ବିଜେପିର ୩୩ ନୂଆ ଚେହେରା
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରେ ୩୩ ଜଣ ବର୍ତ୍ତମାନର ସାଂସଦଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ଆସାମରେ ୫ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନ୍ୟ ୬ ଜଣ ବର୍ତ୍ତମାନର ସାଂସଦ ଅଛନ୍ତି । ଛତିଶଗଡ଼ରେ ଦଳ ୪ ଜଣ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ଗୁଜରାଟରେ ବିଜେପି ୧୫ଟି ଲୋକସଭା ଆସନ ପାଇଁ […]









