ଖେଳ ଦେଶ ବିଦେଶ

ଚହଲଙ୍କ ପ୍ରଶଂସାରେ ଶତମୁଖ ମାଲିଙ୍ଗା : କହିଲେ- ‘ଲେଗ୍ ସ୍ପିନର ହିଁ ମ୍ୟାଚ୍ ଓ୍ୱିନର୍’

ନୂଆଦିଲ୍ଲୀ, ୧୯/୦୪: ଚଳିତ ଆଇପିଏଲର ୩୦ ତମ ମୁକାବିଲାରେ ହ୍ୟାଟ୍ରିକ୍ ନେଇଛନ୍ତି ୟୁଜବେନ୍ଦ୍ର ଚହଲ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଚହଲ କୋଲକାତା ନାଇଟ ରାଇଡର୍ସର ୫ ବ୍ୟାଟରଙ୍କୁ ଶିକାର କରିଛନ୍ତି ।ଚହଲଙ୍କ ପାଇଁ ରାଜସ୍ଥାନ କୋଲକାତାକୁ ୭ ରନରେ ମାତ୍ ଦେଇଥିଲା । ତେବେ ଏହି ଲେଗ ସ୍ପିନରଙ୍କୁ ସଫଳତା ପାଇଁ ପ୍ରଶଂସା କରିଛନ୍ତି କିମ୍ବଦନ୍ତୀ ବୋଲର ଲସିଥ ମାଲିଙ୍ଗା । ୩୧ ବର୍ଷୀୟ ଚହଲଙ୍କ ପ୍ରଦର୍ଶନ ବାବଦରେ ରାଜସ୍ଥାନ ବୋଲିଂ କୋଚ୍ ମାଲିଙ୍ଗା […]

ଦେଶ ବିଦେଶ ମନୋରଞ୍ଜନ

ଚାଷ କରିବାକୁ ପସନ୍ଦ କରନ୍ତି ଏହି ୧୦ ସେଲିବ୍ରେଟି

ନୂଆଦିଲ୍ଲୀ ୧୯/୦୪: ସେଲିବ୍ରେଟିଙ୍କ ସାଇଡ୍‌ ବିଜ୍‌ନେସ୍। କୋଟି କୋଟି ଟଙ୍କା ରୋଜଗାର କରନ୍ତି ସେଲିବ୍ରେଟି ମାନେ। ଫିଲ୍ମରୁ ଭଲ ରୋଜଗାର ହୁଏ।ତତାପି ରହିଛି ସାଇଡ୍‌ ବିଜ୍‌ନେସ୍‌। ଅନେକ କଳାକାରଙ୍କର ହୋଟେଲ୍‌ ଥିବା ବଳେ କିଛି ସେଲିବ୍ରେଡି ଡ୍ରେସ୍‌ ଏବଂ କସମେଟିକ୍‌ ବ୍ରାଣ୍ଡ ଚଳାନ୍ତି। କିନ୍ତୁ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅଭିନୟ ସହ ଚାଷ କରିବାକୁ ପସନ୍ଦ କରନ୍ତି। କିଏ ଘରେ ତ କିଏ ପାର୍ମ ହାଉସରେ କରନ୍ତି କ୍ଷେତ। ଆଜି ସେମିତି ଚାଷକୁ ଭଲ […]

ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ଥର ବର ସାଜିବେ ନାଗା ଚୈତନ୍ୟ, ଜାଣନ୍ତୁ କାହାକୁ କରିବେ ବିବାହ

ନୂଆଦିଲ୍ଲୀ ୧୯।୦୪ : ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ।ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ହଠାତ୍‌ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ବର୍ତ୍ତମାନ ଦୁହିଁଙ୍କ ଅଲଗା ହେବା ଦୀର୍ଘ ଦିନ ହେଲାଣି। ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ତାହାକୁ ଶୁଣି ପ୍ରଶଂସକଙ୍କ ସହ ସାମନ୍ଥାଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିପାରେ। ମିଡିଆ ରିପୋର୍ଟ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସୌର ଶକ୍ତିରେ ପରିଚାଳିତ ହେବ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭୁବନେଶ୍ବର: ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଣିକି ସୌର ଶକ୍ତିରେ ପରିଚାଳିତ ହେବ। କାର୍ବନ ନିର୍ଗମନକୁ କମାଇବା ସହିତ ସବୁଜ ଶକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏ ପରିପ୍ରେକ୍ଷୀରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନର ଛାତ ଉପରେ ‌ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ସ୍ବାସ୍ଥ୍ୟାନୁଷ୍ଠାନରେ ହେବାକୁ ଥିବା ଏହି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦ୍ବନ୍ଦ୍ବ ସୃଷ୍ଟି କରୁଛି ଗ୍ରୀଷ୍ମ ଛୁଟି ବିଜ୍ଞପ୍ତି: ଘରୋଇ ସ୍କୁଲ ସମ୍ପର୍କରେ କୁହାଯାଇନି

ଭୁବନେଶ୍ବର: ଗ୍ରୀଷ୍ମ ଛୁଟିରେ ଖୋଲାରହିବ ସ୍କୁଲ। ପିଲା ଆସିବେ। ପାଠ ପଢ଼ିବେ। କରୋନା ସମୟରେ ପ୍ରଭାବିତ ହୋଇଥିବା ବିଷୟଗୁଡ଼ିକୁ ପଢ଼ାଯିବ। ବ୍ରିଜ୍‌ କୋର୍ସ ମାଧ୍ୟମରେ ପିଲାଙ୍କ ଶିକ୍ଷଣ ଦକ୍ଷତା ବଢ଼ାଯିବ। ସକାଳ ୬ଟାରୁ ୯ଟା ଯାଏ କ୍ଲାସ ହେବ। ପିଲାମାନେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବେ। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଆଖିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଗଲେ। ନିର୍ଦେଶନାମା ଜାରି କରି ନାମଲେଖା ସମୟ, ନୂତନ ଶିକ୍ଷାବର୍ଷ, ପାଠପଢ଼ା ଶୈଳୀ ଆଦି ସମ୍ପର୍କରେ କୁହାଗଲା। […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟର ୮ ଜିଲ୍ଲାରୁ ୧୩ କରୋନା ପଜିଟିଭ ଚିହ୍ନଟ, ୨ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ଗତକାଲି ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ମାତ୍ର ୮ଟି ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ […]

ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ରୟାଲ୍ସ ବନାମ ଟାଇଟନ୍ସ : ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଟିମ୍ ହାର୍ଦ୍ଦିକ

ମୁମ୍ବାଇ,୧୪/୦୪: ଆଇପିଏଲ୍‌ର ୨୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ରହିଛି । ରୟାଲ୍ସ ଦଳ ୪ମ୍ୟାଚ୍‌ରୁ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ଟାଇଟନ୍ସ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ଟାଇଟନ୍ସ ଚତୁର୍ଥ ସ୍ଥାନରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରିକଜୋଭିକ୍‌ ଓପନ ଚେସ ଚାମ୍ପିଅନ ପ୍ରଜ୍ଞାନନ୍ଦା : ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ,୧୪/୦୪: ଆଇସଲ୍ୟାଣ୍ଡର ରିକଜୋଭିକରେ ଅନୁଷ୍ଠିତ ରିକଜୋଭିକ୍‌ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତର ଚର୍ଚ୍ଚିତ ଯୁବ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ୯ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନନ୍ଦା ମୋଟ୍‌ ୭.୫ ପଏଣ୍ଟ ହାସଲ କରିଥିଲେ । ଚୂଡ଼ାନ୍ତ ରାଉଣ୍ଡରେ ସେ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ପରାସ୍ତ କରିଥିଲେ । ପ୍ରଜ୍ଞାନନ୍ଦାଙ୍କୁ ହରାଇବା ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରେ ଅସମ୍ଭବ ସାବ୍ୟସ୍ତ ହୋଇଥିଲା । ସେ ମୋଟ୍‌ ୬ଟି ମ୍ୟାଚ୍‌ ଜିତିଥିଲେ ଓ […]

ଖେଳ ଦେଶ ବିଦେଶ

ବ୍ୟାନ୍‌ ହେବେ କି ରୋହିତ ଶର୍ମା ? ଆଉ ଗୋଟିଏ ଭୁଲ୍‌ ପଡିପାରେ ମହଙ୍ଗା

ମୁମ୍ୱାଇ ୧୪/୦୪: ଆଇପିଏଲ୍ ୨୦୨୨ରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ନିରାଶାଜନକ ପ୍ରଦର୍ଶନ ଦେଇଛି । ଯାହାକି ଫ୍ୟାନ୍ସ ମହଲରେ ବେଶ୍ ନିରାଶା ଭାବ ସୃଷ୍ଟି କରିଛି । ସିଜନ ୧୫ରେ ୫ ଟି ମ୍ୟାଚ୍ ଖେଳିଥିବା MI, ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି । ବୁଧବାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଙ୍କ ହାତରେ ଦଳ ୧୨ ରନ୍‌ର ପରାଜୟ ବରଣ କରିଛି । ଏହି ସିଜନରେ ମୁମ୍ବାଇର କ୍ରମାଗତ ପଞ୍ଚମ ପରାଜୟ । ତେବେ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ: ଉତ୍ତରଦ୍ବାରରେ ଖୋଳା ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ଖୁବଶୀଘ୍ର ନବଗଠିତ ବିଧାନସଭା ଗୃହ କମିଟି ଏହାର ଅନୁଧ୍ୟାନ ପାଇଁ ଆସିବ ବୋଲି ଘୋଷଣା ସରିଲାଣି। ଏହା ସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ନିର୍ମାଣ ଓ ଖନନ କାର୍ଯ୍ୟ ଅଟକିନି। ଅନୁଧ୍ୟାନ ପୂର୍ବରୁ ଯେଉଁ ଠିକା ସଂସ୍ଥା ପଶ୍ଚିମ ଦ୍ବାର, ଦକ୍ଷିଣ ଦ୍ବାର ଓ ଦକ୍ଷିଣ ଓ ପୂର୍ବ ଦ୍ବାର କୋଣରେ ଖନନ କରୁଥିଲା, ସେ ଏବେ ଉତ୍ତରଦ୍ବାରରେ ଖନନ କାର୍ଯ୍ୟ ଆରମ୍ଭ କରିଛି। […]