏଣ୍ଟ। ମୁମ୍ବାଇରେ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇର ସାନ୍ତାକ୍ରୁଜ୍‌ରେ ଠାରେ ୬୭ ବର୍ଷୀୟ ବ୍ୟକ୍ତି ଏକ୍ସଇ ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏନେଇ ବୃହନମୁମ୍ବାଇ ନଗର ନିଗମ ସୂଚନା ଦେଇଛି। ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କର କୌଣସି କାମରେ ମାର୍ଚ୍ଚ ୧୧ ତାରିଖରେ ବଡ଼ୋଦରା ଯାଇ ଏକ ହୋଟେଲ୍‌ରେ ମିଟିଂରେ ଯୋଗ ଦେଇଥିଲେ। ଏହାପରେ ତାଙ୍କ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ କରାଇବାରୁ ପଜିଟିଭ୍ ଚିହ୍ନଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହାରୁଛି କରୋନା, ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୮ କରୋନା ପଜିଟିଭ୍

ଭୁବନେଶ୍ୱର ୧୦।୦୪ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୪୨ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । […]

ଖେଳ ରାଜ୍ୟ

ଜାତୀୟ ହକି: ଓଡ଼ିଶା ୪, ହରିୟାଣା ୪

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚାଲିଥିବା ଦ୍ବାଦଶ ବରିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଶନିବାର ଚତୁର୍ଥ ଦିବସରେ ହକି ହରିୟାଣା ସହ ମ୍ୟାଚ୍‌ ଅମୀମାଂସିତ ରଖି ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପଏଣ୍ଟ ଭାଗ କରିଛି। ପୁଲ୍‌-ଏଚ୍‌’ର ଏହି ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା। ହରିୟାଣା ପାଇଁ ପଙ୍କଜ (୧ ଓ ୩୩ ମିନିଟ୍‌) ଏବଂ ଦୀପକ (୧୯ ଓ ୫୬ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ କରିଥିଲା ବେଳେ ଓଡ଼ିଶା ପକ୍ଷରୁ ଅମନଦୀପ ଲାକ୍ରା […]

ଖେଳ ଦେଶ ବିଦେଶ

ଚେନ୍ନାଇ ଓ ମୁମ୍ବାଇର ଚତୁର୍ଥ ପରାଜୟ: ହାଇଦ୍ରାବାଦ ଖାତା ଖୋଲିଲା

ମୁମ୍ବାଇ: ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଚଳିତ ସଂସ୍କରଣରେ ଲଗାତାର ୪ ପରାଜୟ ବରଣ କରିଛି। ରବୀନ୍ଦ୍ର ଜାଦେଜାଙ୍କ ନେତୃତ୍ବରେ ନୂଆ ଋତୁ ଅଭିଯାନ ଆରମ୍ଭ କରିଥିବା ଏହି ଅନ୍ୟତମ ସଫଳ ଦଳକୁ ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଅତି ସହଜରେ ୮ ୱିକେଟ୍‌ରେ ହରାଇ ଦେଇଛି। ଏଥି ସହ ଚେନ୍ନାଇ ପଏଣ୍ଟ ଟେବୁଲ୍‌ ଶେଷ ୨ ସ୍ଥାନରେ ରହି ଲଜ୍ଜିତ ହୋଇଛି। ଅନ୍ୟପକ୍ଷରେ କେନ୍‌ ‌ୱିଲିୟମ୍‌ସନ୍‌ଙ୍କ ଦଳ ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ସହ […]