କରୋନା ଚିନ୍ତା ବଢ଼ାଇଲେଣି ୧୨ ରାଜ୍ୟ, ଦିଲ୍ଲୀରେ ଗୃହ ସଙ୍ଗରୋଧ ରୋଗୀଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତବେଗରେ ବଢ଼ିବା ଆରମ୍ଭ ହୋଇଛି। ଗତ ସପ୍ତାହକରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ହୋଇଯାଇଛି। ଦେଶରେ ୧୨ଟି ରାଜ୍ୟ ରହିଛି ଯେଉଁଠି କରୋନା ସଂକ୍ରମଣ ଅଧିକ ବେଗରେ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କିଛି ସହର ମଧ୍ୟ ସାମିଲ ରହିଛି। ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୫୨୨ରେ ପହଞ୍ଚି ଯାଇଛି। କରୋନା ସଂକ୍ରମଣର ସାପ୍ତାହିକ […]