ବକ୍ସ ଅଫିସ୍ରେ ପୁଣି ଧମାଲ୍ କରିବ ସାଉଥ୍ ମୁଭି, ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ଦମ୍ଦାର ଫିଲ୍ମ
ନୂଆଦିଲ୍ଳୀ ୦୫।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍ କରୁଛି ସାଉଥ ମୁଭି । ଚାରିଆଡ଼େ ଗୋଟିଏ କଥା । କଣ ହେଇଛି ସାଉଥ୍ ଫିଲ୍ମର । କି ଆକ୍ସନ ଓ କି ଗୀତ । ବଲିଉଡ୍ ମୁଭି ଅପେକ୍ଷା ହଲ୍ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍ ଓ ଷ୍ଟାଇଲ୍ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । […]