ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ କରିବା ପାଇଁ ରାତିରେ ଜଣେ ସାମ୍ବାଦିକ ରବି ଠେଲା ଯାଇଥିଲେ। ହେଲେ ଖଡ଼ିଆଳ ଥାନା ଆଗରେ କିଛି ଯୁବକ କୌଣସି କାରଣରୁ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ସାମ୍ବାଦିକଙ୍କୁ ଯୁବକମାନେ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଆକ୍ରମଣକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଥାନା ସାମନାରେ ଆକ୍ରମଣ ହୋଇଥିଲେ ମଧ୍ୟ […]