ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍ ଖାଁ
ଇସ୍ଲାମାବାଦ୍: ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ତାଙ୍କ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ ସେ ଭିଡିଓ ରେକର୍ଡ କରିଛନ୍ତି ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଶନିବାର ଦିନ କହିଛନ୍ତି। ଯଦି ତାଙ୍କର କିଛି କ୍ଷତି ହୁଏ ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦେବେ ବୋଲି ସିଆଲ୍କୋଟ୍ରେ ଏକ ରାଲିରେ ଉଦ୍ବୋଧନ ଦେବାବେଳେ ସେ କହିଛନ୍ତି। ରାଲିରେ ଉଦ୍ବୋଧନ ଦେବା ବେଳେ […]