ଜିନୋମ ସିକ୍ୟୁଏନସିଂରୁ ବଡ଼ ଖୁଲାସା: ଦିଲ୍ଲୀରେ ସଂକ୍ରମଣ ବଢ଼ାଉଛି ଓମିକ୍ରନର ୯ଟି ଉପପ୍ରଜାତି
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖି ଦିଲ୍ଲୀ ସରକାର ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏଭଳି ହଠାତ୍ ସଂକ୍ରମଣ ବୃଦ୍ଧି ପଛର କାରଣ ଜାଣିବା ପାଇଁ କରୋନା ଆକ୍ରାନ୍ତଙ୍କ ସ୍ବାବର ଜିନୋମ ସିକ୍ୟୁଏନସିଂ କରାଯାଇଥିବା ବେଳେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଓମିକ୍ରନର ୯ଟି ଉପପ୍ରଜାତି ପାଇଁ ଦିଲ୍ଲୀରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିବା ଜିନୋମ […]