ଶ୍ରୀମନ୍ଦିର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ ବିଫଳ: ଥାନାରେ ବଙ୍ଗୀୟ ଯୁବକ ଅଟକ
ପୁରୀ: ଆଜି ଜଣେ ବଙ୍ଗୀୟ ଯୁବକ ରାକେଶ ହଜାରେ(୨୦) ଶ୍ରୀମନ୍ଦିର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତାଙ୍କୁ ସେବାୟତ, ଜେଟିପି ଓ ପୁଲିସ ପ୍ରମୁଖ କୌଶଳକ୍ରମେ ଉଦ୍ଧାର କରିଛନ୍ତି। ସିଂହଦ୍ଵାର ଥାନା ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ପଡ଼ି ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଥିଲା। ମୃତ କିନ୍ନର ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟାପୋଖରୀ କୋଠାସାହିର […]