ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବାଲେଶ୍ୱର ଜିଲ୍ଲାରେ ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ହାଉଜାଉ! ନାଁ’କୁ ତନାଘନା, କାର୍ଯ୍ୟାନୁଷ୍ଠାନ ଶୂନ

ବାଲେଶ୍ବର: ଶିକ୍ଷାରେ ଆଗୁଆ ଜିଲ୍ଲା କୁହାଯାଇଥିବା ବାଲେଶ୍ବରରେ ବି ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ଜାଲ ପ୍ରମାଣପତ୍ର ହାତେଇ ଶିକ୍ଷକତା କରୁଛନ୍ତି। ସରକାରଙ୍କ ପକ୍ଷରୁ ନକଲି ଶିକ୍ଷକ ଚିହ୍ନଟ ପାଇଁ ବାରମ୍ବାର ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଆସୁଥିଲେ ହେଁ କେବଳ ନାଁକୁ ମାତ୍ର ଯାଞ୍ଚ୍‌ କରାଯାଉଛି। ଏପରିକି ଗତ ୭/୮ ବର୍ଷ ପୂର୍ବରୁ ହୋଇଥିବା ଯାଞ୍ଚ୍‌ ରିପୋର୍ଟ ପୁଣିଥରେ ନୂଆ ରିପୋର୍ଟରେ ଯୋଡ଼ି ସରକାରଙ୍କୁ ପ୍ରଦାନ କରାଯାଉଛି। […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମୋବାଇଲ ଦୋକାନରୁ ଲୁଟିନେଲେ ୧୩ ସ୍ମାର୍ଟଫୋନ୍

ଚାନ୍ଦବାଲୀ ୦୬/୦୫ : ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଧିନସ୍ଥ ମତୋ ବଜାର ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଚୋରି । ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ଲୁଟିନେଇଛନ୍ତି ଲୁଟେରା । ଯାହାର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସି ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ମୋବାଇଲ ଦୋକାନୀ ରଶ୍ମିକାନ୍ତ ପଣ୍ଡା । ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡିରୁ ମାତ୍ର ୧୦୦ମିଟର ଦୂରରେ […]

ଅପରାଧ ରାଜ୍ୟ

ସ୍ତ୍ରୀଙ୍କୁ ହତ୍ୟା କଲେ ମଦ୍ୟପ ସ୍ଵାମୀ

ସମ୍ବଲପୁର: କ୍ଷେତରାଜପୁର ଥାନା ବେହେରାମୁଣ୍ଡାଠାରେ ମୁଣ୍ଡା ହୋଇଯାଇଥିବା ସିମେଣ୍ଟ ଛେଚି ସ୍ତ୍ରୀଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି। କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା(୨୫)। ୯ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ। ପିଣ୍ଟୁ ମଦ ପିଇ ସବୁବେଳେ ତାଙ୍କୁ ଗାଳିଗୁଲଜ ଓ ମାରପିଟ୍ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ କ୍ଷେତରାଜପୁର ସ୍ଥିତ ତାଙ୍କ ମା’ ଘରକୁ ୧୫ ଦିନ ତଳେ ଚାଲିଆସିଥିଲେ। ଗୁରୁବାର ବିଳମ୍ବିତ ରାତିରେ ଜୟମତି ଶୋଇଥିବା ବେଳେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

STF ପଞ୍ଝାରେ ବାଘ ଛାଲ ବେପାରି, ଟିକରପଡା-ସଇଁତଳା ରାସ୍ତା ନିକଟରୁ ବାଘ ଛାଲ ଜବତ

ଭୁବନେଶ୍ୱର ୦୬/୦୫ : STF କୁ ସଫଳତା । STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଟିକରପଡା-ସଇଁତଳା ରାସ୍ତା ନିକଟରୁ ଜବତ ହୋଇଛି ବାଘ ଛାଲ । ଗିରଫ ବ୍ୟକ୍ତି ଜଣଙ୍କ ଟିକରପଡା ଅଞ୍ଚଳର ଆଦିକନ୍ଦ ଘିୱାଲା । ଗତକାଲି ବଲାଙ୍ଗିର ଜଙ୍ଗଲରୁ ୬ ହାତୀ ଦାନ୍ତ ଜବତ କରିଥିଲା STF । ଗତ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୨୮ଟି ବାଘ […]

ଅପରାଧ ରାଜ୍ୟ

ବିଦେଶକୁ ଲମ୍ବିଛି ଜାଲ୍ ସିମ୍ ରାକେଟର ଚେର : ୩ ଅଭିଯୁକ୍ତଙ୍କୁ ଘନଘନ ଜେରା କରୁଛି କ୍ରାଇମବ୍ରାଞ୍ଚ୍

ଚନ୍ଦ୍ରଶେଖରପୁର, ୦୬/୦୫: ଜାଲ୍‌ ସିମ୍‌ ରାକେଟ୍‌ ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ବଡ଼ ସୁରାକ । ଅଭିଯୁକ୍ତମାନଙ୍କର ବିଦେଶୀ ସାଇବର ଦଲାଲଙ୍କ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଖୋଳତାଡ଼ ଜୋରଦାର ହୋଇଛି । ଏହି ଘଟଣାରେ ଗୁରୁବାର ଢେଙ୍କାନାଳ ଜିଲ୍ଲାରୁ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଏକ ମୋବାଇଲ କମ୍ପାନିର ସିମ୍‌ ଡିଷ୍ଟ୍ରିବ୍ୟୁଟର ସ୍ଥାନୀୟ ମୋଟଙ୍ଗା ଥାନା ଉପରପାଲ ଗାଁର ଅମିତାଭ ସାହୁ(୩୮) ଓ ସିମ୍‌ ରିଟେଲର୍‌ କାମାକ୍ଷାନଗର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋ ବୟଫ୍ରେଣ୍ଡକୁ ଛାଡିଦିଅ। ମୁଁ ଆଉ କାହାକୁ ବାହାହେବିନି।

ମୋ ବୟଫ୍ରେଣ୍ଡକୁ ଛାଡିଦିଅ। ମୁଁ ଆଉ କାହାକୁ ବାହାହେବିନି। ଯିବି ଯଦି କେବଳ ମଶାଣିକୁ। ଏତିକି କହି ଚିତ୍କାର କରି ଉଠୁଛି ପ୍ରେମିକା। କାନ୍ଦୁଛି… ଧୂଳିରେ ଗଡିପଡୁଛି। ଗାଡି ଆଗକୁ ଯାଉଛି ଏବଂ ପ୍ରେମିକ ବସିଥିବା ଗାଡିକୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରୁଛି। ବିଚ୍ଛେଦ ଯନ୍ତ୍ରଣାର ତୀବ୍ର ପ୍ରତିବାଦ। ଗାଡିରେ ବସିଛି ପ୍ରେମିକ।ପ୍ରେମିକାଠୁ ଦୂରେଇବା କଷ୍ଠରେ ପ୍ରେମିକର ମଧ୍ୟ ସମାନ ଅବସ୍ଥା। ପ୍ରେମିକା ପାଖକୁ ଯିବାକୁ ସେ ବି କାନ୍ଦୁଛି। ଲୋକେ ତାକୁ ଭିଡି ଧରିଛନ୍ତି। କନ୍ତୁ […]

ଦେଶ ବିଦେଶ ମନୋରଞ୍ଜନ

ନୋରାଙ୍କୁ ଡେଟ୍‌ କରୁଛନ୍ତି ଟେରେନ୍ସ ଲୁଇସ୍‌ ! କହିଲେ ନିଜ ମନର କଥା…

ନୂଆଦିଲ୍ଳୀ ୦୫।୦୫ : ବଲିଉଡ୍‌ ଇଣ୍ଟଷ୍ଟ୍ରୀର ହଟ୍‌ ଆଣ୍ଡ ବୋଲ୍ଡନେସ୍‌ ପାଇଁ ନୋରା ଫତେହି ବେଶ୍‌ ଜଣା ଶୁଣା । ନୋରା ତାଙ୍କ ଡ୍ୟାନ୍ସ ବଳରେ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନ୍ସ ଫୋଲର୍ସଙ୍କୁ ଦିୱାନ କରିଥାନ୍ତି । ନୋରା ଚମତ୍କାର ଡ୍ୟାନ୍ସ ଯୋଗୁଁ ଏକ ବିଶାଳ ପ୍ରଶଂସକ ସମୂହ ସୃଷ୍ଟି କରିଛନ୍ତି । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି ଜଣାଶୁଣା । କିନ୍ତୁ ତାଙ୍କର ଏକ ବୋଲ୍ଡନେସ୍‌କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁ ବେଳେ ଚର୍ଚ୍ଚା […]

ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌ ର ଇତିହାସ; ୧୨୧ ବର୍ଷ ପର୍ଯ୍ୟନ୍ତ ଖୋଳିଥିଲେ ସୁନା, ବାହାରି ଥିଲା ୯୦୦ ଟନ୍‌ ସୁନା

ମୁମ୍ବାଇ ୦୫/୦୫ : କେଜିଏଫ୍‌-୨ ସବୁଠି କରୁଛି ଧମାଲ୍‌। ରିଲିଜ୍‌ ହେବାର ୧୫ ଦିନ ପରେ ବି କମିନି କ୍ରେଜ୍‌। ରକିଂ ଷ୍ଟାର ରକି ଭାଇଙ୍କ ଜଲୱା ଏବେ ସବୁଠି। ତେବେ ଆପଣ କଣ ଜାଣିଛନ୍ତି କେଜିଏଫ୍‌ ଏକ ସତ କାହାଣୀ ଉପରେ ଆଧାରିତ। ଭାରତରେ ରହିଛି ସୁନା ଖଣିର ଖାଦାନ୍‌। ଯେଉଁଠୁ ରାଜା ମହାରାଜଠୁ ଇଂରେଜ୍ ପର୍ଯ୍ୟନ୍ତ ଲୁଟିନେଇଥିଲେ ସୁନା। ତେବେ ଆସନ୍ତୁ ସେହି ସୁନାର ଭଣ୍ଡାର ବିଷୟରେ ଜାଣିବା। ଭାରତକୁ କୁହାଯାଏ ସୁନାର ଖାଦାନ। […]

ଅପରାଧ ମନୋରଞ୍ଜନ

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ ଅକ୍ଷୟ : ଫ୍ୟାନ୍ସଙ୍କୁ ଦେଲେ ଧନ୍ୟବାଦ,ସେୟାର କଲେ ‘ପୃଥୀରାଜ୍‌’ର ରିଲିଜ୍‌ ଡେଟ୍‌

ନୂଆଦିଲ୍ଳୀ ୦୫।୦୫ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଖିଲାଡି’ ଭାବରେ ଜଣାଶୁଣା । ଅକ୍ଷୟ କୁମାର ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କ୍ୟାରିୟରର ୩୦ ବର୍ଷ ପୂରଣ କରିଛନ୍ତି। ଗତ ୩୦ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଏବଂ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରି ଆସିଛନ୍ତି। କେତେବେଳେ ହିଟ୍‌ ଫିଲ୍ମ ତ କେତେବେଳେ ଫ୍ଲପ୍‌ ଆଉ କେତେବେଳେ ରୋମାନ୍ସ ତ କେବେ କମେଡି ଏହା ସହ ଆକ୍ସନ୍ ଥ୍ରୀଲରରେ ଅକ୍ଷୟଙ୍କ […]

ଅପରାଧ ରାଜ୍ୟ

ଗାଁ ମେଳଣରେ ଅଘଟଣ, ଯୁବକଙ୍କ ବେକ କାଟିଦେଲା ଦୁର୍ବୁତ୍ତ

ଭୁବନେଶ୍ୱର ୦୫।୦୫ : ଯୁବକଙ୍କ ବେକ କାଟିଦେଲା ଦୁର୍ବୁତ୍ତ । ଗାଁ ମେଳଣ ବେଳେ ଯୁବକଙ୍କୁ ଏପରି ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ଚିକୁ ପାତ୍ରଙ୍କୁ କୌଣସି କାରଣରୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ଚିକଙ୍କୁ ବେକ କାଟିଦେଲା ଦୁର୍ବୁତ୍ତ । […]