ଅପରାଧ ରାଜ୍ୟ

ଏମିତି ଭିକାରିମୁକ୍ତ ଆମ ରାଜଧାନୀ: ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ

ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ସରକାର ଓ ବିଏମ୍‌ସି ପ୍ରଶାସନ ନିରନ୍ତର ପ୍ରୟାସ କରୁଛି ବୋଲି ଡିଣ୍ଡିମ ପିଟୁଛି। ଏବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ। ଏବେ ବି ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଳମାଳ ଭିକାରି ବୁଲୁଛନ୍ତି। ପ୍ରାୟ ୭ ଶହରୁ ଅଧିକ ଭିକାରି ରାଜଧାନୀର ବିଭିନ୍ନ ମାର୍କେଟ୍‌ ଅଞ୍ଚଳରେ ହାତ ପାତୁଥିବା ଦେଖିବାକୁ ମିଳିଛି ବୋଲି ଆକଳନ କରାଯାଇଛି। ପ୍ରଶାସନର ଲୋକ ଦେଖାଣିଆ […]

ଦେଶ ବିଦେଶ ମନୋରଞ୍ଜନ

ହିନ୍ଦୀ ଫିଲ୍ମ କରି ସମୟ ବର୍ବାଦ କରିବିନି: ବଲିଉଡ ମୋତେ ଅଫର୍ଡ କରିପାରିବନି, କାହିଁକି ଏମିତି କହିଲେ ସାଉଥ ସୁପରଷ୍ଟାର

ମୁମ୍ୱାଇ ୧୦/୦୫: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରି କଣ ସବୁଠି ତାଙ୍କ ଫ୍ୟାନ ଫଲୋଅର ଅଧିକ । ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ । ଏଥିପାଇଁ ସେ ଟଲିୁଡର ଏକ ଚର୍ଚ୍ଚିତ ତେହେରା । ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ଖୁବ ଚର୍ଚ୍ଚାରେ ଅଛନ୍ତି । ନିଜର ବଲିଉଡ ଡେବ୍ୟୁକୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମହେଶ ବାବୁ । ଗଣମାଧ୍ୟମକୁ ଉତ୍ତର […]

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ଧକ୍କା ଦେଲା ବାଇକ : ଚାଲିଗଲା ଆରୋହୀଙ୍କ ଜୀବନ

ପାଟଣା ୧୦।୦୫ : ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ତେନ୍ତଳା ଗାଁର ଭରତ ନାଏକଙ୍କ ପୁଅ ଶିରିଷ ନାଏକ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିହୁଆଁ ଛକ ନିକଟରେ ଘଟିଛି ଦୁର୍ଘଟଣା । […]

ଅପରାଧ ରାଜ୍ୟ

ବିଦ୍ୟାଳୟ ସମସ୍ୟା ନେଇ ବିଡ଼ିଓ ଙ୍କୁ ଭେଟିଲେ ସମିତି ସଭ୍ୟା

କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଖଜୁରୀପଡ଼ା ବିଦ୍ୟାଳୟ ଅନେକ ସମସ୍ୟା ମଧ୍ୟରେ ଗତିରୁଛି ଶ୍ରେଣୀ ଗୃହ ଭଙ୍ଗାରୁଜା ଅବସ୍ଥାରେ ରହିଛି । ପାନୀୟ ଜଳ ଏବଂ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଣି ର ସମସ୍ୟା ରହିଛି । ଫିରିଙ୍ଗିଆ ସମିତି ସଭ୍ୟା ମୈସୁମି ପ୍ରଧାନ ଏବଂ କୁଇ ସମାଜ ଯୁବ ନେତା ଉଦ୍ଧବ କହଁର ବିଦ୍ୟାଳୟ ପରିଦର୍ଶନ ରେ ଯାଇ ବିଦ୍ୟାଳୟ ର ଭିତ୍ତିଭୂମି ଦେଖିଥିଲେ । ଛାତ୍ର ଛାତ୍ରୀ ଶିକ୍ଷୟିତ୍ରୀ ଙ୍କ ସହ […]

ଅପରାଧ ରାଜ୍ୟ

ବିପଦ ସଙ୍କୁଳ ଅବସ୍ଥାରେ ଗଛ, ଭୟରେ ଅଞ୍ଚଳ ବାସୀ

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଛକ ନିକଟରେ ଥିବା ଏକ ବିରାଟ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରାୟ 50 ବର୍ଷ ର ଗଛ ହୋଇଥିବା ବେଳେ ଏହା ଡାଳ ଗଛ ମୂଳ ଶୁଖି ଯାଇ ଗଛଟି ମରି ଯାଇଛି । ବେଳେ ବେଳେ ପବନ ବେଗରେ କିଛି କିଛି ଶୁଖି ଯାଇଥିବା କାଠ କୁଡିକ ତଳେ ଖସି ପଡ଼ୁଥିବାରୁ ଭୟରେ ଅଞ୍ଚଳ ବାସୀ । ଏହି ଛକ ନିକଟରେ ପ୍ରତ୍ୟେକ ସପ୍ତାହ […]

ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ସମ୍ୱର ସିଂଘ ସହ ମାଂସ ଜବତ

କରଞ୍ଜିଆ ୧୦/୦୫: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଶିକାରୀ ଗିରଫ । ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ । ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଏଦେଲବେଡା ଏବଂ କାଶୀବେଡାର ୨ ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ଗିରଫ ଦୁଈ ଜଣ ଶିକାରୀ […]

ଶନିଦେବଙ୍କ କୋପ ଦୃଷ୍ଟିରେ ୯ଟି ରାଶି ଉପରେ ପଡିବ,ସତର୍କ ରୁହନ୍ତୁ

ମେଷ ଏହି ସପ୍ତାହରେ ଆପଣ କାର୍ଯ୍ୟରେ ଏବଂ ଘରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ପାଇଁ ପ୍ରସ୍ତୁତ ରୁହନ୍ତୁ | ବ୍ୟବସାୟିକ କାର୍ଯ୍ୟକଳାପ ସାଧାରଣ ପରି ଜାରି ରହିବ | ବିରୋଧୀମାନେ ସତର୍କ ରହିବାକୁ ଆବଶ୍ୟକ କରିବେ, ତେଣୁ ଆପଣ ଯେତେ ସମ୍ଭବ ଆଚରଣ କରି ହୃଦୟ ଜିତିବାକୁ ଚେଷ୍ଟା କରନ୍ତୁ | ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରନ୍ତୁ କିମ୍ବା ଜଣେ ସାଧୁଙ୍କୁ ଭେଟିବା, ଏହା ଆପଣଙ୍କ ମନକୁ ଶାନ୍ତି ଏବଂ ଆରାମ ପ୍ରଦାନ କରିବ | […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଆଉ ମାତ୍ର ୧ ଦିନ ପରେ ୫ଟି ରାଶିରେ ଭାଗ୍ୟର ଚାବି ଖୋଲୁଛି – ମିଳିବ ପ୍ରଚୁର ଧନ

ତେବେ 1 ଦିନ ପରେ ଆସନ୍ତା କାଲି ଠାରୁ ଶନି ଦଶା ରୁ ମୁକ୍ତି ପାଇବା ପାଇଁ ଜାଉଛନ୍ତି ଏହି 5 ଟି ରାଶି ର ଲୋକ ମାନେ ଆସନ୍ତା କାଲି ଠାରୁ ଗ୍ରହ ମାନଙ୍କର ଗତି ବିଧି ରେ କିଛି ପରିବର୍ତନ ଦେଖିବା ପାଇଁ ମିଳିବ । ଜାହା ଫଳ ରେ ଶନି ଦେବ ଏହି ରାଶି ମାନଙ୍କ ଉପରେ ପ୍ରଶନ୍ନ ହେବେ ,ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସେହି ଛଅ ଗୋଟି […]

ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଦୀର୍ଘ 41 ବର୍ଷ ପରେ ମହାଦେବ ହେଲେ ପ୍ରସନ୍ନ,ଏହି 4ଟି ରାଶି ଉପରେ କରିବେ ଧନ ବର୍ଷା

ଭଗବାନ ଶିବଙ୍କୁ ଶାସ୍ତ୍ରରେ ତ୍ରିଦେବ କୁହାଯାଏ | ଭଗବାନ ଶିବଙ୍କୁ ବିନାଶର ଦେବତା ମଧ୍ୟ କୁହାଯାଏ | ଏହିପରି ଭଗବାନ ଶିବଙ୍କର ସମୁଦାୟ 12 ଟି ନାମ ପ୍ରସିଦ୍ଧ | ଆଜି ଆମେ ଭଗବାନ ଶିବଙ୍କ ବିଷୟରେ କହୁଛୁ କାରଣ ଆଗାମୀ ଦିନରେ ଭଗବାନ ଶିବ ତାଙ୍କର ରାଶିର କିଛି ଅସୀମ ଅନୁଗ୍ରହକୁ ଗାଧୋଇବାକୁ ଯାଉଛନ୍ତି | ମହାକାଳଙ୍କ ଅନୁଗ୍ରହରେ ଏହି ରାଶିଫଳର ଭାଗ୍ୟ ବୃଦ୍ଧି ପାଉଛି | କେଉଁ 4 ଟି ରାଶିର ଚିହ୍ନ ଯାହା […]

ଅପରାଧ ରାଜ୍ୟ

କଲେଜ ନ ଯାଇ ହୋଟେଲରେ ପ୍ରେମିକ ସହ ବିତାଉଥିଲେ ସମୟ, ହଠାତ ଚାଲିଗଲା ପ୍ରେମିକାର ଜୀବନ

ବରଗଡ଼ ୦୯।୦୫: ପ୍ରେମିକାର ସନ୍ଦେହ ଜନକ ମୃତ୍ୟୁ । କଲେଜକୁ ନଯାଇ, ହୋଟେଲକୁ ଯାଇଥିଲେ । କିଛି ସମୟ ହୋଟେଲରେ ସମୟ ବିତାରଇଲେ ପ୍ରେମିକା-ପ୍ରେମିକ । ତାପରେ ଅଚାନକ ପ୍ରେମିକାର ହୋଇଗଲା ମୃତ୍ୟୁ । ଏଭଳି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ଆଗରେ ସତ ମାନିଛି ପ୍ରେମିକ । ବରଗଡ଼ ଗାଇସିଲେଟ୍‌ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଗାଇସିଲେଟ୍‌ ଥାନା ଅଞ୍ଚଳରେ […]